ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ କାଉନସିଲର, ଭାଇରାଲ ହେଉଛି ଭିଡିଓ
ସୋନପୁର,୨୬ା୩(ନି.ପ୍ର.): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଛନ୍ତି ନବନିର୍ବାଚିତ ବିଜେଡି କାଉନସିଲର। ଏମିତି ଦୃଶ୍ୟ ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୁବର୍ଣ୍ଣପୁର ଜିଲା ସୋନପୁର ପୌର ପରିଷଦର ୯ ନଂ....
ରୀତାରାଣୀଙ୍କୁ ହରାଇଲେ ଯାଜ୍ଞସେନୀ
ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ଯାଜ୍ଞସେନୀ ଓରାମ ବିଜୟୀ ହୋଇଛନ୍ତି। ନବନିର୍ବାଚିତ ପୌରାଧ୍ୟକ୍ଷା ଓରାମ ସମୁଦାୟ ୨୨,୦୮୫ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ...
କେନ୍ଦୁଝରରେ ୪ରୁ ୩ ପୌର ପରିଷଦ ହାତେଇଲା ବିଜେଡି
କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୌର ନିର୍ବାଚନ ଫଳାଫଳ ଶନିବାର ଘୋଷଣା ହୋଇଛି। ଜିଲାର ତିନୋଟି ପୌରପାଳିକା ଓ ଗୋଟିଏ ଏନ୍ଏସିରେ ନିର୍ବାଚନ ହୋଇଥିଲା। ବିଜେଡି ତିନୋଟି ପୌର ପରିଷଦ ହାସଲ କରି ଜିଲାରେ ବାଜିମାତ୍ କରିଥିବା ମର୍ଯ୍ୟାଦାପୂର୍ଣ୍ଣ ଜିଲା ମୁଖ୍ୟାଳୟ...
ସୁନ୍ଦରଗଡ଼ରେ ବାଜିମାରିଲା ଭାଜପା
ସୁନ୍ଦରଗଡ଼,୨୬।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ପୌର ନିର୍ବାଚନରେ ଭାଜପାର ତନୟା ମିଶ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀନୀ ରଞ୍ଜନା ପଣ୍ଡାଙ୍କୁ ପରାଜିତ କରିଛନ୍ତି। ସୁନ୍ଦରଗଡ଼ର ୧୯ଟି ଓ୍ବାର୍ଡରୁ ୧୧ଟିରେ ବିଜେଡି, ଭାଜପା ୭ ଓ...
୧୪,୫୨୫ ଖଣ୍ଡ ଭୋଟରେ ଜିତିଲେ ଲିକା
ବଲାଙ୍ଗୀର ଅଫିସ, ୨୬।୩- ଶନିବାର ପୌର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ବଲାଙ୍ଗୀର ପୌରାଞ୍ଚଳର ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀ ଲିକା ସାହୁ ୧୪,୫୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି। ବିଜୟୀ ହେବା ପରେ ଲିକା...
ପଦ୍ମପୁରରେ ସାବିତ୍ରୀ ବାଗ୍ ପୌରାଧ୍ୟକ୍ଷା
ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ପଦ୍ମପୁର ଏନ୍ଏସିରେ ବିଜେଡିର ସାବିତ୍ରୀ ବାଗ ପୌରାଧ୍ୟକ୍ଷ ନିର୍ବାଚିତ ହୋଇଛିନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରଞ୍ଜୁ ସେଠୀଙ୍କୁ ୬୬୨ ଖଣ୍ଡ ଭୋଟରେ ହରାଇଛନ୍ତି। ସାବିତ୍ରୀଙ୍କୁ ୪୭୩୭ ଭୋଟ ମିଳିଥିବାବେଳେ ରଞ୍ଜୁଙ୍କୁ ୪୦୭୫ ଖଣ୍ଡ...
ପୁରୁଷୋତ୍ତମପୁରରେ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ,ସ୍ତ୍ରୀଙ୍କ ବାଜିମାତ୍
ପୁରୁଷୋତ୍ତମପୁର,୨୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ବିଜେଡିକୁ ପଛରେ ପକାଇ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ-ସ୍ତ୍ରୀ ବାଜି ମାରିନେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଏନ୍ଏସିକୁ ଦଖଲ କରିଥିବା ବେଳେ ତାଙ୍କ ସ୍ବାମୀ ଅଶୋକ କୁମାର...
ଦଶପଲା ଦଖଲ କଲା ସ୍ବାଧୀନ
ନୟାଗଡ଼ ଅଫିସ/ଦଶପଲା,୨୬।୩(ଡି.ଏନ୍.ଏ.): ନୟାଗଡ଼ ଜିଲା ଦଶପଲା ଏନ୍ଏସିରେ ସ୍ବାଧୀନ ପ୍ରାର୍ଥୀ ବାଜି ମାରିନେଇଛି। ସ୍ବାଧୀନ ପ୍ରାର୍ଥୀ ପୁନମ ପ୍ରିୟଦର୍ଶିନୀ ଚେୟାରମ୍ୟାନ ଭାବେ ନିର୍ବାଚିତ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୯୬ ଭୋଟରେ ବିଜୟୀ ହୋଇଛନ୍ତି। ୧୬ ନମ୍ବର ୱାର୍ଡ...
ଦିଗପହଣ୍ଡିିରେ କଂଗ୍ରେସର ବାଜିମାତ: ଅଧ୍ୟକ୍ଷ ହେଲେ ପ୍ରଫୁଲ୍ଲ ପଣ୍ଡା
ଦିଗପହଣ୍ଡି,୨୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଭି.ରବି ନାରାୟଣ ରାଜୁଙ୍କୁ ପରାଜିତ କରିଛନ୍ତି।...
ବୀରମିତ୍ରପୁରରେ ବିଜେଡିର ବିଜୟ
ସୁନ୍ଦରଗଡ଼/କୁଆଁରମୁଣ୍ଡା, ୨୬।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ପୌର ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ବୀରମିତ୍ରପୁର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବୀରମିତ୍ରପୁର ପୌରପରିଷଦରେ ବିଜେଡି ପ୍ରାର୍ଥୀ ସନ୍ଦୀପ ମିଶ୍ର ପୌରାଧ୍ୟକ୍ଷ ଭାବେ ନିର୍ବାଚତ ହୋଇଛନ୍ତି। ଏପରି କି...
ରଣପୁର ଦଖଲ କଲା ବିଜେଡି
ନୟାଗଡ଼ ଅଫିସ/ ରଣପୁର୨୬।୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍ଏସିରେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥିନୀ ରଙ୍ଗୀନ ମହାନ୍ତି ୩୨୩ ଭୋଟରେ ବିଜୟୀ ହୋଇଛନ୍ତି। ରଙ୍ଗୀନ ମହାନ୍ତି ୪ ହଜାର ୨୧୫ ଭୋଟ ପାଇଥିବା ବେଳେ, ସ୍ବାଧୀନ ପ୍ରାର୍ଥିନୀ ମଧୁସ୍ମିତା ପ୍ରହରାଜ ୩...
ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ
ଫୁଲବାଣୀ ଅଫିସ୍/ଜି.ଉଦୟଗିରି(ଡି.ଏନ୍.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦକୁ ଭାଜପା ହାତେଇଥିବା ବେଳେ ବାଲିଗୁଡାରେ ବିଜେଡି ଏହାକୁ ନିଜ ପକ୍ଷରେ...
Archives


