ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି ଦିଆଯାଇଛି।…
ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍ ହେବ ବୋଲି…
ଲୁଧିଆନା,୨୭।୬: ପଞ୍ଜାବର ଲୁଧିଆନାରେ ଥିବା ସେଣ୍ଟ୍ରାଲ୍ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ପ୍ରଥମେ ପଥରମାଡ ଓ ପରେ ଗୁଳି ମାଡ ହୋଇଥିଲା। ଏଥିରେ କେତେଜଣ କଏଦି…
ନୂଆଦିଲ୍ଲୀ,୨୭।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ତାଙ୍କ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ବିଶେଷ କରି ଗତ…
ନୂଆଦିଲ୍ଲୀ,୨୭।୬: ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ତାଙ୍କ ବାସ ଭବନରେ ଗୁରୁବାର ସାକ୍ଷାତ୍ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍କାର ବୋଲି କୁହାଯାଉଛି।…
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ୍ରେ ଗୁରୁବାର ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ…
ମିରଠ,୨୭।୬: ଉତ୍ତର ପ୍ରଦେଶର ମିରଠ ଏବେ ଅଶାନ୍ତ ହୋଇପଡିଛି। ଏଠାରେ ଥିବା ପ୍ରହ୍ଲାଦ ନଗରରେ ନିତିଦିନ ଅସାମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ଲୋକେ ଏଠାରୁ ଘରଛାଡି…
ବେଙ୍ଗାଲୁରୁ, ୨୭।୬:କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରାୟଚୂରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବାବେଳେ ବାଟରେ ବିରୋଧ ପ୍ରଦର୍ଶନ…
ଲଣ୍ଡନ,୨୭।୬: ଅତ୍ୟଧିକ ଶାରୀରିକ ଶ୍ରମ ଯୋଗୁ ଭାରତୀୟ ଗ୍ରାମୀଣ ମହିଳା ରୁଗ୍ଣ ହେବାରେ ଲାଗିଛନ୍ତି। ଏହା ସହିତ ଉପଯୁକ୍ତ ପୋଷଣର ଅଭାବ ଯୋଗୁ ଏଭଳି ମହିଳାଙ୍କ ମୃତ୍ୟୁ…
ବେଙ୍ଗାଲୁର୍, ୨୭।୬: ଭାରତୀୟ ଗବେଷକ ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କରିଛନ୍ତି। ଏହି ଇକ୍ରୋ-ଫେଣ୍ଡଲି ଉତ୍ପାଦ ଲୁହାରେ କଳଙ୍କି ହେବାକୁ ଦେଇ ନ ଥାଏ ବୋଲି…