ଜାତୀୟ

ଛୁଟି ବଢ଼ିଲା: ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ ସ୍କୁଲ ଆସିବେନି ଛାତ୍ରୀଛାତ୍ର

ଚଣ୍ଡିଗଡ଼,୯ା୧: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼ର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ବେସରକାରୀ  ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି। ସ୍କୁଲଗୁଡ଼ିକର ସମୟ ଏବଂ ଶୀତକାଳୀନ ଛୁଟି…

ହିମାଚଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

ନାହନ,୯।୧: ହିମାଚଳ ପ୍ରଦେଶରେ ଏକ ବସ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ ଗଭୀର ଗର୍ତ୍ତରେ ଖସିପଡ଼ିଛି। ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରାପ୍ତ ସୂଚନା…

ପ୍ରତୀକଙ୍କ ଫୋନ୍‌ ନିଜ ପାଖରେ ରଖିଲେ ମମତା, ଇଡି ଅଧିକାରୀଙ୍କୁ ଧମକାଇ ଡିଜିପି କହିଲେ…

କୋଲକାତା,୯ା୧: I-PAC ପରିସରରେ ଗୁରୁବାର ED ଚଢ଼ାଉ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ ସେ I-PAC ଅଧିକାରୀ ପ୍ରତୀକ ଜୈନଙ୍କ ଫୋନ ନେଇ ନିଜ ପାଖରେ ରଖିଥିଲେ। ମନି ଲଣ୍ଡରିଂ ତଦନ୍ତର…

ଆପଣ କାହିଁକି ଏତେ ଭୟ କରୁଛନ୍ତି? ମମତାଙ୍କୁ କଡ଼ା ପ୍ରଶ୍ନ କଲା ଭାଜପା

କୋଲକାତା,୯।୧: ଗୁରୁବାର କୋଲକାତାରେ ନିର୍ବାଚନ ପରାମର୍ଶଦାତା IPAC ର ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଚଢାଉ ସମୟରେ ମମତା ବାନାର୍ଜୀ କ୍ରୋଧିତ ହୋଇଥିଲେ। ଘଟଣାସ୍ଥଳକୁ ପହଞ୍ଚି ସେ ଏକ ଫାଇଲ ଏବଂ ଏକ ଲାପଟପ ଛଡ଼ାଇ ନେଇଥିଲେ। ଭାଜପା ନେତା ରବି…

ମହୁଆ, ଡେରେକ ଓ’ବ୍ରାଏନ ସମେତ ୮ଜଣଙ୍କୁ ନେଇଗଲା ପୋଲିସ

ନୂଆଦିଲ୍ଲୀ,୯।୧: ଶୁକ୍ରବାର (୯ ଜାନୁଆରୀ, ୨୦୨୬) କେନ୍ଦ୍ର ସରକାରଙ୍କ ଦ୍ୱାରା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଏମପିମାନେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ, ଯାହା ପରେ ଦିଲ୍ଲୀ ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ଟିଏମସି…

ମୁଁ ନେହେରୁଙ୍କ ଅନ୍ଧଭକ୍ତ ନୁହେଁ…କହୁ କହୁ ଏମିତି କହିଦେଲେ ଶଶି ଥରୁର

ନୂଆଦିଲ୍ଲୀ,୯।୧: କଂଗ୍ରେସ ଏମ୍‌ପି ଶଶି ଥରୁର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଶଂସା କରନ୍ତି, କିନ୍ତୁ ତାଙ୍କର ସମସ୍ତ ନୀତିକୁ ସମର୍ଥନ କରନ୍ତି ନାହିଁ। ସେ କହିଛନ୍ତି, ନେହେରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା କରିଥିଲେ। ନେହେରୁଙ୍କ ଭୁଲକୁ ସ୍ବୀକାର କରିବା…

ବାରାଣସୀରେ ଶବଦାହକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ହିଟଲର; ନାଜି ବିଚାରଧାରା…

ନୂଆଦିଲ୍ଲୀ,୯।୧: ନାଜି ଶାସକ ଆଡଲଫ୍ ହିଟଲର ବନାରସରେ ଶବଦାହକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଏବେ ଚର୍ଚ୍ଚାରେ। ହିଟଲରଙ୍କ ଦ୍ୱାରା ଦିଆଯାଇଥିବା କିଛି ବ୍ୟକ୍ତିଗତ ମନ୍ତବ୍ୟ ତାଙ୍କର ସାଂସ୍କୃତିକ ପକ୍ଷପାତିତା ଏବଂ ନାଜି ବିଚାରଧାରାକୁ ଉଜାଗର କରୁଛି। ୧୯୪୧ରୁ ୧୯୪୪ ମଧ୍ୟରେ…

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ,୯।୧: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପରିବହନ ମନ୍ତ୍ରୀମାନଙ୍କର ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେ କହିଥିଲେ ଯେ ବୈଠକରେ ରାଜ୍ୟ ପ୍ରତିନିଧିମାନଙ୍କ ସହିତ ଦୁଇ ଦିନିଆ ବୈଠକ ହୋଇଥିଲା। ଏହି…

ଲ୍ୟାଣ୍ଡ ଫର ଜବ ମାମଲାରେ ଲାଲୁ ଯାଦବଙ୍କ ପରିବାରକୁ ଝଟକା

ପାଟନା,୯।୧: RJD ମୁଖ୍ୟ ଏବଂ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ଭାରତୀୟ ଦଣ୍ଡ ସଂହିତାର ଅନ୍ୟାନ୍ୟ ଧାରା ଅନୁଯାୟୀ ମଧ୍ୟ ତାଙ୍କ ବିରୁଦ୍ଧରେ…

ଖାଇବା ଦେବାରେ ବିଳମ୍ବ କଲେ ସ୍ତ୍ରୀ….ରାଗରେ ପଞ୍ଚମ ହୋଇ କୋଦାଳରେ ପିଟି ହତ୍ୟା କଲେ ସ୍ବାମୀ

ଲକ୍ଷ୍ନୌ,୯।୧: ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କଟଘର ଥାନା ଅଞ୍ଚଳର ଦେବପୁର ଗାଁରେ ଏକ ଛୋଟ ଘରୋଇ ବିବାଦ ଭୟଙ୍କର ରୂପ ନେଇଛି । ଖାଦ୍ୟ ପାଇଁ ଝଗଡ଼ା ପରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏକ…

ED ରେଡକୁ ବିରୋଧ କରି ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ TMCର ବିକ୍ଷୋଭ, ଏହି ସାଂସଦଙ୍କୁ ପୋଲିସ…

ନୂଆଦିଲ୍ଲୀ,୯।୧  ପଶ୍ଚିମବଙ୍ଗରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ହଙ୍ଗାମା ଜାରି ରହିଛି । ଏହାରି ଭିତରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରତିବାଦ କରୁଛନ୍ତି । ଡେରେକ୍ ଓ’ବ୍ରାଏନ୍, ଶତାବ୍ଦୀ…

ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ: ଆସିବ ‘ଭେଇକିଲ୍-ଟୁ-ଭେଇକିଲ୍ ଟେକ୍ନୋଲୋଜି

ନୂଆଦିଲ୍ଲୀ,୯।୧: ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷା ବଢ଼ାଇବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ୨୦୨୬ ଶେଷ ସୁଦ୍ଧା ଭେଇକିଲ୍-ଟୁ-ଭେଇକିଲ୍ (V2V) ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri