ପଳାଶୁଣୀରେ ଲକ୍ଷ୍ମୀନାରାୟଣ ମନ୍ଦିର ତୋରଣ
ଭୁବନେଶ୍ୱର,୧୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଦୁର୍ଗା। ରବିବାରଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଥିବାବେଳେ ଦୁର୍ଗାପୂଜା ପାଇଁ ଆୟୋଜକମାନେ ସେମାନଙ୍କ ପ୍ରସ୍ତୁତିକୁ ଜୋର୍ଦାର କରିଛନ୍ତି। ରାଜଧାନୀର ଅନ୍ୟତମ ମଣ୍ଡପ ପଳାଶୁଣୀରେ ଏଥର ମଧ୍ୟପ୍ରଦେଶର ଲକ୍ଷ୍ମୀନାରାୟଣ…
୭୮ରେ ନବୀନ
ଭୁବନେଶ୍ୱର, ୧୬।୧୦: (ସୁନିତ୍ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୭୮ ବର୍ଷ ବୟସରେ ପଦାର୍ପଣ କରିବେ। ହେଲେ ଚଳିତଥର ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ରବିବାର ସୂଚନା ଦେଇଛନ୍ତି। ଗତ ମାସରେ ତାଙ୍କ ବଡ଼ ଭଉଣୀ ଗୀତା…
ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ। ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।…
ଓଡ଼ିଶାର ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ
ଭୁବନେଶ୍ୱର,୧୫ା୧୦(ଅସମାପିକା ସାହୁ): ଭାରତୀୟ ଅଡିଟ୍ ଓ ଆକାଉଣ୍ଟସ୍ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକ୍ଦାରୀ ) ଅନନ୍ତ କିଶୋର ବେହେରାଙ୍କର ଶନିବାର ରାତିରେ ଏମ୍ସରେ ଦେହାନ୍ତ ହୋଇଯାଇଛି। ସେ କଟକ ଜିଲା ମାହାଙ୍ଗା ନିକଟବର୍ତ୍ତୀ…
ଉତ୍କର୍ଷ ପ୍ରଦାନକୁ ବେଦାନ୍ତର ଗୁରୁତ୍ୱ
ଭୁବନେଶ୍ୱର,୧୫।୧୦: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ମାନକ ଦିବସ ଶନିବାର ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀ ବ୍ୟାପକ ଉତ୍ପାଦ ପରିସରର ଗୁଣବତ୍ତା ଏବଂ ସ୍ଥିରତା ମାନକୁ ବିସ୍ତାର କରିବା ପାଇଁ ଉତ୍ସର୍ଗୀକୃତ ହୋଇଛି। ଏପରିକି ଭାରତୀୟ ଆଲୁମିନିୟମ ଶିଳ୍ପରେ ବେଦାନ୍ତ ଆଲୁମିନିୟମ…
କାନାରା ବ୍ୟାଙ୍କ ପକ୍ଷରୁ ଫିଟ୍ ଇଣ୍ଡିଆ ଅଭିଯାନ
ଭୁବନେଶ୍ୱର,୧୫।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଫିଟ୍ ଇଣ୍ଡିଆ ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଅଭିଯାନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି…
କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ମେରୁଦଣ୍ଡ ଦିବସ
ଭୁବନେଶ୍ୱର, ୧୫।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମେରୁଦେଣ୍ଡ ଦିବସ ଶନିବାର ହସ୍ପିଟାଲ ପରିସରରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ସ୍ଲୋଗାନ୍ ‘ମୁଭ ଇୟୋର ସ୍ପାଇନ୍’ ରହିଛି। ବିଶେଷକରି ଲୋକମାନଙ୍କୁ ବିଭିନ୍ନ ପ୍ରକାର…
ସୁଲଭ ମୂଲ୍ୟରେ ସେଲିବ୍ରଶନ ପ୍ୟାକେଟ
ଭୁବନେଶ୍ୱର, ୧୫।୧୦: ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ହୋଟେଲ ଏମ୍ପାୟାର୍ସସ୍ଥିତ ଡେଲି କାଫେ ଠାରେ ଏକ ସ୍ବତନ୍ତ୍ର ଦୀପାବଳି ଉପହାର କାଉଣ୍ଟର ଶନିବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ନୈନା ଦାଶ ଏବଂ ଅଭିନେତା ପ୍ରୀତିରାଜ…
ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ମେଳା ଉଦ୍ଘାଟିତ
ଭୁବନେଶ୍ୱର,୧୫।୧୦ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କାମଧେନୁ ଖଦି ଉଲ୍ ପାନିପଥ ପକ୍ଷରୁ ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ଏକ୍ସପୋ (ମେଳା)ର ଆୟୋଜନ ଭୁବନେଶ୍ୱରର ପ୍ରଦଶର୍ନୀ ପଡ଼ିଆଠାରେ କରାଯାଇଛି। ଶନିବାର ଉକ୍ତ ମେଳାର ସ୍ବତନ୍ତ୍ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…
ଆଜି ବିଶ୍ୱ ଧଳାବାଡ଼ି ଦିବସ: ‘ଧଳାବାଡ଼ି ହେଉଛି ହୃଦୟର ସ୍ପନ୍ଦନ’
ପୁରୁଣା ଭୁବନେଶ୍ୱର,୧୪ା୧୦(ସୁବାସ ଚନ୍ଦ୍ର ପ୍ରଧାନ)ରବିବାର ବିଶ୍ୱ ଧଳାବାଡ଼ି ଦିବସ। ଏହି ଦିବସ ପାଳନ ପୂର୍ବରୁ ଅର୍ଥାତ୍ ଶନିବାର ରାଜାରାଣୀ ମନ୍ଦିର ପରିସରରେ ଫୁଲ, ଚନ୍ଦନ, ସିନ୍ଦୂର ଦେଇ ଧଳାବାଡ଼ିକୁ ସମ୍ମାନର ସହ ପୂଜା କରିଛନ୍ତି ରାଜ୍ୟର କେତେଜଣ ଦୃଷ୍ଟିବାଧିତ ଖେଳାଳି। ଧଳାବାଡ଼ି…
୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍ପଟ୍ ନାମଲେଖା
ଭୁବନେଶ୍ୱର, ୧୫।୧୦(ଅସମାପିକା ସାହୁ)ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଆସନ୍ତା ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ…
ଯୁକ୍ତ୨ ପଢ଼ିବାକୁ ଆଗ୍ରହ କମୁଛି
ଭୁବନେଶ୍ୱର, ୧୫।୧୦(ଅସମାପିକା ସାହୁ)ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ପଢ଼ିବାକୁ ପିଲାଙ୍କ ଆଗ୍ରହ କମୁଛି। ଏବର୍ଷ ମାଟ୍ରିକ ପାସ୍ ହାର ଅନୁସାରେ ପିଲାମାନେ ସେପରି ନାମ ଲେଖାଇ ନାହାନ୍ତି। ଫଳରେ ପ୍ରଥମ ବର୍ଷ ନାମଲେଖା ଏ ଯାଏ ଶେଷ ହେଉନାହିଁ। ସିଟ୍…
Archives


