ଜାତୀୟ

ବ୍ୟବସାୟୀଙ୍କୁ ଆଶ୍ୱସ୍ତି: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ହଟିବନି ୫୦୦ ଦୋକାନ…

ନୂଆଦିଲ୍ଲୀ,୧୭।୧: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ୫୦୦ ଦେକାନ ହଟିବନି। ଏଭଳି ନିର୍ଦ୍ଦେଶ ପ୍ରଦାନ କରି ବ୍ୟବସାୟିକ କାର୍ଯ୍ୟକଳାପକୁ ବନ୍ଦ କରିବା ମାମଲାରେ ସୁପ୍ରିମକୋର୍ଟର ବ୍ୟବସାୟୀଙ୍କୁ…

4 years ago

ହିମାଚଳ ପ୍ରଦେଶରେ ପରାଜୟ ସତ୍ତ୍ୱେ ନଡ୍ଡା କାହିଁକି ହେଲେ ଭାଜପା ଅଧ୍ୟକ୍ଷ? ଚଳିତ ବର୍ଷ ତାଙ୍କ ଲାଗି ‘ଅଗ୍ନିପଥ’

ନୂଆଦିଲ୍ଲୀ,୧୭।୧: ଭାଜପା କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଜେ.ପି. ନଡ୍ଡାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଛି। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୨୦୨୪…

4 years ago

ଅଞ୍ଜଳି ହିଟ୍‌ ଆଣ୍ଡ ରନ୍‌ ମାମଲା: ଏବେ ଅଭିଯୁକ୍ତଙ୍କ ଉପରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ଅଞ୍ଜଳି ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୭ ଦିନ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏବେ ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କ…

4 years ago

ମୁସଲମାନ ସମ୍ପ୍ରଦାୟ ବିଷୟରେ ଭୁଲ ବୟାନବାଜୀ କର ନାହିଁ: ମୋଦି

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି(ଭାଜପା)ର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟ ବିଷୟରେ ଖରାପ ବୟାନବାଜୀ…

4 years ago

ସାପ୍ତାହିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି।ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ…

4 years ago

ମୋଦି ସରକାର ବିଶ୍ୱସ୍ତରରେ ଦେଶର ଭାବମୂର୍ତ୍ତି ପରିବର୍ତ୍ତନ କରିଛନ୍ତି…

ନୂଆଦିଲ୍ଲୀ,୧୭।୧ : ମଙ୍ଗଳବାର ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ଜି-୨୦ର ଅଧ୍ୟକ୍ଷତା ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି…

4 years ago

ବର୍ଷେ ବଢ଼ିଲା ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୭।୧: ଭାଜପା ଅଧ୍ୟକ୍ଷ ଭାବେ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାଜପା କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି।…

4 years ago

ଦାଉଦ ଇବ୍ରାହିମ ଏଇଥିପାଇଁ କରିଥିଲେ ଦ୍ୱିତୀୟ ବିବାହ, ଏନଆଇଏ ସାମ୍ନାରେ ଖୋଲିଲେ ଅନେକ ରାଜ

ନୂଆଦିଲ୍ଲୀ,୧୭ ।୧: ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦାଉଦ ତାଙ୍କ ପ୍ରଥମ ପତ୍ନୀ…

4 years ago

ଜ୍ୱାଇଁଙ୍କୁ ସ୍ବାଗତ କରିବାକୁ ପରିବାର ପକ୍ଷରୁ ପରଷାଗଲା ୧୭୩ ପ୍ରକାର ଖାଦ୍ୟ: ପ୍ରସ୍ତୁତି ପାଇଁ ଲାଗିଲା ୪ଦିନ

ହାଇଦ୍ରାବାଦ,୧୭।୧: ଝିଅର ସ୍ବାମୀ ଅର୍ଥାତ୍‌ ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ କିମ୍ବା ପୂର୍ବ…

4 years ago

ମାତ୍ର ୩୫ ମିନିଟ୍‌ରେ ୨ଥର ସୁରକ୍ଷାରେ ତ୍ରୁଟି: ରାହୁଲ ଗାନ୍ଧୀଙ୍କୁ ମିଳିପାରୁନି କଡ଼ା ସିକ୍ୟୁରିଟି

ନୂଆଦିଲ୍ଲୀ,୧୭।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ଏଠାକୁ ପହଞ୍ଚିବା ପୂର୍ବରୁ ରାହୁଲଙ୍କୁ ୨ଥର ଯାତ୍ରା ବନ୍ଦ କରିବାକୁ ଧମକ ମଧ୍ୟ…

4 years ago