ମେଟ୍ରୋ

୧୦ ବର୍ଷ ପରେ ଭାଜପାକୁ ଫେରିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର,୨୨ା୪: ଦୀର୍ଘ ୧୦ ବର୍ଷ ପରେ ପୁଣି ଭାଜପାକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭାଜପା ସଭାପତି ବିମ୍ବାଧର କୁଅଁର। ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ସୋମବାର ବିମ୍ବାଧର ପଦ୍ମ ଧରିଛନ୍ତି। ସୂଚନାଯୋଗ୍ୟ, ବିମ୍ବାଧର ବରଗଡ଼ ଜିଲାର ଭଟଲୀ ଆସନରୁ…

ପ୍ରାର୍ଥିପତ୍ର ଦାଖଲ କଲେ ତାରା ବାହିନୀପତି

ଭୁବନେଶ୍ୱର,୨୨।୪: ପ୍ରାର୍ଥିପତ୍ର ଦାଖଲ କଲେ ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢୁଥିବା ତାରାପ୍ରସାଦ ବାହିନୀପତି। ସୋମବାର ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ତାଙ୍କ…

୪୩ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୨୨।୪: ଜଳୁଛି ଓଡ଼ିଶା। ସକାଳ ୮ .୩୦ରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଆଜି ଦିନ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ,…

ତୁଷାରକାନ୍ତିଙ୍କୁ ଟିକେଟ୍‌ ମିଳିବା ପରେ କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି: ସୁରେନ୍ଦ୍ର

ଭୁବନେଶ୍ୱର,୨୨।୪: କାକଟପୁରରୁ ବିଜେଡି ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍‌ ଦେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଟିକେଟ୍‌ ଆଶାୟୀ ଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ସେ କହିଛନ୍ତି, ଆଜି କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି। ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି, ଭୁବନେଶ୍ୱରରେ…

ସ୍ବାମୀଙ୍କୁ ଲୋକ ସଭା, ସ୍ତ୍ରୀଙ୍କୁ ବିଧାନସଭା ଟିକେଟ୍‌ ଦେଲା ବିଜେଡି

ଭୁବନେଶ୍ୱର,୨୨।୪: ବିଜେଡି ସୋମବାର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୪ ଜଣ ବିଧାୟକଙ୍କ ଟିକେଟ କଟିଥିବାବେଳେ ଦୁଇ ଜଣ ବିଧାୟକଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି ଦଳ। ସବୁଠୁ ଏଥର ରୋଚକ ସ୍ଥିତି ମୟୁରଭଞ୍ଜରେ ଦେଖିବାକୁ ମଳିଛି।…

୨ ବିଧାୟକଙ୍କ ସ୍ତ୍ରୀଙ୍କୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ବିଜେଡି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ପ୍ରାର୍ଥୀଙ୍କ ମଧ୍ୟରେ ୨ ବିଧାୟକଙ୍କ ସ୍ତ୍ରୀ ରହିଛନ୍ତି। ସେମାନେ ହେଲେ ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ…

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। କାକଟପୁରରୁ ତୁଷାରକାନ୍ତି ବେହେରାଙ୍କ…

ରାଜ୍ୟ ଭାଜପାର ସଂକଳ୍ପପତ୍ର ଜାରି: ମୋଦି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର,୨୨।୪: ରାଜ୍ୟ ଭାଜପା ପକ୍ଷରୁ ସୋମବାର ସଂକଳ୍ପପତ୍ର ଜାରି କରାଯାଇଛି। ଭାଜପା କାର୍ଯ୍ୟାଳୟରେ ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ଏହି ମୋଦି ଗ୍ୟାରେଣ୍ଟି ଓଡ଼ିଆ ସଂକଳ୍ପପତ୍ରକୁ ଘରେ ଘରେ…

ଓଡ଼ିଶାରେ ଇଣ୍ଡିଆ ମେଣ୍ଟରେ ଫାଟ

ଭୁବନେଶ୍ୱର,୨୨ା୪(ସୁନୀତ ମିଶ୍ର):କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ‘ଇଣ୍ଡିଆ’ ମେଣ୍ଟ ଧୀରେ ଧୀରେ ପ୍ରଭାବଶୂନ୍ୟ ହେଉଥିବା ଦେଖିବାକୁ ମିଳୁଛି। କେରଳ, ଜମ୍ମୁ-କଶ୍ମୀର ଏବଂ ପଶ୍ଚିମବଙ୍ଗ ପରେ ଓଡ଼ିଶାରେ ଏହି ମେଣ୍ଟ…

ବାରିପଦା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର

ଭୁବନେଶ୍ୱର, ୨୨।୪(ଅସମାପିକା ସାହୁ)”ପ୍ରବଳ ଗରମ ସହ ଗୁଳୁଗୁଳି ଜାରି ରହିଥିବାବେଳେ ରବିବାର ଦ୍ୱିତୀୟ ଦିନ ପାଇଁ ବାରିପଦା ରାଜ୍ୟର ପ୍ରଥମ ଓ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରହିଥିଲା। ସେହିଭଳି…

ଜଳୁଛି ଓଡ଼ିଶା: ୪୩ ଉପରେ ୯ସହର ତାପମାତ୍ରା

ଭୁବନେଶ୍ୱର, ୨୧।୪(ଅସମାପିକା ସାହୁ)- ରାଜ୍ୟରେ ବାରିପଦା ପୁଣି ରବିବାର ଉତ୍ତପ୍ତ ସହର ପାଲଟିଛି। ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ଡିଗ୍ରୀ ସେଲସିୟସ ସହିତ ବାରିପଦା ଉତ୍ତପ୍ତ ସହର ରହିଥିଲା। ୩୦ସହରରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ୯ସହରରେ ତାପମାତ୍ରା…

ୟୁଜିସି-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର, ୨୧।୪(ଅସମାପିକା ସାହୁ)- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି। ମେ’ ୧୦ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ପରୀକ୍ଷା ଫି’ ୧୨ ତାରିଖ ମଧ୍ୟରେ ଦାଖଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri