ନୂଆଦିଲ୍ଲୀ,୫।୧: ଚଳିତ ଜାନୁୟାରୀ ୨୯ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର କମିଟି(ସିସିପିଏ) ପକ୍ଷରୁ ସୁପାରିଶ କରାଯାଇଛି। ସଂସଦର ବଜେଟ ଅଧିବେଶନ ୨ଟି…
ନୂଆଦିଲ୍ଲୀ,୫।୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଥିଲେ।…
କୋଲକତା,୫।୧: ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଶୁକ୍ଳାଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି…
ନୂଆଦିଲ୍ଲୀ,୫।୧: ମହାମାରୀ କରୋନା ପରେ ଏବେ ଦେଶରେ ନୂଆ ସଙ୍କଟ ଦେଖାଦେଇଛି। ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ପରେ…
ନୂଆଦିଲ୍ଲୀ,୫।୧: ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ…
ନୋଏଡା,୫।୧: ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କାନରେ ଇୟରଫୋନ୍ ଲଗାଇବା ମହଙ୍ଗା ପଡିଛନ୍ତି। ବଜ୍ରପାତ ସମୟରେ କାନରେ ଇୟରଫୋନ ବିସ୍ଫୋରଣ ହେତୁ…
କୋଲକାତା,୫।୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ମଙ୍ଗଳବାର ପୁଣି ଏକ ଝଟ୍କା ଲାଗିଛି। ମନ୍ତ୍ରୀ ପଦରୁ ତୃଣମୂଳ କଂଗ୍ରେସ ନେତା ଲକ୍ଷ୍ମୀ ରତନ ଶୁକ୍ଳା ଇସ୍ତଫା…
କୋଲକତା,୫।୧: ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ବୁଧବାର ଡାକ୍ତରଖାନାରୁ ଡିସଚାର୍ଜ ହେବେ। ଗାଙ୍ଗୁଲି ଉଡ୍ଲାଣ୍ଡ ହସ୍ପିଟାଲରେ ଭର୍ତ୍ତି…
ନୂଆଦିଲ୍ଲୀ,୫।୧: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିବାକୁ ରାହୁଲ ଗାନ୍ଧୀ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳରେ ଦୀର୍ଘ ଦିନ ଧରି…
ନୂଆଦିଲ୍ଲୀ,୫।୧: ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା ମାନବିକତାର ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ୮୩ ବର୍ଷୀୟ ରତନ ଟାଟା ତାଙ୍କ କର୍ମଚାରୀଙ୍କ ପାଇଁ ଅନେକ କଲ୍ୟାଣ…