ଜାତୀୟ

ଟିକାକରଣ ପରିଚାଳନାରେ ଭାଗ ନେବେ ୨୩ଟି ସରକାରୀ ବିଭାଗ

ନୂଆଦିଲ୍ଲୀ,୧୦।୧: କରୋନା ମହାମାରୀରୁ ରକ୍ଷା ପାଇଁ ଦେଶରେ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟିକାକରଣ ଅଭିଯାନ। ଏହି ଅଭିଯାନରେ ସରକାରଙ୍କ ୨୩ଟି ବିଭାଗ ଅଂଶଗ୍ରହଣ କରିବେ।…

5 years ago

ମୁମ୍ବାଇରେ କରୋନାର ନୂଆ ଷ୍ଟ୍ରେନ୍‌!

ମୁମ୍ବାଇ,୧୦ ।୧: କରୋନା ଭ୍ୟାକ୍ସିନ ଆସିବା ପରେ ଏବେ ଅଧିକାଂଶ ଦେଶ ଟିକାକରଣ ପାଇଁ ବ୍ୟସ୍ତ ହୋଇ ପଡିଛନ୍ତି । ଏହାପରେ ବି ବ୍ରିଟେନରେ ଦେଖାଦେଇଥିବା କରୋନାର…

5 years ago

ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ କରାଇଥିଲେ।…

5 years ago

୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କିଷାନ ଯୋଜନା ଲାଭ

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ରେ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଦେଶର ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଲାଭ ମିଳିଛି।…

5 years ago

ଫଡ଼ନଭୀସ୍‌-ରାଜ୍‌ ଠାକ୍‌ରେଙ୍କ ସୁରକ୍ଷା ବ୍ୟବସ୍ଥା କମିଲା

ମୁମ୍ବାଇ,୧୦।୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରବିବାର ଏକ ବିବାଦୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ କେତେକ ବରିଷ୍ଠ ନେତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କମାଇ…

5 years ago

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅନ୍ନଦାତାଙ୍କୁ ପୋଲିସର ଲାଠି ମାଡ଼

କର୍ନାଲ,୧୦।୧: କୃଷି ଆଇନକୁ ନେଇ ପ୍ରଦର୍ଶନ କରୁଥିବା ଅନ୍ନଦାତାଙ୍କ ଦୁଃଖ ବୁଝିବା ତ ଦୂରର କଥା ବରଂ ସେମାନଙ୍କ ଉପରେ ଲଗାତାର ଲାଠିମାଡ଼ ହେବାରେ ଲାଗିଛି। ଏବେ…

5 years ago

ରାଜନୀତିକୁ ଆସନ୍ତୁ ରଜନୀକାନ୍ତ

ଚେନ୍ନାଇ,୧୦ ।୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ରଜନୀକାନ୍ତଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ ରଜନୀକାନ୍ତ ରାଜନୀତିକୁ ଆସନ୍ତୁ । ଏହି ଦାବିରେ ସମର୍ଥକମାନେ ଚେନ୍ନାଇର…

5 years ago

ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ସ୍ଥିର କରାଯାଇଛି କରୋନା ଟିକାକରଣ ତାରିଖ

ନୂଆଦିଲ୍ଲୀ,୧୦ ।୧: କରୋନା ମହାମାରୀକୁ ଦୂରେଇ ଦେବାଲାଗି ଅପେକ୍ଷା ଥିବା ଟିକାକରଣ ସମୟର ଅନ୍ତ ଘଟିଛି । ସରକାର ୧୬ ଜାନୁୟାରୀ ସାରା ଦେଶରେ ଟିକାକରଣ ଆରମ୍ଭ…

5 years ago

ସକ୍ରିୟ ରାଜନେତା: ଟୁଇଟରରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିବା ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜାଣତରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।…

5 years ago

ମଝି ନଈରେ ଡଙ୍ଗାରେ ଓଢ଼ଣୀ ଉଡ଼ାଇ ନାଚୁଥିଲେ ମହିଳା, ଆଉ ତା’ ପରେ…

ଭୋପାଳ,୧୦।୧: ମଧ୍ୟପ୍ରଦେଶର ଖରଗୋନ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନର୍ମଦା ନଦୀରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି।…

5 years ago