ପାଣ୍ଡିଆନ୍ଙ୍କୁ ଶୁଭେଚ୍ଛାର ସୁଅ
ଭୁବନେଶ୍ୱର,୨୮ା୧୧(ଅନିଲ ଦାସ):୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ରାଜ୍ୟର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଆସିଛନ୍ତି। ଦୀର୍ଘ ୨୩ ବର୍ଷ ଧରି ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ବିଭିନ୍ନ ପ୍ରକାର ସମାଲୋଚନାକୁ ଖାତିର ନ…
ଖୋଲୁନିି ‘ସହାୟତା’ ଆପ୍, ସିୟୁଜିକୁ ଯାଉନି କଲ୍
ଭୁବନେଶ୍ୱର,୨୮ା୧୧(ସତ୍ୟଜିତ୍ ରାଉତ):ନାଗରିକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ବିଭିନ୍ନ ସରଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଉଛି। ବିଶେଷକରି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଯୋଜନା ପରେ ଯୋଜନା ହାତକୁ ନିଆଯାଉଛି। ଏହାକୁ ନେଇ କିଛି ଦିନ ପର୍ଯ୍ୟନ୍ତ…
ଡିସେମ୍ବରରେ ବାତ୍ୟା ଭୟ: ୩୦ ବେଳକୁ ସ୍ପଷ୍ଟ ହେବ
ଭୁବନେଶ୍ୱର,୨୮।୧୧(ଅନୀଲ ଦାସ):ଓଡ଼ିଶାକୁ ଡିସେମ୍ବରରେ ବାତ୍ୟା ବିପଦ ଆଶଙ୍କା ରହିଛି। ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ ଉତ୍ତର…
ମାଲିକାଣୀଙ୍କ ଘରୁ ସୁନା ଗହଣା ଚୋରି, ସହାୟକ ଗିରଫ
ଭୁବନେଶ୍ୱର,୨୮।୧୧ (ସୂର୍ଯ୍ୟକାନ୍ତ ବେହେରା):ମାଲିକାଣୀଙ୍କ ଘରୁ ଟଙ୍କା ଓ ସୁନା ଗହଣା ଚୋରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ବାଲେଶ୍ୱରର ଜଗନ୍ନାଥ ଦାଶ। ତାଙ୍କଠାରୁ ୪୩ ହଜାର ୫୦୦…
ନିଃସ୍ବାର୍ଥପର ଭାବେ ଓଡ଼ିଶାବାସୀଙ୍କ କାର୍ଯ୍ୟ କରିବି: ପାଣ୍ଡିଆନ୍
ଭୁବନେଶ୍ୱର.୨୭।୧୧: ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି।…
ପାଣ୍ଡିଆନଙ୍କୁ ବିଜେଡିରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଅନେକ ବର୍ଷ ହେବ ସେ…
ଭୁବନେଶ୍ୱର.୨୭।୧୧: ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଣ୍ଡିଆନଙ୍କୁ ମୁଁ…
ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍: ପ୍ରଣବ ଦାସ ପିନ୍ଧାଇଲେ ଶଙ୍ଖ ବ୍ୟାଚ୍
ଭୁବନେଶ୍ୱର.୨୭।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ…
ଆଜି କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସାଇଲେ ଲୋକେ
ଭୁବନେଶ୍ୱର/କଟକ,୨୭ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ଆ କା ବା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ କହି ଗାଁଠୁ ସହର ଯାଏ ସମସ୍ତ ଲୋକେ ଡଙ୍ଗା ଭସାଇଛନ୍ତି ଲୋକେ। ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁସାଗରରେ…
ଆଜି ଲଘୁଚାପ, ବାତ୍ୟା ସମ୍ଭାବନା
ଭୁବନେଶ୍ୱର,୨୭ା୧୧(ଅନୁରାଧା ମହାରଣା): ବଙ୍ଗୋପସାଗରର ଉତ୍ତର ପଶ୍ଚିମ ତଥା ଉତ୍ତର ଓ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତନରୁ ୩.୧ରୁ ୪.୫ କିମି ଉପରେ ସକ୍ରିୟ ରହିଛି। ଏହା ସହ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଉଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଥାଇଲ୍ୟାଣ୍ଡ ଯାଏ ୫.୮…
ଆଜି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି
ଭୁବନେଶ୍ୱର,୨୭।୧୧(ଅସମାପିକା ସାହୁ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚତ୍ଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ମୁର୍ମୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି
ଭୁବନେଶ୍ୱର,୨୬ା୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୋମବାର ରାଷ୍ଟ୍ରପତି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବାକୁ ଥିବାବେଳେ ଭର୍ଚୁଆଲି ସେ ଏକ ମଲ୍ଟି-ମଡେଲ୍ ଲଜିଷ୍ଟିକ୍ସ ପାର୍କ…
ରାଷ୍ଟ୍ର ନିର୍ମାଣରେ ଏଲ୍ଆଇସିର ଅନନ୍ୟ ଯୋଗଦାନ
ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ଡିଭିଜନ ଜୀବନବୀମା କର୍ମଚାରୀ ସଂଘ (ବିଡିଏଲ୍ଆଇଇଏ)ର ୧୬ ତମ ବାର୍ଷିକ ଉତ୍ସବ ଓ ୨ ଦିନିଆ ଜୀବନବୀମା କର୍ମଚାରୀ ସଂଘ ସମ୍ମିଳନୀ ଶନିବାର ଉଦ୍ଘାଟିତ ହୋଇଯାଇଛି। ଏପରିକି ରୂପନାରାୟଣ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଭାରତୀୟ ଜୀବନ…
Archives


