ମେଟ୍ରୋ

OPSC’କୁ ସଫଳ ନହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮।୯: ଓଡ଼ିଶା ସୂଚନା ଆୟୋଗ ‘ଓଡ଼ିଶା ଲୋକସେବା ଆୟୋଗ’ (ଓପିଏସସି)କୁ ନିଯୁକ୍ତି ପରୀକ୍ଷାରେ ଅସଫଳ ପ୍ରାର୍ଥୀଙ୍କ ସାକ୍ଷାତକାର ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ ପରିଡ଼ା ଏହି ସମ୍ପର୍କରେ ଏକ ଆଦେଶ ଜାରି...

ଆକ୍ସନରେ ବାଣୀବିହାର କର୍ତ୍ତୃପକ୍ଷ: ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲ ସମ୍ପୂର୍ଣ୍ଣ ସିଲ୍‌

ଭୁବନେଶ୍ବର,୮।୯: ଆକ୍ସନରେ ବାଣୀବିହାର କର୍ତ୍ତୃପକ୍ଷ। ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲକୁ ସୋମବାର ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍‌ ଆଲ୍‌ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି। ଏପରିକି ୨ ନମ୍ବର ହଷ୍ଟେଲର ୨୫ ରୁମ...

ବିଜେଡି ମୋତେ ଧୋକା ଦେଇଛି: ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ର ନେତା ହରିଶଙ୍କର

ଭୁବନେଶ୍ୱର,୮।୯: ଛାତ୍ର ବିଜେଡି ସଭାପତି ଚୟନକୁ ନେଇ ସଂଗଠନ ଭିତରେ କନ୍ଦଳ ଦେଖାଯାଇଛି। ଛାତ୍ର ବିଜେଡି ନେତା ହରିଶଙ୍କର ରାଉତ ଦଳ ଧୋକା ଦେଇଥିବା କହିଛନ୍ତି। ହରିଶଙ୍କର କହିଛନ୍ତି,୨୦୧୭, ୨୦୨୦, ୨୦୨୫ରେ କହିଲେ ସଭାପତି କରିବୁ, କଲେ ନାହିଁ। ଏବେ...

ତୋରଣରେ ଝଲସିବ ଦକ୍ଷିଣ ଭାରତୀୟ କଳା ସଂସ୍କୃତି

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ହେଉଥିବା ମା’ଙ୍କ ପୂଜା ଏଥର ୩୮ ବର୍ଷରେ ପଦାର୍ପଣ କରୁଛି। ପ୍ରତିବର୍ଷ ଭଳି ସ୍ବତନ୍ତ୍ରତା ବହନ କରୁଥିବା ଏହି ଅନୁଷ୍ଠାନ ଏବର୍ଷ ମଧ୍ୟ ନିଆରା ଆୟୋଜନ କରୁଛି। ତୋରଣରେ ଝଲସିବ ଦକ୍ଷିଣ ଭାରତର...

ନବୀନ ବାବୁ ଆମକୁ ସମର୍ଥନ କରୁଛନ୍ତି: କାହିଁକି ଏମିତି କହିଲେ ଜୁଏଲ ଓରାମ

ଭୁବନେଶ୍ୱର,୮।୯:ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିଜେଡି ବିରତ ରହିବ ବୋଲି ଚର୍ଚ୍ଚା ହେଉଛି। ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଭାଜପାର ବରିଷ୍ଠ ନେତା ଜୁଏଲ ଓରାମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ...

‘ଧୃତରାଷ୍ଟ୍ର’ଙ୍କ ଉଦାହାରଣ ଦେଇ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର, କହିଲେ ଅଯୋଗ୍ୟ ରାଜାଙ୍କୁ କେବେ…

ଭୁବନେଶ୍ୱର,୮ା୯: ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀ ମିଶ୍ର କାହା ନାଁ ନ ନେଇ କଡ଼ା ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ...

ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ପୂର୍ବରୁ ଅଛନ୍ତି ମନମୋହନ, ହୋଇପାରେ କିଛି ବଡ଼ଧରଣର…

ଭୁବନେଶ୍ୱର,୮ା୯: ସୋମବାର ପୁଣି ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ହେଉଛି। ସେଠାରେ...

ରାଜ୍ୟରେ ପୁଣି ବଢିବ ବର୍ଷା: ଏସବୁ ଜିଲାକୁ ବଜ୍ରପାତ ଭୟ…

ଭୁବନେଶ୍ୱର,୮ା୯: ରାଜ୍ୟରେ ପୁଣି ବଢିବ ବର୍ଷା। ଆଞ୍ଚଳିକ ପାଣିପାଗ ସୂଚନାନୁସାରେ, ସେପ୍ଟେମ୍ବର ୭ରୁ ୧୩ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଟ୍ରପ୍‌ ବର୍ତ୍ତମାନ ପୂର୍ବ- ଦକ୍ଷିଣପୂର୍ବ...

ଭୁଶୁଡ଼ିଲା ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପାଚେରି: ଚାପି ହୋଇଗଲା ୫ ଗାଡ଼ି

ଭୁବନେଶ୍ବର,୭।୯: ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପାଚେରି ରବିବାର ଭୁଶୁଡ଼ି ପଡିଛି। ପାଚେରୀ ଭୁଶୁଡ଼ି ୪ଟି ବାଇକ୍‌ ସହ ଗୋଟିଏ ସ୍କୁଟି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି...

୧୩ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୭ା୯: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଓଡ଼ିଶାରେ ଆସନ୍ତା ୭ ରୁ ୧୩ ସେପ୍ଟେମ୍ବର ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ହେବାର ସମ୍ଭାବନା ରହିଛି। ମୌସୁମୀ ସକ୍ରିୟ ଥିବାରୁ ଓ ଉତ୍ତର-ପଶ୍ଚିମ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଭିନ୍ନ ଜିଲାରେ ହେବ…

ସମ୍ବଲପୁର,୭ା୯(ପ୍ରମୋଦ ବହିଦାର): ରାଜ୍ୟ ସରକାର ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣି କରୁଛନ୍ତି। ଏହିକ୍ରମେ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଆବଶ୍ୟକ ହେଲେ ବିଭିନ୍ନ ଜିଲାରେ କ୍ୟାବିନେଟ୍‌ ବୈଠକ କରାଯିବ ବୋଲି ଶନିବାର ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଅଁାଖାଇ ଭେଟ୍‌ଘାଟ୍‌ ଅବସରରେ...

ପୁଣି ଦିଲ୍ଲୀ ଯିବେ ନବୀନ, ଜଣାପଡିଲା ବଡ଼ ପ୍ଲାନ!

ଭୁବନେଶ୍ୱର,୭ା୯(ସୁନୀତ୍‌ ମିଶ୍ର): ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୯ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗସ୍ତ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri