ଜାତୀୟ

ଅରୁଣାଚଳ ପ୍ରଦେଶ ଉପନିର୍ବାଚନ: ନିର୍ଦ୍ବନ୍ଦରେ ବିଜୟୀ ହୋଇପାରନ୍ତି ଭାଜପା ପ୍ରାର୍ଥୀ ଶେରିଂଗ ହାମୁ

ଇଟାନଗର,୯ ।୨: ଅରୁଣାଚଳ ପ୍ରଦେଶରେ ହେବାକୁ ଯାଉଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଉପନିର୍ବାଚନରେ…

3 years ago

ଗାନ୍ଧୀ ପରିବାରକୁ ମୋଦିଙ୍କ ଟାର୍ଗେଟ: ପଚାରିଲେ ‘ନେହେରୁ ସରନେମ୍‌ ରଖୁନାହାନ୍ତି କାହିଁକି, ଭୟ ନା ଲଜ୍ଜା…’

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଗୁରୁବାର ରାଜ୍ୟ ସଭାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ…

3 years ago

ମୁଁ ବି ମୋଦିଙ୍କ ବରାବର ହୋଇଗଲିଣି: ସିସୋଡିଆ

ନୂଆଦିଲ୍ଲୀ,୯ ।୨: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଓ ଭାଜପା ମଧ୍ୟରେ ଗୁପ୍ତଚର ଅଭିଯୋଗକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଭାଜପାର ଗୁପ୍ତଚର ଅଭିଯୋଗ ଉପରେ…

3 years ago

ରାହୁଲଙ୍କ ପରେ ଖର୍ଗେଙ୍କ ଭାଷଣର ହେଲା ‘ସେଂସର’, ବାଜପେୟୀଙ୍କ ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୯ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାର(୯ ଫେବୃୟାରୀ)ରେ ରାଜ୍ୟ ସଭାର ସଭାପତି, ଉପରାଷ୍ଟ୍ରପତି ଜଗଦିପ ଧନଖଡଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ…

3 years ago

ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌: ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ

ନୂଆଦିଲ୍ଲୀ,୯।୨: ପାର୍ଲାମେଣ୍ଟରେ ହଙ୍ଗାମା ସୃଷ୍ଟି କରୁଥିବା ବିରୋଧୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ସେ…

3 years ago

ତ୍ରିପୁରା ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା

ଅଗରତାଲା,୯।୨: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ଘୋଷଣାପତ୍ର ଜାରି କରିଛି। ଭାଜପାର ଜାତୀୟ ସଭାପତି ଜେପି ନଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି।…

3 years ago

ଟ୍ୟାଙ୍କର୍‌ ସଫାବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୭ କର୍ମଚାରୀଙ୍କ ଜୀବନ

ହାଇଦ୍ରାବାଦ୍‌,୯।୨: ଆନ୍ଧ୍ରପ୍ରଦେଶର ରାଗମ୍ପେଟା ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀରେ ଟ୍ୟାଙ୍କର୍‌ ସଫା କରୁଥିବାବେଳେ ୭ ଜଣ ଶ୍ରମିକଙ୍କର…

3 years ago

ନୌସେନା କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାଥମିକ ପରୀକ୍ଷଣ କଲା ଇସ୍ରୋ, ୨୦୨୪ରେ ଗଗନୟାନ ମିଶନ…

ଶ୍ରୀହରିକୋଟା,୯।୨ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନୌସେନା ସହିତ ଏହାର ଗଗନୟାନ ମିଶନର ଏକ ଅଂଶ ଭାବରେ ୱାଟର ସର୍ଭାଇଭାଲ ଟେଷ୍ଟ ସୁବିଧାର କ୍ରୁ…

3 years ago

ଭାରତରେ ଆରମ୍ଭ ହେଲା ଟୁଇଟର ବ୍ଲୁ. ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା…

ନୂଆଦିଲ୍ଲୀ,୯।୨ : ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ଶେଷରେ ଭାରତରେ ଏହାର ପ୍ରିମିୟମ ସବସ୍କ୍ରିପଶନ ସେବା ଟୁଇଟର ବ୍ଲୁ ଲଞ୍ଚ କରିଛି। ବ୍ଲୁ ଟିକ ପାଇବାକୁ ଏବଂ…

3 years ago

ଭାଜପା ଖେଳୁଛି ଡବଲ ଗେମ୍‌, ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟିଆ ଚେତାବନୀ…

କୋଲକାତା,୯।୨ : ପଶ୍ଚିମବଙ୍ଗ ବଜେଟ ଅଧିବେଶନର ପ୍ରଥମ ଦିନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଉତ୍ତର ପଶ୍ଚିମବଙ୍ଗକୁ ପୃଥକ ରାଜ୍ୟ ଦାବି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ…

3 years ago