ନୂଆଦିଲ୍ଲୀ, ୩।୬: ପଶ୍ଚିମବଙ୍ଗର କୋଲାକାତା ପୋର୍ଟ ଟ୍ରଷ୍ଟ୍ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ବୁଧବାର କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାର ନାମକରଣ…
ଭାରୁଚ୍,୩ା୬: ଗୁଜରାଟର ଭାରୁଚ୍ ଜିଲା ଅନ୍ତର୍ଗତ ଦାହେଜସ୍ଥିତ ଆଗ୍ରୋ- କେମିକାଲ୍ ଫ୍ୟାକ୍ଟ୍ରିବଏଲରରେ ବୁଧବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଏଥିରେ…
ନୂଆଦିଲ୍ଲୀ, ୩।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍ଡାଉନ୍-୫ ଜୁନ୍ ୧ଠାରୁ ଜାରି ହୋଇଛି। ଏଥିରେ ବହୁ କ୍ଷେତ୍ରରେ ସର୍ତ୍ତ ଭିତ୍ତିକ କୋହଳ ନୀତି…
ମୁମ୍ବାଇ, ୩।୬: ସାମୁଦ୍ରିକ ଝଡ଼ ନିସର୍ଗ ମହାରାଷ୍ଟ୍ରର ରାୟଗଡ଼ ଜିଲାର ହରିହରେଶ୍ୱର-ଡାମନ ମଧ୍ୟବର୍ତ୍ତୀ ଅଞ୍ଚଳ ଅଲିବାଗରେ ଭୂପୃଷ୍ଠ ଛୁଇଁଛି। ନିସର୍ଗ ପ୍ରଭାବରେ ଏଠାରେ ଘଣ୍ଟାପ୍ରତି ୧୨୦ରୁ ଅଧିକ…
ନୂଆଦିଲ୍ଲୀ,୩।୬: କରୋନା ସଙ୍କଟ ବେଳେ ବୁଧବାର ପୁଣିଥରେ କେନ୍ଦ୍ର କ୍ୟାବିନେଟର ଦ୍ବିତୀୟ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ଟି ଅଧ୍ୟାଦେଶକୁ…
ମୁମ୍ବାଇ,୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡ୍ଫଲ୍ କରୁଛି। ଏଠାରେ ବର୍ତ୍ତମାନ ୧୦୦-୧୨୦ କିଲୋମିଟର ବେଗରେ…
ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ। ବୈଠକରେ ଅନେକ ଗୁରୁତ୍ପୁର୍ଣ୍ଣ…
ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା ରୋଗୀଙ୍କ…
ଶ୍ରୀନଗର,୩।୬: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଛି। ବୁଧବାର ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ କଙ୍ଗନ…
ନୂଆଦିଲ୍ଲୀ,୩।୬:ଭାରତ-ବାଲାଂଦେଶ ସୀମାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୭.୧୦ ମିନିଟ୍ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର…