ଜାତୀୟ

୬ ମାସ ମଧ୍ୟରେ ଏଲ୍‌ଏସିରେ ହୋଇନି ଅନୁପ୍ରବେଶ: ଏଲ୍‌ଓସିରେ ୪୭ ଥର ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ, ୧୬।୯: ଗତ ୬ ମାସ ମଧ୍ୟରେ ଏଲ୍‌ଏସି କୌଣସି ଅନୁପ୍ରବେଶ ଘଟଣା ଘଟିନାହିଁ। ଏସମ୍ପର୍କରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାରରେ ଏକ ପ୍ରଶ୍ନର ଉତ୍ତରରେ…

6 years ago

୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ

ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ…

6 years ago

ସିଏମ୍‌ଓଙ୍କ ଘରେ ଚଢ଼ାଉ: ମିଳିଲା ବିଡ଼ାବିଡ଼ା ଟଙ୍କା, ଅଳଙ୍କାର

ଭୋପାଳ, ୧୬।୯: ମଧ୍ୟପ୍ରଦେଶରେ ଜଣେ ମୁଖ୍ୟ ନଗରପାଳିକା ଅଧିକାରୀ(ସିଏମ୍‌ଓ) ଘରେ ଚଢ଼ାଉ ସମୟରେ ବିଡ଼ାବିଡ଼ା ଟଙ୍କା ଏବଂ ଅଳଙ୍କାର ଜବତ ହୋଇଛି। ପ୍ରାୟ ୩ କୋଟି ଟଙ୍କାର…

6 years ago

ଏଲ୍‌ଏସିରେ ୧୧ ଦିନରେ ୪ ଥର ଗୁଳି ବିନିମୟ

ନୂଆଦିଲ୍ଲୀ, ୧୬।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ ଏଲ୍‌ଏସିରେ ୪ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ…

6 years ago

ସଂସଦରୁ ରାଜରାସ୍ତା: ୩ ଅଧ୍ୟାଦେଶ ବିରୋଧରେ ଅନ୍ନଦାତାଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୬।୯: ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଅନ୍ନଦାତାମାନେ ପ୍ରଦର୍ଶନ ଜାରି ରଖିଛନ୍ତି। ୩ ଅଧ୍ୟାଦେଶକୁ ବିରୋଧ କରି ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ…

6 years ago

୩ ସାଙ୍ଗ ଚାକିରି ଛାଡି କଲେ ଏମିତି କାମ, ସମସ୍ତଙ୍କ ପାଇଁ ସାଜିଲେ ଉଦାହରଣ

କରୋନା ସମୟରେ ଯୁବକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। କିଏ ଚାକିରି ପାଇବାକୁ ନେଇ ତ ଆଉ କିଏ ଚାକିରି ଚାଲିଯିବା ଭୟରେ ଅଛନ୍ତି। ଏସବୁ…

6 years ago

ଚମ୍ବଲ ନଦୀରେ ଓଲଟିଲା ଡଙ୍ଗା: ଚାହୁଁ ଚାହୁଁ ବୁଡ଼ିଗଲେ ଯାତ୍ରୀ

ଜୟପୁର, ୧୬।୯: ରାଜସ୍ଥାନରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବୁନ୍ଦି ଅଞ୍ଚଳର ଚନ୍ଦା ଖୁର୍ଦଠାରେ ଥିବା ଚମ୍ବଲ ନଦୀରେ ଏକ ଡଙ୍ଗାରେ ଯାତ୍ରୀମାନେ…

6 years ago

୧୧ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଦୁଇ ସପ୍ତାହ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ…

6 years ago

କରୋନାରେ ଜୀବନ ହାରିଲେ ୨୫ ବର୍ଷୀୟ ଯୁବ ଡାକ୍ତର

ନୂଆଦିଲ୍ଲୀ, ୧୫।୯: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ଧରି ଲଢ଼େଇ କରି ଶେଷରେ ୨୫ ବର୍ଷୀୟ ଜଣେ ଯୁବ ଡାକ୍ତର ମୃତ୍ୟୁବରଣ କରିଛନ୍ତି।…

6 years ago

ପାକିସ୍ତାନ ନିର୍ଦ୍ଦେଶରେ ଭାରତରେ ଗୁଇନ୍ଦାଗିରି କରୁଥିଲେ ଏହି ବ୍ୟକ୍ତି: ଘରେ ଚଢ଼ାଉ କରି ଉଠାଇ ଆଣିଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୫।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଗୁଜରାଟର ଗୋଧରା ଅଞ୍ଚଳରୁ ଗିତେଲୀ ଇମରାନ ଖାନ୍‌ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା…

6 years ago