ଜାତୀୟ

ଜିତିବା ପରେ ମଧ୍ୟ ସଂସଦରେ ଏକାଠି ବସିବେନି ହେମାମାଳିନୀ-ସନ୍ନି ଦେଓଲ

ନୂଆଦିଲ୍ଲୀ,୨୮।୫: ଭାଜପା ଟିକେଟରୁ ଏଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଓ ଅଭିନେତା ସନ୍ନି ଦେଓଲ। ଏମାନେ ସମ୍ପର୍କରେ ମା’ପୁଅ। ହେଲେ ସଂସଦ…

7 years ago

ଡାକ୍ତରଖାନା ଆଗରେ ଥିଲା ୩ ଆମ୍ବୁଲାନ୍ସ, କେହି ଶୁଣିଲେନି: ପୁଅକୁ ମା’ କାଖେଇ ଆଣୁ ଆଣୁ ବାଟରେ ଚାଲିଗଲା ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସହାୟତା ନ ପାଇଁ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ବୋଲି ଅଭିଯୋଗ ହୋଇଛି।…

7 years ago

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ ଠେଲି…

7 years ago

ନିର୍ବାଚନ ପରେ ମମତାଙ୍କୁ ଆଉ ଏକ ଝଟ୍‌କା: ଭାଜପା ହାତ ଧରିବେ ୩ଟିଏମ୍‌ସି ବିଧାୟକ

କୋଲକାତା,୨୮।୫: ଲୋକ ସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାଜପାର ଭଲ ପ୍ରଦର୍ଶନ ଓ ବହୁଳ ମତଦାନ ପରେ ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଶକ୍ତ ଝଟ୍‌କା ଲାଗିଛି।…

7 years ago

ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ନୂଆଦିଲ୍ଲୀ,୨୮।୫: ଗତବର୍ଷ ନିଜର ଫସଲ ବିକ୍ରିକରି ଆୟ କରିଥିବା ଅର୍ଥକୁ ରାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ।…

7 years ago

ଏଣିକି ସବୁ ଫାର୍ମସୀ ନିଜ ନାମ ଆଗରୁ ଲଗାଇପାରିବେ ‘ଡାକ୍ତର’

ନୂଆଦିଲ୍ଲୀ,୨୮।୫: ଫାର୍ମାସି କାଉନସିଲ ଅଫ ଇଣ୍ଡିଆ (ପିସିଆଇ) ଡାକ୍ତର ଅଫ ଫାର୍ମାସି (PHARM D)କରୁଥିବା ଛାତ୍ରଛାତ୍ରଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ମାନ୍ୟତା ପ୍ରାପ୍ତ…

7 years ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ନେତାଙ୍କୁ ମିଳିଲାନି ନିମନ୍ତ୍ରଣ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ନେବାକୁ ଯାଉଛନ୍ତି। ଆସନ୍ତା…

7 years ago

ରାହୁଲଙ୍କୁ ମନେଇବାକୁ ଘରେ ପହଞ୍ଚିଲେ ପ୍ରିୟଙ୍କାଙ୍କ ସମେତ ଆଉ କେତେଜଣ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ…

7 years ago

ଖୋଲାରେ ଶୌଚ: ଲଜ୍ଜା ଯୋଗୁ ମୂଷାମରା ଜହର ଖାଇଲେ ମହିଳା

ରାଞ୍ଚି, ୨୮।୫: ଝାଡ଼ଖଣ୍ଡ ଦଓ୍ବେଘରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳା ବାହାରେ ଶୌଚ ହେବା ଲଜ୍ଜାରୁ ମୁକ୍ତ ପାଇବା ଲାଗି ଘରେ ଥିବା…

7 years ago

ପୋଲିସର ଗୁଣ୍ଡାରାଜ: ମହିଳାଙ୍କୁ ବେଲ୍‌ଟରେ ନିସ୍ତୁକ ପିଟିଲେ

ଫରିଦାବାଦ,୨୮।୫: ହରିୟାଣା ଫରିଦାବାଦରୁ ଅମାନବିକତା ଓ ନିଷ୍ଠୁରତା ଶେଷ ସୀମାର ଏକ ଚିତ୍ର ସାମ୍‌ନାକୁ ଆସିଛି। ଜଣେ ପୋଲିସ କନେଷ୍ଟବଳ ମହିଳାଙ୍କୁ ବେଲ୍‌ଟରେ ମାଡ଼ମାରୁଥିବା ଦେଖିବାକୁ ମିଳିଛି।…

7 years ago