ଜାତୀୟ

ଲଖିମପୁର ହିଂସା: ଅଭିଯୁକ୍ତ ଆଶିଷ ମିଶ୍ର ଡେଙ୍ଗୁରେ ପୀଡ଼ିତ!

ଲକ୍ଷ୍ନୌ,୨୪ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ପୋଲିସ ରିମାଣ୍ଡରରେ ଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି…

5 years ago

ମାଗଣାରେ ଟାବଲେଟ,ସ୍ମାର୍ଟଫୋନ ବାଣ୍ଟିବେ

ଲକ୍ଷ୍ନୌ,୨୪।୧୦: ନଭେମ୍ବର ଶେଷ ସୁଦ୍ଧା ଉତ୍ତରପ୍ରଦେଶ ସରକାର ଯୁବପିଢ଼ିଙ୍କୁ ମାଗଣାରେ ଟାବଲେଟ୍‌ ଓ ସ୍ମାର୍ଟଫୋନ ବାଣ୍ଟିବେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ସୁଲତାନପୁରଠାରେ…

5 years ago

ପ୍ରି-ପୋଲ୍‌ ସର୍ଭେକୁ ବ୍ୟାନ କର

ନୂଆଦିଲ୍ଲୀ,୨୪।୧୦: ନିର୍ବାଚନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଉଥିବା ପ୍ରି-ପୋଲ ସର୍ଭେରେ ଭୁଲ ତଥ୍ୟ ଦିଆଯାଇ ମତଦାତାଙ୍କୁ ପ୍ରଭାବିତ କରାଯାଉଛି। ଏଥିଲାଗି ଏହା ଉପରେ ୬ ମାସ…

5 years ago

୨୪ ଦିନରେ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୩।୧୦: ରାଜସ୍ଥାନରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର ୨୪ ଦିନ ମଧ୍ୟରେ ଶେଷ ହୋଇଛି। ସ୍ବତନ୍ତ୍ର କୋର୍ଟ ମାମଲାର…

5 years ago

୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୩।୧୦: ରାଜଧାନୀର ରଞ୍ଜିତ ନଗର ଅଞ୍ଚଳରେ ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ରାମ ମନୋହର ଲୋହିଆ ହସ୍ପିଟାଲରେ ପୀଡ଼ିତାଙ୍କ ଚିକିତ୍ସା…

5 years ago

ରାଜ ଠାକରେ କରୋନାରେ ସଂକ୍ରମିତ

ମୁମ୍ବାଇ,୨୩ ।୧୦: ମହାରାଷ୍ଟ୍ର ନିବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ମା’ଙ୍କର ମଧ୍ୟ କରୋନା ଟେଷ୍ଟ…

5 years ago

୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମୋଦିଙ୍କ ବୈଠକ: ପୁନାୱାଲା ବି ସାମିଲ

ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦର…

5 years ago

କଂଗ୍ରେସ ଦେବ ୨୦ ଲକ୍ଷ ସରକାରୀ ଚାକିରି

ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍‌ୁତି ଆରମ୍ଭ କରିଛି କଂଗ୍ରେସ । ଶନିବାର ଦଳ ପକ୍ଷରୁ ‘ପ୍ରତିଜ୍ଞା ଯାତ୍ରା’ ବାହାର କରାଯାଇଛି ।…

5 years ago

ବ୍ୟକ୍ତିଗତ ଅଧିକାର-ସ୍ବାଧୀନତାକୁ ସମର୍ଥନ କରଥାନ୍ତି ଭାରତୀୟ କୋର୍ଟ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କୋର୍ଟଗୁଡ଼ିକ ବ୍ୟକ୍ତିଗତ ଅଧିକାର ଏବଂ ସ୍ବାଧୀନତାକୁ ସମର୍ଥନ କରଥାନ୍ତି। ଯେତେବେଳେ ବ୍ୟକ୍ତି କିମ୍ବା ସମାଜ ସଙ୍କଟରେ ପଡ଼ିଥାନ୍ତି, ସେତେବେଳେ ସେମାନଙ୍କ ସହାୟତା ପାଇଁ ଅଦାଲତ…

5 years ago

ଫୈଜାବାଦ୍‌ ହେଲା ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ୍‌…

ଲକ୍ଷ୍ନୌ,୨୩।୧୦: ଫୈଜାବାଦ ରେଳ ଷ୍ଟେଶନକୁ ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ ନାମରେ ନାମିତ କରାଯାଇଛି। ଭାଜପା ଏମ୍‌ପି ଲାଲୁ ସିଂଙ୍କ ପ୍ରସ୍ତାବକୁ ରେଳ ବୋର୍ଡ ଅନୁମୋଦନ କରିଛନ୍ତି। ଶନିବାର ବାରାଣସୀରେ…

5 years ago