ଦାମ ରାଉତ ଗୁରୁତର
ଭୁବନେଶ୍ୱର,୨୧ା୩: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ଅଛନ୍ତି। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। ଦାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହୃଦଘାତ ପରେ ଗୁରୁତର ହୋଇପଡିଛନ୍ତି। ବାପାଙ୍କ ବ୍ରେନ୍ ଡେଡ୍ ହୋଇଥିବା ସମ୍ବିତ…
ଓଡିଶା କଂଗ୍ରେସ ନେତା ସବୁଠୁ ଧନୀ, କ୍ରାଇମରେ…, ADR ରେ ଚମକାଇଦେଲା ଭଳି ରିପୋର୍ଟ
ଭୁବନେଶ୍ୱର,୨୧।୩: ରାଜ୍ୟରେ ନିଜ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ। କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି। ଦଳର ୭୫ପ୍ରତିଶତ ବିଧାୟକ କୋଟିପତି ଥିବାବେଳେ ୫୦% ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ଯାହାକି ବିଜେଡି…
ଅଟୋକୁ ପିଟିଲା ‘ମୋ ବସ୍’: ଗାଡି ଭାଙ୍ଗି ଚୁର୍ମାର୍
ଭୁବନେଶ୍ୱର,୨୧।୩:ଭୁବନେଶ୍ୱରର ରାଜମହଲ ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ମୋ ବସ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି।…
ବିଇଓଙ୍କୁ ଘରୁ ଉଠାଇ ନେଲା ଭିଜିଲାନ୍ସ, ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗ
କନ୍ଧମାଳ,୨୧।୩: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ରସାନନ୍ଦ କର । ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦଙ୍କୁ ଉଠାଇ ନେଇଛି ଫୁଲବାଣୀ ଭିଜିଲାନ୍ସ । ବିଇଓ ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ…
ନବୀନ ନିବାସରେ ପ୍ରାର୍ଥୀ ଚୟନ କସରତ, ଆଜି ଭୁବନେଶ୍ୱର-କନ୍ଧମାଳ-ବ୍ରହ୍ମପୁର ଲାଗି ବୈଠକ
ଭୁବନେଶ୍ୱର,୨୧।୩: ଗୋଟିଏ ପଟେ ରାଜ୍ୟରେ ମେଣ୍ଟ ସରକାରଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନ ଥିବା ବେଳେ ନବୀନ ନିବାସରେ ଟିକେଟ ପାଇଁ କସରତ ଚାଲିଛି। ଗୁରୁବାର ଭୁବନେଶ୍ୱର, କନ୍ଧମାଳ, ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ବୈଠକ ଅନୁଷ୍ଠିତ ହେବ। ଏଥିରେ…
କାହା ଭାଗରେ ଭୁବନେଶ୍ୱର! ଆଜି ନବୀନ ନିବାସରେ ଭୁବନେଶ୍ୱର ପାଇଁ ଟିକେଟ୍ କସରତ
ଭୁବନେଶ୍ୱର,୨୧।୩: କାହା ଭାଗରେ ଛିଡିବ ସୁନା କଳସ। କାହାକୁ ମିଳିବ ଟିକେଟ୍। ବିଜେଡି ଭାଜପା ମେଣ୍ଟ ଛିଡୁ ନ ଥିବାବେଳେ ଟିକେଟ୍ ପାଇଁ ଏବେ ବିଜେଡି ଓ ଭାଜପା ମଧ୍ୟରେ କସରତ ଚାଲିଛି। କାହା ଭାଗରେ ପଡିବ ଭୁବନେଶ୍ୱର ଏନେଇ ଦୁଇଦଳ…
ହୋଲି ପରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ
ଭୁବନେଶ୍ୱର,୨୧।୩: ଓଡିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଥମୁନାହିଁ। ଏନେଇ ଦୁଇ ଦଳର ଶୀର୍ଷ ନେତା ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ଠାରୁ ହାଇକମାଣ୍ଡ ବିଭିନ୍ନ କଥା କହିଲେ ମଧ୍ୟ ଝୁଲାବସ୍ଥାରେ ମେଣ୍ଟ ରହିଛି। ଏହାରି ଭିତରେ ଆଜି ଅଖିଳ ଭାରତୀୟ…
ଠିକ୍ ସମୟରେ ମିଳୁନି ବ୍ୟାଟେରି ଗାଡ଼ି
କଟକ,୨୧ା୩(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍ସିବି ମେଡିକାଲରେ ରୋଗୀଙ୍କୁ ଠିକ୍ ସମୟରେ ବ୍ୟାଟେରି ଗାଡିର ସୁବିଧା ମିଳୁନାହିଁ। ଫଳରେ ରୋଗୀମାନେ ଗୋଟିଏ ୱାର୍ଡରୁ ଅନ୍ୟତ୍ର ଯିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି…
ଝାରପଡ଼ା ଜେଲ୍ରେ ନିଶା କାରବାର
ଭୁବନେଶ୍ୱର,୨୧।୩ (ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟର ଅନ୍ୟତମ ପ୍ରମୁଖ ଜେଲ୍ ତଥା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ, ମାଦକଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। କଏଦୀମାନେ ନିଶା ଖାଇ ଅୟସ୍ ଜୀବନ ବିତାଉଥିବାବେଳେ ନିର୍ଦ୍ଦିଷ୍ଟ ତଥା ଏକାଧିକ ଗ୍ୟାଙ୍ଗ୍ର ସଦସ୍ୟମାନେ…
କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍
ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)କଦଳୀ ଗଛର ତନ୍ତୁ ବା କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍ ତିଆରି ହେଉଛି। ତା’ ପୁଣି ରିୟୁଜେବ୍ଲ। ଅର୍ଥାତ୍ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍ରେ ୩ରୁ ୪ ବର୍ଷ ଯାଏ ଏହି ପ୍ୟାଡ୍ ବ୍ୟବହାର କରିହେବ।…
ବୃତ୍ତିଗତ ଉଦ୍ୟମରୁ ସଫଳ ଉଦ୍ୟୋଗୀ
କଳା, ସଂସ୍କୃତି ଓ ସାହିତ୍ୟ ପରିବେଶରେ ବାଲ୍ୟଜୀବନ ବିତିଥିଲା। ବିଦ୍ୟାଳୟ ଶିକ୍ଷା ଆରମ୍ଭରୁ ସଙ୍ଗୀତ ପ୍ରତି ବେଶ୍ ଦୁର୍ବଳତା ଥିଲା। ପରବର୍ତ୍ତୀ ସମୟରେ ବିଦ୍ୟା(ଶିକ୍ଷା) ଓ ବୃତ୍ତି(ସଙ୍ଗୀତ) ସମତାଳରେ ଜାରି ରହିଲା। ପରିଶେଷରେ ଉଚ୍ଚ ଶିକ୍ଷା ସହ କଳା, ସଂସ୍କୃତି ଓ…
ସରିଲା ଯୁକ୍ତ୨ ପରୀକ୍ଷା: ଶୁକ୍ରବାରରୁ ମୂଲ୍ୟାୟନ
ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହୋଇଛି। ପରୀକ୍ଷାରେ ମୋଟ ୬୪୯ ଛାତ୍ରୀଛାତ୍ର କପି କରି ଧରାପଡ଼ିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାରଠାରୁ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା…
Archives


