ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୨ ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ଡାକ ଟିକେଟ ଜାରି କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୁର୍ବେଦ ଦ୍ୱାରା ଆୟୋଜିତ…
ଭୋପାଳ,୩୦।୮: ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ ନେତା…
ନୂଆଦିଲ୍ଲୀ,୩୦।୮: ଭାଜପା ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହଜାହାନପୁରର ଏସ୍.ଏସ୍. ଲ କଲେଜର ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା। ଦୀର୍ଘ ୭ ଦିନ ପରେ…
ନୂଆଦିଲ୍ଲୀ,୩୦।୮:ବଲିଉଡ୍ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପରିବାର ଜମ୍ମୁ-କଶ୍ମୀରରେ ଫଶିଯାଇଛନ୍ତି। ଦୀର୍ଘ ୨୨ଦିନ ହେବ ଶାଶୁ-ଶ୍ୱଶୂରଙ୍କ ସହ ସମ୍ପର୍କ ନାହିଁ ବୋଲି କହିଛନ୍ତି ଉର୍ମିଳା।…
ହାଇଦ୍ରାବାଦ,୩୦।୮: ହାଇଦ୍ରାବାଦର ଏକ ରେଳ ଷ୍ଟେଶନରେ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ ଓ…
ଚେନ୍ନାଇ,୩୦।୮: ତାମିଲନାଡୁର ନଙ୍ଗନଲୁରରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ହାତ କାଟି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ସେ ଏକ ବିୟର୍ ବୋତଲରେ ରକ୍ତ…
ପାଟନା, ୩୦।୮: ବିହାରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣଙ୍କ ହେଲେ ରମାଶଙ୍କର…
ପାଟନା,୩୦।୮: ରାଜ୍ୟ ସଚିବାଳୟରେ ସରକାରୀ କର୍ମଚାରୀମାନେ ପିନ୍ଧୁଥିବା ଜିନ୍ସ ଓ ଟି-ଶାର୍ଟ ଉପରେ ବିହାର ସରକାର କଟକଣା ଲଗାଇଛନ୍ତି। ଯେଉଁ ସରକାରୀ କର୍ମଚାରୀ ପୋଷାକରେ ଶାଳୀନତା ରଖିବେ…
ନୂଆଦିଲ୍ଲୀ,୩୦।୮: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଗୁରୁବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।…
ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀରକୁ ପୁଣି ଅଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ। ଶ୍ରୀନଗରରେ ଜଣେ ବ୍ୟକ୍ତି ଦୋକାନ ଖୋଲିବାରୁ ତାଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଛନ୍ତି। ମୃତକ…