ଜାତୀୟ

ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

ଡେରାଡୁନ,୩୦।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ…

3 years ago

ରାମ ନବମୀରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୩୦।୪: ସାରାଦେଶରେ ଗୁରୁବାର ରାମ ନବମୀ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଇତିମଧ୍ୟରେ ନବରାତ୍ରୀର ନବମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରୀତିନୀତିରେ କନ୍ୟା ପୂଜା ସମ୍ପନ୍ନ ହୋଇଛି।…

3 years ago

ଓସ୍କାର ବିଜେତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଓସ୍କାର ବିଜେତା ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପର୍‌’ର ନିର୍ମାତା-ନିର୍ଦ୍ଦେଶକ ଗୁନିତ ମୋଙ୍ଗା ଏବଂ କାର୍ତ୍ତିକି ଗୋନସାଲଭସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌…

3 years ago

ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି…

3 years ago

ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି: ଶୋକ ପ୍ରକାଶ କଲେ ସ୍ବରାଷ୍ଟ୍ରମନ୍ତ୍ରୀ

ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ରାମ ନବମୀ ଅବସରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀ ବେଲେଶ୍ୱର ଝୁଲେଲାଲ ମନ୍ଦିରରେ କୂଅ ଛାତ ଭୁଷୁଡ଼ିପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ…

3 years ago

ଉସକାଇବା ଭଳି ବୟାନ ଦେବା ବନ୍ଦ କରନ୍ତୁ ନେତା: ଫଡନବିଶ

ମୁମ୍ବାଇ,୩୦ ।୩: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ସଂଭାଜି ନଗରରେ ଭିଡରେ ପୋଲିସ ଉପରେ ହୋଇଥିବା କଥିତ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ । ଉପମୁଖ୍ୟମନ୍ତ୍ରୀ ନେତାମାନଙ୍କୁ ଅପିଲ…

3 years ago

ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ଭାଜପା ବିଧାୟକ

ଅଗରତାଲା,୩୦।୩: ତ୍ରିପୁରା ବିଧାନସଭା ଅଧିବେଶନ ସମୟରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ବିଧାୟକ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

3 years ago

ତାମିଲନାଡୁରେ ‘ଦହି’କୁ ନେଇ ବିବାଦ, ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରେ ଫାସି ଜାରି କଲା ବୟାନ

ଚେନ୍ନାଇ,୩୦ ।୩: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଏଆଇ) ପକ୍ଷରୁ ଦହିର ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ତାମିଲନାଡୁରେ ହିନ୍ଦୀ ବ୍ୟବହାରକୁ ନେଇ…

3 years ago

ନାତୁଣୀଙ୍କ ନାମ ରଖିଲେ ଲାଲୁ

ପାଟନା,୩୦।୩: ପାଟନାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିକଟରେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଜଶ୍ରୀ ଯାଦବ ସୋମବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଜନ୍ମ ପରଠାରୁ…

3 years ago

ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା: ୪ ମୃତ, ୧୯ ସୁରକ୍ଷିତ ଉଦ୍ଧାର

ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ…

3 years ago