ଜାତୀୟ

ଅରୁଣ ଜେଟ୍‌ଲୀଙ୍କ ନାଁରେ ନାମିତ ହେବ କୋଟଲା ଷ୍ଟାଡିୟମ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳାଯାଇ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ।…

6 years ago

ଗୁରମୀତ୍‌ ରାମ ରହିମଙ୍କ ପାରୋଲ ଆବେଦନ ଖାରଜ

ଚଣ୍ଡିଗଡ଼,୨୭।୮: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ସିଂହଙ୍କୁ ପଞ୍ଜାବ ଓ ହରିୟାଣା କୋର୍ଟ ପକ୍ଷରୁ ବଡ଼ ଝଟ୍‌କା ଲାଗିଛି।…

6 years ago

ବାରମୁଳାରୁ ୨ ଆତଙ୍କବାଦୀ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ବାରମୁଳାରୁ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏନେଇ ସିଆର୍‌ପିଏଫ୍‌ ୫୩ ବାଟାଲିୟନ୍‌ ପକ୍ଷରୁ…

6 years ago

ଚିଦାମ୍ବରମଙ୍କ ହେବ ଲାଏ ଡିଟେକ୍ଟର ଟେଷ୍ଟ: ସିବିଆଇ

ନୂଆଦିଲ୍ଲୀ,୨୭।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡରେ ଅଛନ୍ତି। ଅଗଷ୍ଟ ୩୦ ପର୍ଯ୍ୟନ୍ତ ସେ ସିବିଆଇ ହେପାଜତରେ ରହିଥିବା…

6 years ago

ରୋହିଙ୍ଗ୍ୟାଙ୍କ ମନରେ ଭାରତ ବିରୋଧରେ ବିଷ ମଞ୍ଜି ବୁଣୁଛି ଜୈଶ୍‌: ବିଏସ୍‌ଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଜାରି ରଖିଛି। ମ୍ୟାନ୍‌ମାର୍‌ରୁ ଭାରତ ଏବଂ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାଙ୍କ ମନରେ…

6 years ago

ଏବେ ୧ ଟଙ୍କାରେ ସାନିଟାରୀ ନ୍ୟାପକିନ୍‌: ୫ ହଜାର ୫ଶହ ଜନ ଔଷଧୀ କେନ୍ଦ୍ରରେ ମିଳିବ

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ଉପହାର ଆଣିଛନ୍ତି। ଭାଜପା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ ପାଇଥିବା ପ୍ରତିଶ୍ରୁତି ଅନୁସାରେ…

6 years ago

୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ହେବ ଚାଷ: ୭୫ ଲକ୍ଷଙ୍କୁ ମିଳିବ କର୍ମ ନିଯୁକ୍ତି

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଚାଷ ଯୋଗ୍ୟ କରିବା ଲାଗି ଯୋଜନା…

6 years ago

ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା: ଗୋଟିଏ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ତଳେ ମଦ ଦୋକାନ; ସୋସିଆଲ ମିଡ଼ିଆରେ ଭାଇରାଲ

ଧାନବାଦ,୨୭।୮: ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା ନେଇ ଏବେ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିିଛି। ଭିଡ଼ିଓରେ ଦେଖାଯାଉଛି ଏକ ବିଲ୍ଡିଂର ଉପର ମହଲାରେ…

6 years ago

ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀବାସୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି…

6 years ago

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଶଶି ଥରୁର୍‌, କଂଗ୍ରେସ ମାଗିଲା ସ୍ପଷ୍ଟୀକରଣ

ଥିରୁଭାନନ୍ତପୁରମ୍‌, ୨୭।୮: କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ପଡିଯାଇଛନ୍ତି। କେରଳ ପ୍ରଦେଶ କଂଗ୍ରେସ କମିଟି…

6 years ago