ନିର୍ବାଚନ ଇସ୍ତାହାରରେ ବିଏସ୍କଓ୍ବୋଇ ବନ୍ଦ କରିବେ ବୋଲି ଲେଖନ୍ତୁ
ଭୁବନେଶ୍ୱର,୧୧।୧(ଅନିଲ ଦାସ)ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ...
ଜଗତ୍ସିଂହପୁର ଜିଲା ବିଧାନସଭା ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର,୧୦ା୧(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତ୍ସିଂହପୁର ଜିଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବୁଧବାର ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗିରିଶ...
ଜାନୁଆରୀ ୧୫ ପରେ ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍ସି, ଦୁହାଁଳିଆ ଗାଈ ଫେରାଇବାକୁ ଦୁଇଗୁଣା ଜରିମାନା
ଭୁବନେଶ୍ୱର, ୧୦।୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)କୁ ଘାରିଛି ବୁଲା ଗୋରୁ ଓ କୁକୁର ଚିନ୍ତା। ସୋମବାର ବିଏମସି ସମେତ ସମଗ୍ର ରାଜ୍ୟରେ କୁକୁର ବନ୍ଧ୍ୟାକରଣକୁ ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଏବେ ଏହାକୁ କାର୍ଯ୍ୟକାରୀ...
ରାଜ୍ୟରେ ବଢ଼ିବ ଶୀତ
ଭୁବନେଶ୍ୱର,୧୦।୧: ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେବେ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସୂଚନା...
ହାଇଟେକରୁ ଗାଁକୁ ନେବା ପରେ ଦିଲ୍ଲୀପଙ୍କର ହେଲା ଅନ୍ତିମ ସଂସ୍କାର
ଭୁବନେଶ୍ୱର,୧୦।୧: ହାଇଟେକ ଟ୍ରାଜେଡିରେ ଡିଏନ୍ଏ ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଛନ୍ତି ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ। ଗାଁକୁ ନେବା ପରେ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଡିଏନ୍ଏ ରିପୋର୍ଟରୁ ପରିଚୟ ସ୍ପଷ୍ଟ ହେବା ପରେ...
ଡିଏନ୍ଏ ରିପୋର୍ଟରେ ତୃତୀୟ ମୃତକ ଦିଲୀପ
ଭୁବନେଶ୍ୱର,୧୦।୧(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ ଏସି କମ୍ପ୍ରେସରରେ ଗ୍ୟାସ୍ ଭର୍ତ୍ତିବେଳେ ବିସ୍ଫୋରଣ ଘଟଣାକୁ ମଙ୍ଗଳବାର ୧୨ଦିନ ପୂରିଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି। ଏଭଳିସ୍ଥିତିରେ ତୃତୀୟ ମୃତକ ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର...
ମାଲକାନଗିରିକୁ ବିମାନସେବା ଏକ ଅବିଶ୍ୱସନୀୟ ସ୍ବପ୍ନ ଥିଲା: ପାଣ୍ଡିଆନ
ଭୁବନେଶ୍ୱର,୧୦।୧(ଅନିଲ ଦାସ): ମାଲକାନଗିରିକୁ ବିମାନସେବା ଏକ ଅବିଶ୍ୱସନୀୟ ସ୍ବପ୍ନ ଥିଲା। ବିଶ୍ୱାସକରି ହେଉ ନ ଥିବା ଭଳି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ସାକାର କରନ୍ତି। ମଙ୍ଗଳବାର ମାଲକାନଗିରି, ନବରଙ୍ଗପୁର ଜିଲାର ରାଇଘର ଏବଂ କୋରାପୁଟ ଜିଲାର ଲକ୍ଷ୍ମୀପୁରଠାରେ ଆୟୋଜିତ ସାଧାରଣ ସଭାରେ...
ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ଉତ୍ତର ଦିଅନ୍ତୁ: ଭାଜପା
ଭୁବନେଶ୍ୱର, ୧୦।୧(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଜେଡି ତାହା ଓଡ଼ିଶାରେ ସଫଳ କରିବାରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର...
ବିପଦର ସଙ୍କେତ କଳାବାଘ
ଜଙ୍ଗଲରେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଇନ୍ବ୍ରିଡିଙ୍ଗ (ରକ୍ତ ସମ୍ପର୍କରେ ପ୍ରଜନନ) ବଢ଼ୁଛି। ଇନ୍ବ୍ରିଡିଙ୍ଗ୍ ଯୋଗୁ କଳାବାଘ ଜନ୍ମ ନେଉଥିବା ମଲିକ୍ୟୁଲାର ଗବେଷଣାରୁ ଜଣାପଡ଼ିଛି। ଏହା ବାଘବଂଶ ପ୍ରତି ବିପଦର ସଙ୍କେତ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଭୁବନେଶ୍ୱର, ୧୦।୧ (ଅସମାପିକା...
ବିଷାକ୍ତ ହେଲାଣି ଓଡିଶା ବାୟୁ: ବାଲେଶ୍ୱର ଦେଶର ତୃତୀୟ ପ୍ରଦୂଷିତ ସହର
ଭୁବନେଶ୍ୱର,୯।୧: ଓଡିଶା ଆକାଶରେ ପ୍ରଦୂଷିତ ବୟୁ। ରାଜ୍ୟରେ ପ୍ରଦୂଷଣ ସ୍ଥିତି ସାଂଘାତିକବସ୍ଥାରେ ରହିଛି। ବିଶେଷକରି ରାଜ୍ୟର କଟକ ଭୁବନେଶ୍ୱର ସମେତ ୬ଟି ସହରରେ ସ୍ଥିତି ସଙ୍ଗୀନ ରହିଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩ଶହ ପାର କରିଛି। ରାଜଧାନୀ ଭୁବନେଶ୍ୱରରେ...
ହାଇଟେକ୍ ଟ୍ରାଜେଡି: ଆସିଲା ଡିଏନ୍ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ
ଭୁବନେଶ୍ୱର,୯।୧: ହାଇଟେକ୍ ଟ୍ରାଜେଡିରେ ନୂଆ ତଥ୍ୟର ଖୁଲାସା ହୋଇଛି। ଡିସେମ୍ବର ୩୦ରେ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନଏ ରିପୋର୍ଟ ମଙ୍ଗଳବାର ଆସିଛି। ରିପୋର୍ଟ ଆସିଲା ପରେ ମୃତଦେହ ଦିଲ୍ଲୀପ ନା ଜ୍ୟୋତିଙ୍କର ତାହା ସ୍ପଷ୍ଟ ହୋଇଛି। ଡିଏନଏ...
ବିଶ୍ୱରଞ୍ଜନ ମହାନ୍ତି ପିସିସି ମିଡିଆ କମିଟି ଅଧ୍ୟକ୍ଷ
ବନେଶ୍ୱର,୯।୧: କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ। ପିସିସି ମିଡିଆ କମିଟି ଅଧ୍ୟକ୍ଷ ହେଲେ ବିଶ୍ୱରଞ୍ଜନ। ବିଶ୍ୱରଞ୍ଜନଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ଚିଠି। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ମିଡିଆ...
Archives


