ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ କଟାକ୍ଷ, ଧର୍ମେନ୍ଦ୍ର ଭାଇ…
ଭୁବନେଶ୍ୱର,୯।୪: ନିର୍ବାଚନୀ ମାହୋଲ ଭିତରେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ପ୍ରଣବଙ୍କ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପୋଷ୍ଟ କରିଛନ୍ତି ପ୍ରଣବ ଦାସ। ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରଣବ-ଧର୍ମେନ୍ଦ୍ର ଦୁଇ…
ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି
କଟକ,୯ା୪ (କାର୍ତ୍ତିକ ସାହୁ) ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହୋଇଛି। ଫଳରେ ଚଳିତ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହେବ। ହେଲେ କେତେକ ପଞ୍ଜିକାରେ ଏପ୍ରିଲ…
ହାରୁହାରୁ ଜିତିଥିଲେ, ଜିତୁଜିତୁ ହାରିଥିଲେ
ଭୁବନେଶ୍ୱର,୯।୪: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳର ପ୍ରାର୍ଥୀ ଓହ୍ଲାଇଲେଣି ପ୍ରଚାର ମଇଦାନରେ। କୁହାଯାଉଛି ଏଥର ୨୪ରେ କଡା ଟକ୍କର ହେବାକୁ ଯାଉଛି। ମୁହାମୁହିଁ ହେବେ ହେଭିଓ୍ବେଟ୍। ପୂର୍ବରୁ ଭୁବନେଶ୍ୱର ଓ ସମ୍ବଲପୁରରେ ମହା ସଂଗ୍ରାମ ହେବ ବୋଲି କୁହାଯାଉଥିବାବେଳେ…
ଅପରାଜିତାଙ୍କ ବିଜୟ ରାସ୍ତାରେ କଣ୍ଟା ସୁର ରାଉତରାୟ ଏବଂ ଜଟଣୀ, ଜାଣନ୍ତୁ ୨୦୧୯ ନିର୍ବାଚନ ସମୀକରଣ
ଭୁବନେଶ୍ୱର,୯।୩: ୨୦୧୯ ଲୋକ ସଭା ନିର୍ବାଚନରେ ଅପରାଜିତା ଷଡ଼ଙ୍ଗୀ ୨୩,୮୩୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ୨୦୧୯ ରେ ଜଟଣୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯେତେବେଳେ ଆପରାଜିତା ଷଡ଼ଙ୍ଗୀ ୨୩,୮୩୯ ଭୋଟ ବ୍ୟବଧାନରେ ଭୁବନେଶ୍ୱର ଲୋକ ସଭା…
ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ ଦଳ ଭିତରେ…
ଭୁବନେଶ୍ୱର,୯।୪: ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ଭାଜପାକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଭାଜପା ଏକ ରାଜନୈତିକ ଦଳ ହୋଇ ରହିନାହିଁ। ରାଜ୍ୟ ଭାଜପାରେ କ’ଣ ଘଟୁଛି ତାହାକୁ କେନ୍ଦ୍ର ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଯାଉନାହିଁ।…
ମହିଳା ପ୍ରାର୍ଥୀ ଦେବାକୁ କୁନ୍ଥୁ କୁନ୍ଥୁ, କଂଗ୍ରେସ-ଭାଜପା ପୁରା ପଛରେ
ଭୁବନେଶ୍ୱର,୯।୪: କେତେ ମହିଳାଙ୍କୁ ମିଳିଛି ଟିକେଟ୍? ଅଧାରୁ ଅଧିକ ଟିକେଟ୍ ବଣ୍ଟନରେ ମହିଳାଙ୍କ ନାଁ ନାହିଁ। ଯଦି ବିଜେଡି କଥା କହିବା ତେବେ ମହିଳା ପ୍ରାର୍ଥୀ କରିବାରେ ବିଜେଡି ସବୁଠାରୁ ଆଗରେ ରହିଛି। ଅନ୍ୟପଟେ ବାଲେଶ୍ୱର ଟିକେଟ୍ ଯଦି ଜଣେ ମହିଳା…
ହେଲା ଚୂଡାନ୍ତ! ସାଲେପୁର ଆସନରୁ ନିର୍ବାଚନ ଲଢିବେ ଅରିନ୍ଦମ
ଭୁବନେଶ୍ୱର,୯।୪: ସାଲେପୁରରୁ ନିର୍ବାଚନ ଲଢିପାରନ୍ତି ଅରିନ୍ଦମ ରୟ। ସାଲେପୁରର ଭାଜପା ପ୍ରାର୍ଥୀ ପ୍ରକାଶ ବେହେରା ଭାଜପା ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ ଭାଜପା କାହାକୁ ଟିକେଟ୍ ଦେବ। ସେନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ…
ଟିକେଟ୍ ଫାଇନାଲ! ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ: ଜୁଏଲ
ଭୁବନେଶ୍ୱର,୯।୪: ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇଥିବା ବରିଷ୍ଠ ନେତା ଜୁଏଲ ଓରାମ ମଙ୍ଗଳବାର କହିଛନ୍ତି। ଜୁଏଲ କହିଛନ୍ତି। ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। ଆସନ୍ତାକାଲି ଭିତରେ ଦିଲ୍ଲୀପଙ୍କ ଟିକେଟ୍…
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି
ଭୁବନେଶ୍ୱର,୯।୪: ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଟକରୁ ଲୋକ ସଭା ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଉତ୍ତର ଓଡ଼ିଶାର ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ। ହୀରାକୁଦରେ ଜଳସ୍ତର କମିଛି।…
ରାଜ୍ୟରେ ପୁଣି ବଢିବ ତାତି
ଭୁବନେଶ୍ୱର,୯।୩(ଅସମାପିକା ସାହୁ): ଏପ୍ରିଲ ୧୩ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି ତଥା କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ…
ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା
ଭୁବନେଶ୍ୱର,୯।୪: ଭାଜପା କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା ସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା…
ଚିଠି ଲେଖିଲେ ସୁର, କହିଲେ ଭୁବନେଶ୍ୱରରେ କରିବିନି ପ୍ରଚାର
ଭୁବନେଶ୍ୱର,୯।୪: ସାନପୁଅ ପାଇଁ ସୁର ଏବେ ଅଡୁଆରେ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ତେବେ ଉତ୍ତରରେ ଦୁଇଟି ଚିଠି ଲେଖି ପିସିସି ସଭାପତି ଓ ଶୃଙ୍ଖଳା…
Archives


