ମେଟ୍ରୋ

ବିଏମ୍‌ସିର ଉଠାଦୋକାନୀ ପ୍ରୀତିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର, ୧।୮ (ବନ୍ଦନା ସେଠୀ):ରାଜଧାନୀର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଜୁଲାଇ ୧୭ରୁ ବନ୍ଦ ରହିଛି। ୧୫ ଦିନ ଧରି ମାର୍କେଟ ବନ୍ଦ ରହିବା ଫଳରେ ପ୍ରାୟ ୩୦ କୋଟି ଟଙ୍କାର କ୍ଷତି ହୋଇ ସାରିଲାଣି। ମାତ୍ର...

୨ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର,୧ା୮(ଅନିଲ ଦାସ):କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳବର୍ଷା ହେବ ବୋଲି ପାଣିପାଗ ବିଭାଗ...

୭ ଦିନିଆ ଓଡ଼ିିଶା ଗସ୍ତରେ ମୋହନ ଭାଗବତ

ଭୁବନେଶ୍ବର, ୧ା୮(ସୁନିତ୍‌ ମିଶ୍ର): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ସୋମବାର ୭ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଗଣ୍ଡମୁଣ୍ଡାସ୍ଥିତ ସ୍ବାମୀ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ପୁରୀ ଯାଇ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ସ୍ବାମୀ...

ସବୁ ସରକାରୀ କୋଠା ଆଲୋକରେ ଝଲସିବ

ଭୁବନେଶ୍ବର, ୧ା୮(ସୁନିତ୍‌ ମିଶ୍ର):ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ସୋମବାର ଅପରାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବାଧୀନତା ଦିବସ-୨୦୨୩ ପାଳନର...

ବଦଳିଲା ଯୁକ୍ତ୨ ପାଠ୍ୟକ୍ରମ

ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା):ଯୁକ୍ତ୨ରେ କେତେକ ପାଠ୍ୟକ୍ରମ ବଦଳିବା ସହ ସିବିଏସ୍‌ଇ ଢାଞ୍ଚାରେ ସରଳୀକରଣ କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ପାଠ୍ୟକ୍ରମ ସମ୍ପର୍କିତ ତଥ୍ୟ ସିଏଚ୍‌ଏସଇ ଓ୍ବେବସାଇଟ୍‌ www.chseodisha.nic.inରେ ଉପଲବ୍ଧ ହୋଇଛି।...

କୋଇଲା ଉତ୍ପାଦନରେ ରେକର୍ଡ

ଭୁବନେଶ୍ୱର,୧ା୮ (ଅନିଲ ଦାସ):ଗତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ରେକର୍ଡ ଭାଙ୍ଗିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ସର୍ବାଧିକ ୮୯୩.୧୯ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୭୭୮.୨୧ ନିୟୁତ ଟନ କୋଇଲା ଉତ୍ପାଦନ ହୋଇଥିଲା।...

ବଢ଼ିଲା ଯୁକ୍ତ ୨ ସ୍ପଟ୍‌ ଆଡମିଶନ ଅବଧି

ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା):  ଯୁକ୍ତ ୨ରେ ନାମଲେଖା ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇନଥିବା ଆବେଦନକାରୀ କିମ୍ବା ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବାକୁ ଚାହଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜଜୁଲାଇ ୨୭ରେ...

ଭାସିଲା ରାଜଧାନୀ

ଭୁବନେଶ୍ୱର,୩୧ା୭: ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଭାସିଛି। କିଛି ଘଣ୍ଟା ଧଣି ବର୍ଷା ହେବାରୁ ଭୁବନେଶ୍ୱରର ଅବସ୍ଥା ବେହାଲ ହୋଇପଡ଼ିଛି। ଜୁଆଡ଼େ ଚାହିଁଲେ ଖାଲି ପାଣି ପାଣି। ଫଳରେ ରାସ୍ତାରେ ଲୋକେ ଯିବାଆସିବା ପାଇଁ ଭୟ କରୁଛନ୍ତି।...

‘ନାରୀ ନିଜ ସ୍ବତନ୍ତ୍ରତା ବଜାୟ ରଖିବା ଉଚିତ’

ଭୁବନେଶ୍ୱର,୩୧।୭: ମୈତ୍ରେୟୀ ଲେଖିକା ସଂଗଠନ ତରଫରୁ ଆଭାସୀ ମଞ୍ଚରେ ‘ଓଡ଼ିଶାରେ ନାରୀବାଦର ବିମର୍ଷ ଶୀର୍ଷକ’ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତା ଭାବେ ସାହିତି୍ୟକା କମଳା ଶତପଥୀ, ସାମ୍ବାଦିକ ଶାଶ୍ୱତୀ କର ଯୋଗଦେଇ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ...

କଲଭର୍ଟ ଭୁଶୁଡ଼ି ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ସରକାର

ଭୁବନେଶ୍ୱର,୩୧ା୭(ଅସମାପିକା ସାହୁ): ସୋମବାର ସକାଳେ ରାୟଗଡ଼ା ଜିଲା କଲ୍ୟାଣସିଂପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବାରୁ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ...

ଏନ୍‌ଜିଟିରେ ବିଡିଏ ସଚିବଙ୍କୁ ୫ଶହ ଟଙ୍କା ଜରିମାନା

ଭୁବନେଶ୍ୱର, ୩୧।୭ (ବନ୍ଦନା ସେଠୀ):ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ କାଜୁଆଲ ବା ଖାମଖିଆଲ ଭାବେ ଆଫିଡେଭିଟ୍‌ ଦାଖଲ କରିଥିବାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇଛି। ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡରେ...

୪ ତାରିଖଯାଏ ବର୍ଷିବ

ଭୁବନେଶ୍ୱର,୩୧ା୭(ଅନୁରାଧା ମହାରଣା):ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶନିବାର ଉତ୍ତର ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପର ରୂପ ନେବା ପରେ ବର୍ଷା ପରିମାଣ ବଢ଼ିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri