ଜାତୀୟ

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ବାନ୍ଦିପୋରା,୧୧।୩: ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଶୁକ୍ରବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ…

4 years ago

ମୋ ପାଇଁ ଖାଲ ଖୋଳୁଥିବା ଲୋକେ ୧୦ ଫୁଟ ତଳେ ସମାଧି ନେଇଗଲେ: ସିଦ୍ଧୁ

ଚଣ୍ଡିଗଡ଼,୧୧ ।୩: ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ବହୁ ଦିନ ଧରି ଦଳ…

4 years ago

ମାର୍ଚ୍ଚ ୧୬ରେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଏବେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…

4 years ago

ଏପ୍ରିଲ ୨୬ରୁ ସିବିଏସ୍‌ଇ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୩(ବ୍ୟୁରୋ): ପରୀକ୍ଷା ପାଇଁ ତାରିଖ ଘୋଷଣା କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ । ଏପ୍ରିଲ ୨୬ରୁ ଉଭୟ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ହେବ।…

4 years ago

କେଜ୍ରିଓ୍ବାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭଗଓ୍ବନ୍ତ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)କୁ ବିପୁଳ ପରିମାଣରେ ଭୋଟ ମିଳିଛି। ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ଦମ୍‌ଦାର ବିଜୟ ପରେ ସମସ୍ତଙ୍କ ନଜର…

4 years ago

ଅନେକ ରେକର୍ଡ ଭାଙ୍ଗିଲେ ଯୋଗୀ

ଲକ୍ଷ୍ନୌ,୧୧ା୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି। ଗୋରଖପୁର ସହରାଞ୍ଚଳ ଆସନରୁ ବିଜୟୀ ହୋଇଥିବା ମୁଖ୍ୟମନ୍ତ୍ରୀ…

4 years ago

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌,୧୧।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ନିର୍ବାଚନମଣ୍ଡଳୀ ଖତିମାରୁ ବିଧାନସଭା ନିର୍ବାଚନରେ ହାରିଯିବା ପରେ ଆଜି ରାଜ୍ୟପାଳଙ୍କ…

4 years ago

ଏଲ୍‌ଓସି ପାଖରେ ଖସିଲା ସେନା ଚପର

ଶ୍ରୀନଗର,୧୧।୩: ଭାରତୀୟ ସେନାର ଚିତା ହେଲିକପ୍ଟର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି) ପାଖରେ ଖସିପଡ଼ିଛି। ଉତ୍ତର କଶ୍ମୀରର ଗୁରେଜ ସେକ୍ଟରରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି।…

4 years ago

ଇସ୍ତଫା ଦେଲେ ଚନ୍ନି

ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ ତାଙ୍କ…

4 years ago

ଲକ୍ଷ୍ନୌ ପୂର୍ବରୁ ହାରିଲେ ଅନୁରାଗ ଭଦୁରିଆ

ଲକ୍ଷ୍ନୌ,୧୧।୩: ଲକ୍ଷ୍ନୌ ପୂର୍ବ ବିଧାନସଭା ଆସନରୁ ଭାଜପାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱି ସମାଜବାଦୀ ପାର୍ଟିର…

4 years ago