ଜାତୀୟ

କଶ୍ମୀରରେ ଦୁଇ ଉପାୟରେ ଆତଙ୍କବାଦ ବୃଦ୍ଧି କରୁଛି ପାକିସ୍ତାନ…

ଶ୍ରୀନଗର, ୨୧।୯ : ଯଦିଓ ପାକିସ୍ତାନ ଭାରତ ଆଡକୁ ବନ୍ଧୁତ୍ୱର ହାତ ବଢ଼ାଇବା ଏବଂ ସାଧାରଣ ଫୋରମରେ ଆତଙ୍କବାଦକୁ ଦୂର କରିବା ବିଷୟରେ କଥାବାର୍ତ୍ତା କରୁଛି, ତଥାପି…

3 years ago

ହିଜାବକୁ ଓଢ଼ଣି ସହ ତୁଳନା କଲେ ଜେଡିଏସ୍‌ ନେତା

ନୂଆଦିଲ୍ଲୀ,୨୧ା୯: ହିଜାବ ନିଷେଧ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)ର କର୍ନାଟକ ସଭାପତି ସି.ଏମ୍‌. ଇବ୍ରାହିମ୍‌ ଏହାକୁ ଓଢ଼ଣି ସହ ତୁଳନା କରିଛନ୍ତି।…

3 years ago

ହିଜାବ ସପକ୍ଷବାଦୀ ପିଏଫ୍‌ଆଇ ପାଇଁ କାମ କରୁଛନ୍ତି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୧ା୯: ୨୦୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରୀ ହିଜାବ ପରିଧାନ କରୁ ନ ଥିଲେ। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଦ୍ୱାରା ହିଜାବକୁ ନେଇ ସାମାଜିକ…

3 years ago

୪୭ ହଜାର ତଳେ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ୫ ହଜାରରୁ କମ…

ନୂଆଦିଲ୍ଲୀ, ୨୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…

3 years ago

‘ରଘୁପତି ରାଘବ’ ଗାନକୁ ମେହବୁବାଙ୍କ ବିରୋଧ

ଶ୍ରୀନଗର,୨୧ା୯: କଶ୍ମୀରୀ ଛାତ୍ରୀଛାତ୍ର କ୍ଲାସରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜା ରାମ’ ଗାନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି…

3 years ago

ସୋମବାର ନାମାଙ୍କନ କରିବେ ଗେହଲଟ

ନୂଆଦିଲ୍ଲୀ,୨୧ା୯: କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ ହେବାକୁ ଯାଉଛି। ବରିଷ୍ଠ ନେତା ଶଶୀ ଥରୁରଙ୍କୁ ପ୍ରାର୍ଥୀ ହେବାରେ କୌଣସି ଆପତ୍ତି ନାହିଁ ବୋଲି…

3 years ago

ପଞ୍ଜାବ ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇବେ କଏଦୀ

ଚଣ୍ଡିଗଡ଼,୨୧ା୯: ବିଭିନ୍ନ ଅପରାଧରେ ପଞ୍ଜାବ ଜେଲରେ ବନ୍ଦୀ ଥିବା କଏଦୀମାନେ ନିଜ ଜୀବନସାଥୀଙ୍କ ସହ କିଛି ଘଣ୍ଟା ବିତାଇପାରିବେ। ଏଥିପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ମଙ୍ଗଳବାରଠାରୁ…

3 years ago

ପାନଛେପକୁ ବିରୋଧ କରିବାରୁ ଗାଡ଼ି ମଡ଼ାଇ ହତ୍ୟା

ବାରାଣସୀ,୨୧ା୯: ପାନଛେପ ପକାଇବାକୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗାଡ଼ି ମଡ଼ାଇଦେଇଛନ୍ତି। ଉତ୍ତରପ୍ରଦେଶର ବାରାଣସୀ ସହର ଅନ୍ତର୍ଗତ ସିଗ୍ରାରେ ରବିବାର…

3 years ago

ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍‌ ଲେଆଉଟରେ ରହୁଥିବା ଡା. ବିକାଶ ରଞ୍ଜନ(୨୭)।…

3 years ago

ତାମିଲ ଅଭିନେତ୍ରୀ ଜେସିକାଙ୍କ ଆତ୍ମହତ୍ୟା

ଚେନ୍ନାଇ,୨୧ା୯: ତାମିଲ ଅଭିନେତ୍ରୀ ପୌଲିନ୍‌ ଜେସିକାଙ୍କ ମୃତଦେହ ଚେନ୍ନାଇର ବିରୁଗାମ୍ବାକମ୍‌ ମଲ୍ଲିକା ଆଭେନ୍ୟୁ ଫ୍ଲାଟ୍‌ରୁ ରବିବାର ମିଳିଛି। ସେଠାରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି।…

3 years ago