ଆସୁଛି କି ବଡ଼ ବିପଦ ଅବା ମାହାମାରୀ? କାହିଁକି ରାଜ୍ୟକୁ ଆଲର୍ଟ କଲେ ସ୍ବାସ୍ଥ୍ୟ ବିଭାଗ? ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୨।୯: ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ରାଜ୍ୟ ଏବେ ବନ୍ୟାରେ ବୁଡ଼ି ରହିଛି। କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଏହି ବିପର୍ଯ୍ୟୟର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି। ତଥାପି, ଏବେ ପୁଣି ଥରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...
ଜିଏସ୍ଟି ୨.୦ ପୂର୍ବରୁ ୪୦% ଭାରତୀୟ କେବଳ ଖାଦ୍ୟ କିଣିବାରେ ସକ୍ଷମ ଥିଲେ: ସର୍ଭେ
କେସିଙ୍ଗା,୧୨।୯: ଜିଏସ୍ଟି ପରିଷଦ ଘୋଷଣା କରିଥିବା ଜିଏସ୍ଟି ହାର ହ୍ରାସ, ଯାହା ୨୨ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ, ଭାରତୀୟ ଗ୍ରାହକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ ପିଡବ୍ଲ୍ୟୁସି ଇଣ୍ଡିଆର ‘ଭଏସ୍ ଅଫ୍ ଦି କନଜ୍ୟୁମର ୨୦୨୫’ ରିପୋର୍ଟ ଅନୁଯାୟୀ,...
ନେପାଳ ବିକ୍ଷୋଭରେ ଏହି ଭାରତୀୟ କମ୍ପାନୀ କ୍ଷତିଗ୍ରସ୍ତ, ବିସ୍କୁଟଠାରୁ ଆରମ୍ଭ କରି…
କାଠମାଣ୍ଡୁ/ନୂଆଦିଲ୍ଲୀ,୧୨ା୯: ନେପାଳରେ ହିଂସା ଏବେ ବି ଜାରି ରହିଛି। ଦେଶର ଅନେକ ସ୍ଥାନରେ ବିଶେଷକରି ରାଜଧାନୀ କାଠମାଣ୍ଡୁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ସେନା ସମଗ୍ର ଦେଶର ନିୟନ୍ତ୍ରଣ ନିଜ ହାତକୁ ନେଇଛି। ଏହା ପରେ ପରିସ୍ଥିତିରେ ଟିକିଏ ଉନ୍ନତି...
ନେପାଳ ନିଆଁରେ ଜଳିଗଲେ ଭାରତୀୟ ମହିଳା
ନୂଆଦିଲ୍ଲୀ,୧୨।୯: ନେପାଳରେ ଜେନ-ଜେଡର ଆନ୍ଦୋଳନ ସମୟରେ, ଗାଜିଆବାଦର ଏକ ପରିବାରର ଧାର୍ମିକ ଯାତ୍ରା ଏକ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଥିଲା। ପ୍ରକୃତରେ, କାଠମାଣ୍ଡୁର ଯେଉଁ ବିଳାସପୂର୍ଣ୍ଣ ହୋଟେଲରେ ପରିବାର ରହୁଥିଲେ ତାହାକୁ ପ୍ରତିବାଦକାରୀମାନେ ପୋଡ଼ି ଦେଇଥିଲେ। ଏହି ଦୁର୍ଘଟଣାରେ ଜଣେ...
ୟେଲୋବୁକ୍ ପ୍ରୋଟକଲ ଭାଙ୍ଗିଲେ ରାହୁଲ ଗାନ୍ଧୀ, କଣ ଏହା ବିରୋଧରେ ମାମଲା ରୁଜୁ କରିବ CRPF ?
ନୂଆଦିଲ୍ଲୀ,୧୨।୯: କଂଗ୍ରେସ ଏମପି ତଥା ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗ ଉଠିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ରାହୁଲଙ୍କ ଦ୍ୱାରା ୟେଲୋବୁକ୍ ପ୍ରୋଟୋକଲ...
ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ,୧୨।୯: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଶୁକ୍ରବାର ଧମକ ମିଳିଛି। ଦୁର୍ବୃତ୍ତମାନେ ମେଲ୍ ଯୋଗେ ଏହି ଧମକ ଦେଇଛନ୍ତି। କୋର୍ଟର ୩ଟି ରୁମ୍ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍ରେ ଉଲ୍ଲେଖ ରହିଛି। ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ...
ସ୍କୁଲରେ ପ୍ରେମିକାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ ଶିକ୍ଷକ, ଗ୍ରାମବାସୀଙ୍କୁ ଡାକିଆଣିଲେ ଛାତ୍ର, ଆଉ ତା’ପରେ…
ପାଟନା,୧୨।୯: ପାତେପୁର ଥାନା ଅଞ୍ଚଳର ବରଡିହା ତୁର୍କି ଗାଁରେ ଥିବା ବେସିକ ସ୍କୁଲରେ ଜଣେ ଶିକ୍ଷକ ତାଙ୍କ ପ୍ରେମିକାଙ୍କ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ଜଣକ ପ୍ରତିରୋଧ କରିବାରୁ...
ଇସ୍ତଫା ଦେବା ପରେ ପ୍ରଥମ ଥର ନଜର ଆସିଲେ ଜଗଦୀପ ଧନକର
ନୂଆଦିଲ୍ଲୀ,୧୨।୯: ଚନ୍ଦ୍ରପୁରମ ପୋନୁସାମି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସକାଳେ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷୀୟ ରାଧାକ୍ରିଷ୍ଣନଙ୍କୁ ଶପଥ ପାଠ କରାଇଥିଲେ। ଲାଲ କୁର୍ତ୍ତା ପିନ୍ଧି...
ସରକାରୀ ହାଇସ୍କୁଲରେ କାଣ୍ଡ: ଶ୍ରେଣୀଗୃହରେ ହାତାହାତି ହୋଇଗଲେ ୨ ଶିକ୍ଷକ, ଆଉ ତା’ପରେ…
ଛତିଶଗଡ଼,୧୨।୯: ପ୍ରତିଦିନ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ। ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଛତିଶଗଡ଼ର ସରନଗଡ଼-ବିଲାଇଗଡ଼ ଜିଲାର, ଯେଉଁଠାରେ ଧାରାସିବ ଅଞ୍ଚଳର ଏକ...
୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ
ନୂଆଦିଲ୍ଲୀ, ୧୨।୯: ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି।...
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଅଭିନେତ୍ରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ନିଜେ କହିଲେ କାରଣ…
ମୁମ୍ବାଇ: ଛୋଟପରଦା ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିଥିବା ଅଭିନେତ୍ରୀ କରିସ୍ମା ଶର୍ମାଙ୍କ ବିଷୟରେ ଏକ ବଡ଼ ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି। ସେ ବୁଧବାର ମୁମ୍ବାଇର ଏକ ଚଳନ୍ତା ଲୋକାଲ ଟ୍ରେନରୁ...
ଆଜି ଶପଥ ନେବେ ନୂଆ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୧୨ା୯: ଆଜି ଅର୍ଥାତ୍ ଶୁକ୍ରବାର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଧାକ୍ରିଷ୍ଣନ୍ଙ୍କୁ ଶପଥ ପାଠ କରାଇବେ। ଆଜି ପୂର୍ବାହ୍ନ ୧୦.୩୦ରୁ ମଧ୍ୟାହ୍ନ ୧୨.୩୦ ଶପଥ...
Archives


