ଜାତୀୟ

ମାଉଥ ଫ୍ରେସନର ଖାଇ ରକ୍ତବାନ୍ତି

ନୂଆଦିଲ୍ଲୀ,୫।୩: ଗୁରୁଗ୍ରାମର ଏକ ରେସ୍ତୋରାଁରେ ଖାଇବା ପରେ ପାଞ୍ଚ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ। କୁହାଯାଏ ଯେ ଶୁଖିଲା ବରଫ ମିଶ୍ରିତ ମାଉଥ୍‌ ଫ୍ରେନ୍ସରରେ ମିଶ୍ରିତ ହୋଇଥିଲା,…

2 years ago

କେବଳ ମାର୍କେଟିଂ କରିବାକୁ ବସିଛନ୍ତି ମୋଦି: ଜୟରାମ ରମେଶ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଆ ନାରା ‘ମୋ ଦେଶ ମୋର ପରିବାର’କୁ ନେଇ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଏମ୍‌ପି ଜୟରାମ ରମେଶ। ସେ କହିଛନ୍ତି…

2 years ago

ପାକିସ୍ତାନର ପୋଲ୍‌ ଖୋଲଦେଲା ଭାରତ: ଧରାପଡିଲା ମିଛ

ମୁମ୍ବାଇ,୫।୩: ମୁମ୍ବାଇର ନାଭା ଶେଭା ବନ୍ଦରରେ ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଏହି ଜାହାଜ ଚାଇନାରୁ ପାକିସ୍ତାନ ଯାଉଥିଲା।…

2 years ago

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପା ସହ ହାତ ମିଶାଇଲେ ବିଧାୟକ ଦଳର ନେତା

ଇଟାନଗର,୫।୩: ଉତ୍ତର ପୂର୍ବର ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। କାରଣ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ ଭାଜପାରେ ଯୋଗ ଦେଇଛନ୍ତି।…

2 years ago

୪୭ ବର୍ଷର ପରମ୍ପରା ଭାଙ୍ଗିଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୫।୩: ନିକଟରେ ଭାଜପା ସହ ମିଳିତ ମେଣ୍ଟରେ ଯୋଗ ଦେଇଥିବା ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଦୁଇଟି ଲୋକ ସଭା ଏବଂ ଗୋଟିଏ ବିଧାନ ପରିଷଦ ଆସନ…

2 years ago

ଭାରତୀୟ ଆଣବିକ କାର୍ଯ୍ୟକ୍ରମରେ ବଡ଼ ସଫଳତା

ଚେନ୍ନାଇ,୫।୩: ତାମିଲନାଡୁର କଳ୍ପକମ୍‌ଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରୋଟୋଟାଇପ୍‌ ଫାଷ୍ଟ ବ୍ରିଡିଂ ରିଆକ୍ଟର (ପିଏଫ୍‌ବିଆର୍‌) ସୋମବାର ବଡ଼ ସଫଳତା ହାସଲ କରିଛି। ବିଦ୍ୟୁତ୍‌ ଉତ୍ପାଦନ ଲାଗି ଏକ ପ୍ରମୁଖ…

2 years ago

ପଓ୍ବନ୍‌ଙ୍କ ପରେ ନିର୍ବାଚନରୁ ଓହରିଲେ ଭାଜପା ବାରବାଙ୍କୀ ପ୍ରାର୍ଥୀ

ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ଓହରିଲେଣି। ପଶ୍ଚିମବଙ୍ଗର ଆସାନସୋଲ୍‌ ଆସନରୁ ପ୍ରାର୍ଥୀ…

2 years ago

ମାଳଦ୍ୱୀପ ନିକଟରେ ନୌସେନା ଘାଟି ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ,୫।୩: ଚାଇନା ସପକ୍ଷବାଦୀ ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପ…

2 years ago

ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦେବାକୁ ସମୟ ମାଗିଲା ଏସ୍‌ବିଆଇ

ନୂଆଦିଲ୍ଲୀ,୪।୩ : ଇଲେକ୍ଟ୍ରୋରାଲ ବଣ୍ଡ୍‌ଗୁଡ଼ିକର ସବିଶେଷ ତଥ୍ୟ ଦେବା ସମୟସମୀମା ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୋମବାର ସୁପ୍ରିମକୋର୍ଟଙ୍କୁ ନିବେଦନ…

2 years ago

ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୪।୩: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଛି। ଗତ ୧ ତାରିଖରେ ବେଙ୍ଗାଲୁରୁ ହ୍ବାଇଟ୍‌ଫିଲ୍ଡ…

2 years ago