ଓସେପା ଅଫିସ୍କୁ ଧସେଇ ପଶିଲେ ଅଭିଭାବକ
ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ପାରଦର୍ଶୀ ପୋର୍ଟାଲରେ ବହୁ ଘରୋଇ ସ୍କୁଲ୍ ପଞ୍ଜୀକରଣ କରୁନାହାନ୍ତି। ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଫଳରେ ଗରିବ ପିଲାମାନେ ସରକାରଙ୍କ ମାଗଣା ଗୁଣାତ୍ମକ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏପରି ଅନିୟମିତତାକୁ ବିରୋଧ କରି ଓଡ଼ିଶା ଅଭିଭାବକ...
ଶୃଙ୍ଖଳିତ, ଅବାଧ ନିର୍ବାଚନକୁ ଗୁରୁତ୍ୱ
ଭୁବନେଶ୍ୱର,୧୯ା୩(ସୂର୍ଯ୍ୟକାନ୍ତ ବେହେରା):ରାଜ୍ୟରେ ଆସନ୍ତା ମେ ଓ ଜୁନ୍ରେ ୪ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନଜର ରଖି ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଭିଡିଓ କନ୍ଫରେନ୍ସରେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ...
ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୧୮।୩: ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ। ଅଞ୍ଜନ ବେହେରା ହତ୍ୟା ମାମଲାରେ ଲକ୍ଷ୍ମୀସାଗର ପୋଲିସ ଭୁବନେଶ୍ୱରର ସାଲିଆ ସାହି ବସ୍ତିରୁ କାହ୍ନା ପ୍ରଧାନ ଏବଂ ନିହାରିକାଙ୍କୁ ଗିରଫ...
ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ନ୍ୟାୟ
ଭୁବନେଶ୍ୱର,୧୮।୩: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁ ମହାପାତ୍ରକୁ ସଜା ଦେଇଛନ୍ତି କୋର୍ଟ। ଅଭିଯୋଗର ମାତ୍ର ୪ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହୋଇଥିଲା ବେଳେ ମାତ୍ର ୨୮ ଦିନରେ...
ମହମ୍ମଦ ମୋକିମଙ୍କୁ ବଡ଼ ଆଶ୍ୱସ୍ତି: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ
କଟକ,୧୮ା୩(କାର୍ତ୍ତିକ ସାହୁ): କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୋମବାର ବଡ଼ ଆଶ୍ୱସ୍ତି ମିଳିଛି। ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟ...
ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ରହିଛି ନଜର
ଭୁବନେଶ୍ୱର,୧୮ା୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି। ଆସନ୍ତା ଏପ୍ରିଲ ୧୯ରୁ ଦେଶର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ...
ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା, ନବୀନ ନିବାସରେ ପୁଣି ବସିଲା ବୈଠକ
ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମି ନ ଥିବା ବେଳେ ସୋମବାର ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ନେତା ଏବଂ ବିଧାୟକଙ୍କ ପୁଣି ଏକ ବୈଠକ ବସିଛି। ବିଧାୟକ ଏବଂ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ...
ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା, ଆଶଙ୍କାରେ…
ଭୁବନେଶ୍ୱର,୧୮।୩: ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା ଓ ଆଶଙ୍କା ମଧ୍ୟରେ ଲୋକେ। କେନ୍ଦ୍ରାପଡା ମହାକାଳପଡ଼ା ଆସନରୁ ଏଥର କିଏ ଏବଂ କେଉଁ ଦଳର ଠିଆ ହେବ ତାକୁ ନେଇ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଛି ।...
ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ ନାହିଁ: ଜୁଏଲ
ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଏବେ ବି ଥମିନାହିଁ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଭାଜପା ଏମ୍ପି ଜୁଏଲ ଓରାମ କହିଛନ୍ତି, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। କେନ୍ଦ୍ର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି...
ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ…
ଭୁବନେଶ୍ୱର,୧୮।୩: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ସେ ଦିଲ୍ଲୀ ଯାଇଛନ୍ତି। ତେବେ ସେଠାରେ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ...
କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ମେଡିକାଲ ଓ୍ବେଷ୍ଟ
ଭୁବନେଶ୍ୱର, ୧୮।୩ (ବନ୍ଦନା ସେଠୀ): ସ୍ମାର୍ଟସିଟିରେ ପରିମଳ ବ୍ୟବସ୍ଥା ବିଗିଡି ଗଲାଣି। ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଆବର୍ଜନା ଗଦା ହୋଇ ରହୁଛି। ସ୍ଥିତି ଏପରି ହେଲାଣି ଯେ ମେଡ଼ିକାଲ ପରିସରରୁ ମଧ୍ୟ ଆବର୍ଜନା ହଟୁନାହିଁ। ରାଜ୍ୟର...
ଖିଲାପକାରୀଙ୍କୁ ସୁହାଇବ ଆଚରଣବିଧି
ଭୁବନେଶ୍ୱର,୧୮।୩ (ବନ୍ଦନା ସେଠୀ): ୨୦୨୩-୨୪ ଆର୍ଥିକ ବର୍ଷର ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ନେଇ ଏବେ ବିଏମ୍ସି ଅଧିକାରୀ ଚିନ୍ତାରେ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ଅଳ୍ପଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୫୦% ରାଜସ୍ବ ମଧ୍ୟ ଆଦାୟ ହୋଇପାରିନାହିଁ।...
Archives


