କୁକୁର ବନ୍ଧ୍ୟାକରଣ ନେଇ ଫିଟିପାରେ ବାଟ
ଭୁବନେଶ୍ୱର, ୭।୧ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି। କଲୋନୀ, ଗଳିକନ୍ଦି ସମେତ ରାଜରାସ୍ତାରାରେ ଉତ୍ପାତ କରୁଛନ୍ତି। ଗୋଡ଼ାଇ କାମୁଡୁଛନ୍ତି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ,...
କଂଗ୍ରେସ ଛାଡ଼ିଥିବା ନେତାଙ୍କୁ ଫେରାଇ ଅଣାଯିବ: ଅଜୟ କୁମାର
ଭୁବନେଶ୍ୱର,୭।୧(ଅନିଲ ଦାସ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ନବନିଯୁକ୍ତ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଭୁବନେଶ୍ୱର ଆସିଛନ୍ତି। କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ...
‘ମୋ ପୁଅକୁ ମାରିଦେଲେ’
ଭୁବନେଶ୍ୱର,୭।୧(ସୂର୍ଯ୍ୟକାନ୍ତ ବେହେରା): ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଦିଲୀପ ସାମନ୍ତରାୟଙ୍କ ଚିକିତ୍ସାକୁ ନେଇ ଶୁକ୍ରବାର ସନ୍ଦେହ ପ୍ରକାଶ କରିଥିଲେ ଶ୍ୱଶୁର ସଦାଶିବ ଜେନା। ଏପରିକି ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଠିକ୍ ଭାବେ ଚିକିତ୍ସା କରାଯାଉ...
ଆନ୍ଦୋଳନରୁ ଓହରିଲେ ଡ୍ରାଇଭର
ଭୁବନେଶ୍ୱର,୭।୧(ଅନିଲ ଦାସ): କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଚଳାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରି ଯାଇଛି।...
ଓଏସ୍ଏସ୍ଏସ୍ସି ଓ୍ବେବ୍ସାଇଟ୍ ଅସ୍ଥାୟୀ ଭାବେ ବନ୍ଦ
ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସ୍ଏସ୍ଏସ୍ସି)ର ଓ୍ବେବ୍ସାଇଟ୍କୁ ବୈଷୟିକ କାରଣ ଦର୍ଶାଇ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେଉ ନ ଥିବା ଆୟୋଗ ଦର୍ଶାଇଛି। ସନ୍ଧ୍ୟା...
୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ
ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆସନ୍ତା ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶନିବାର ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ...
ବିଲଡରଙ୍କୁ କୋଟିଏ ଟଙ୍କା-ଦୁଇଟି କାର୍ ଠକେଇ ଅଭିଯୋଗରେ ୱେବ୍ ଖବରଦାତାଙ୍କୁ ଗିରଫ କଲା ଇଓଡବ୍ଲୁ
ଭୁବନେଶ୍ୱର,୬।୧: ରାଜଧାନୀ ଭୁବନେଶ୍ୱରରେ ଜଣେ ବିଲଡର୍ସଙ୍କୁ ୧ କୋଟି ଟଙ୍କା ଏବଂ ବିଳାସପୁର୍ଣ୍ଣ କାର୍ ଠକେଇ ଅଭିଯୋଗରେ ୱେବ ଖବରଦାତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲୁ। କଳିଙ୍ଗ କେସରୀ ରଥ ବ୍ୟକ୍ତି ଖବରଦାତା ସୁରଜିତ...
ରାଜ୍ୟ ସରକାରଙ୍କ ଆଲୋଚନା, ପ୍ରତିଶ୍ରୁତି ଉପରେ ଭରସା ନାହିଁ: ପ୍ରଶାନ୍ତ ମେଣ୍ଡୁଲି
ଭୁବନେଶ୍ୱର,୬।୧: ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତକୁ ନେଇ ଦ୍ବନ୍ଦ୍ବ ବଢ଼ିଛି। ପରିବହନ କମିଶନର ଆଲୋଚନା ସଫଳ ହୋଇଥିବା କହିଥିବା ବେଳେ ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖିଛି...
ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ
ଭୁବନେଶ୍ୱର,୬।୧: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା...
ଟାଙ୍କିରୁ କମୁଛି ପେଟ୍ରୋଲ, ଡିଜେଲ
ଭୁବନେଶ୍ବର,୬।୧: ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା...
ହାଇଟେକ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ
ଭୁବନେଶ୍ବର,୬।୧(ସୂର୍ଯ୍ୟକାନ୍ତ ବେହେରା): ହାଇଟେକ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତି। ଶନିବାର ଭୋରରେ ତାଙ୍କର ମୃତ୍ୟୁ ହୋଇଛି। ହାଇଟେକ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରକ୍ତ ବିକ୍ରି ମନା
ଭୁବନେଶ୍ୱର, ୬।୧(ଅସମାପିକା ସାହୁ): ଏବେ ରକ୍ତ ଆଉ ବିକ୍ରି ହୋଇପାରିବ ନାହିଁ। କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ଗାଇଡ୍ଲାଇନ୍ ଜାରି କରିବା ସହ ସବୁ...
Archives


