ଜାତୀୟ

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ହିଜ୍‌ବୁଲ କମାଣ୍ଡର ଗିରଫ

ଶ୍ରୀନଗର, ୨୨ା୨(ପି.ଟି.): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ କୁଲଗାମ୍‌ ନିବାସୀ ନଭିଦ୍‌ ଅହମଦ…

6 years ago

ସିଙ୍ଗାପୁର ନ ଯିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨ା୨(ପି.ଟି.): ଚାଇନାରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ଭାରତ ଏନେଇ ସତର୍କ ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଭାରତ ଏକାଧିକ…

6 years ago

କରୋନା ଭୟ: ଭାରତୀୟ ବିମାନକୁ ଅନୁମତି ମିଳୁନି, ଯୋଗାଯୋଗ ବିଳମ୍ବକୁ ଦାୟୀକଲା ଚାଇନା

ଉହାନ,୨୨ା୨:ଚାଇନାରେ କରୋନା ଭାଇରସ୍‌ ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ାଇ ଚାଲିଥିବା ବେଳେ ପରିସ୍ଥିତି ଅଣାୟତ ହୋଇପଡ଼ିଛି। ଏବେସୁଦ୍ଧା ଚାଇନାରେ କରୋନା ମୃତ୍ୟୁସଂଖ୍ୟା ୨,୩୪୫ରେ ପହଞ୍ଚିଥିବାବେଳେ ପ୍ରାୟ…

6 years ago

ମେଲାନିଆଙ୍କ କାର୍ଯ୍ୟକ୍ରମରୁ କେଜରିଓ୍ବାଲଙ୍କ ନାଁ ହଟାଇବାକୁ ନେଇ ଥରୁର କହିଲେ ଘୃଣ୍ୟ ରାଜନୀତି

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ହାପିସେନ୍‌ କ୍ଲାସ କାର୍ଯ୍ୟକ୍ରମରେ ଯୋଗଦେବ। ହେଲେ…

6 years ago

ନିର୍ଭୟା ମାମଲାର ଦୋଷୀ ବିନୟଙ୍କୁ ଲାଗିଲା ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨।୨: ଦିର୍ଘ ୭ ବର୍ଷ ଅର୍ଥାତ୍‌ ୨୦୧୨ ମସିହାର ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ବିନୟ କାନ୍ଥରେ…

6 years ago

ଟ୍ରମ୍ପଙ୍କୁ ୬ଶହ ଗ୍ରାମ ଓଜନର ଚାନ୍ଦିରେ ତିଆରି ଚାବି ଉପହାର ଦେବେ ଆଗ୍ରା ମେୟର

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ ତାଙ୍କୁ…

6 years ago

ଗୋଲ୍ଡ, ସିଲ୍‌ଭର ପ୍ଲେଟେଡ୍‌ ବାସନରେ ଟ୍ରମ୍ପ ଦମ୍ପତିଙ୍କୁ ପରସା ଯିବ ଖାଦ୍ୟ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪-୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ…

6 years ago

ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ସରକାର କେତେ କରୁଛନ୍ତି ଖର୍ଚ୍ଚ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କେତେ ଖର୍ଚ୍ଚ କରୁଛନ୍ତି ସେ ନେଇ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା…

6 years ago

ସୁନା ଭଣ୍ଡାରରେ ବହୁ ବିଷାକ୍ତ ସାପ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ସୋନଭଦ୍ରର ପାହାଡ଼ର ମାଟି ତଳେ ସୁନା ଭଣ୍ଡାର ସହିତ ଟନ୍‌ ଟନ୍‌ ୟୁରାନିୟମ ଗଚ୍ଛିତ ଥିବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସୂଚନା…

6 years ago

ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ୍‌ଙ୍କ ରହଣୀ: ଗୋଟିଏ ରାତିର ରୁମ୍‌ ଭଡ଼ା ୮ ଲକ୍ଷ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଭାରତ ଗସ୍ତକୁ ସ୍ମୃତି ବହୁଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

6 years ago