ଜାତୀୟ

ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ…

3 years ago

ଏପ୍ରିଲ ୩ ପର୍ଯ୍ୟନ୍ତ ଜାରି ରହିବ ବର୍ଷା, ଉତ୍ତର ପ୍ରଦେଶରେ ଅରେଞ୍ଜ ଆଲର୍ଟ

ନୂଆଦିଲ୍ଲୀ,୩୧ ।୩: ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବର୍ଷା ହୋଇଛି । ଫଳରେ ତାପମାତ୍ରା ସମାନ୍ୟ କମ ହୋଇଯାଇଛି । ପାଣିପାଗ…

3 years ago

ବର୍ଷକରେ ୬ ଲକ୍ଷ ଟଙ୍କାର ଇଡ୍‌ଲି ଅର୍ଡର

ନୂଆଦିଲ୍ଲୀ, ୩୧ା୩:ଫୁଡ୍‌ ଡେଲିଭରି ଆପ୍‌ ଜରିଆରେ ବ୍ୟକ୍ତି ଯେ କୌଣସି ସ୍ଥାନରେ ରହି ମଧ୍ୟ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇପାରୁଛନ୍ତି। ଏହାଫଳରେ ଆଞ୍ଚଳିକ ଖାଦ୍ୟର ଚାହିଦା…

3 years ago

ମମତାଙ୍କ ପ୍ରଶ୍ନ: ଭାଜପା ଏମିତି କରିବାକୁ ସାହସ କେମିତି କଲା

କୋଲକାତା,୩୧।୩: ପଶ୍ଚିମବଙ୍ଗରେ ରାମ ନବମୀ ଅବସରରେ ବିଭିନ୍ନ ସ୍ଥାନରେ ପଥର ଫିଙ୍ଗିବା ଏବଂ ଅଗ୍ନିକାଣ୍ଡ ଭଳି ଘଟଣା ଘଟିଛି। ପଶ୍ଚିମବଙ୍ଗର ହାଓ୍ବଡାରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ…

3 years ago

ଅତିକ ଏବେ କଏଦୀ ନମ୍ବର ୧୭୦୫୨

ପ୍ରୟାଗରାଜ,୩୧ ।୩: ସାବରମତି ଜେଲରେ ଅତିକ ଅହମଦ ଏବେ କଏଦୀ ନମ୍ବର ୧୭୦୫୨ ଭାବେ ପରିଚିତ ହେବେ । ସଜା ଭୋଗୁଥିବା କଏଦୀ ଭାବେ ଶୁକ୍ରବାର ଜେଲ…

3 years ago

ଗିରଫକୁ ଭୟ କରେନି: ଅମ୍ରିତପାଲ

ଚଣ୍ଡିଗଡ,୩୧।୩: ପଳାତକ ଅମ୍ରିତପାଲ ସିଂ ପଞ୍ଜାବ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ଆଉ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଲୋକଙ୍କ…

3 years ago

୨ ଝିଅଙ୍କୁ ଜାଳିଦେଲେ ନୃଶଂସ ବାପା

ହୋସିଆରପୁର,୩୦।୩: ପଞ୍ଜାବର ହୋସିଆରପୁର ଜିଲା ପେରିଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ଦୁଇ ନାବାଳିକା ଝିଅଙ୍କୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା…

3 years ago

ଦିଲ୍ଲୀରେ ଭୀଷଣ ବର୍ଷା: ଖରାପ ପାଗ ଯୋଗୁ ୧୭ବିମାନ ଡାଇଭର୍ଟ

ନୂଆଦିଲ୍ଲୀ,୩୦।୩: ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ଗୁରୁବାର ପୁଣି ଥରେ ବଜ୍ରପାତ ସହିତ ବର୍ଷା ହୋଇଛି। ବୁଧବାର ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିଲା। ବୁଧବାର…

3 years ago

ଅମ୍ରିତପାଲ୍‌ଙ୍କୁ ଖୋଜୁଛି ଡ୍ରୋନ୍‌

ହୋସିଆରପୁର,୩୦।୩: ଫେସ୍‌ବୁକ୍‌ରେ ଭିଡିଓ ଜାରି କରି ଫେରାର୍‌ ଥିବା ଦାବି କରିବା ପରେ ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍‌ଙ୍କୁ ଧରିବାରେ ପଞ୍ଜାବ ପୋଲିସ ଅଧିକ ତତ୍ପର ହୋଇଉଠିଛି। ଗୁରୁବାର…

3 years ago

ଗୋଷ୍ଠୀ ସଂଘର୍ଷରେ ପୋଡ଼ିଦେଲେ ୯ ପୋଲିସ ଗାଡ଼ି: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦ା୩: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗର ଅନ୍ତର୍ଗତ କିରାଦପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବାଇକ୍‌ରେ ଆସିଥିବା ଗୋଟିଏ ଗୋଷ୍ଠୀ ଆପତ୍ତିଜନକ ଓ ସାମ୍ପ୍ରଦାୟିକ ସ୍ଲୋଗାନ…

3 years ago