ମେଟ୍ରୋ

ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ନବୀନ

ଭୁବନେଶ୍ୱର,୧୨।୬: ଆଉ କିଛି ସମୟ ପରେ ଶପଥ ଗ୍ରହଣ କରିବେ ମୋହନ ମାଝୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମାରୋହରେ ପହଞ୍ଚିଛନ୍ତି। ମଙ୍ଗଳବାର…

ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଲାଗିଲା ମୋହର, ଜାଣନ୍ତୁ କାହାକୁ ମିଳିବ କ୍ୟାବିନେଟ୍‌ କାହାକୁ ରାଷ୍ଟ୍ର ପାହ୍ୟା

ଭୁବନେଶ୍ୱର,୧୨ା୬: ରାଜଭବନ ପକ୍ଷରୁ ମନ୍ତ୍ରିମଣ୍ଡଳର ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ବୁଧବାର ୧୬ଜଣ ଶପଥ ନେବେ। ଏହି ୧୬ ଜଣଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟପାଳ ରଘୁବର ଦାସ।  ଆଉ କିଛି ସମୟ ପରେ ଜନତା…

ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମିଳିଲା ମନ୍ତ୍ରୀପଦ!

ଭୁବନେଶ୍ୱର,୧୨।୬: ଆରମ୍ଭ ହେଲାଣି କାଉଣ୍ଟ ଡାଉନ । ଆଉ କିଛି ସମୟ ପରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ।…

ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି? ଗଲା ଫୋନ୍‌ କଲ୍‌

ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ। ମୋହନ ଶପଥ ନେବା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ…

ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଆସିଲା ଫୋନ୍‌, ଜାଣନ୍ତୁ କାହା କାହା ପାଖକୁ ଗଲା କଲ୍‌

ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ। ମୋହନ ଶପଥ ନେବା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ…

ମୋହନ ମାଝୀଙ୍କ ଶପଥ ଗ୍ରହଣ LIVE

ଭୁବନେଶ୍ୱର,୧୨।୬: ଆଉ କିଛି ସମୟର ଅପେକ୍ଷା। ଓଡ଼ିଶା ପାଇବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ। ଭାରତୀୟ ଜନତା ପାର୍ଟିର ପ୍ରଥମ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ଆସିଲା ଭାଜପା ସରକାର: ଏଣିକି ମହିଳାଙ୍କୁ ମିଳିବ ୫୦,୦୦୦ ଟଙ୍କା

ଭୁବନେଶ୍ୱର,୧୨।୬: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ସଫଳତା ପରେ ଦଳ ସରକାର ଗଢ଼ିବାକୁ ଯାଉଛି। ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବେ। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ରାଜ୍ୟରେ ଭାଜପା ନୂଆ ସରକାର ଗଢୁଛି, ନିର୍ବାଚନ ଇସ୍ତାହାରରେ…

ଭୁବନେଶ୍ୱରରେ ମୋଦି, ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଦେବେ ଯୋଗ

ଭୁବନେଶ୍ୱର,୧୨।୬: ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶପଥ ସମାରୋହରେ ଯୋଗଦେବା ପାଇଁ ପହଞ୍ଚଛନ୍ତି ପ୍ରଧାନମନ୍ତ୍ରୀ। ବୁଦବାର ସଂଧ୍ୟାରେ ଜନତା ମଇଦାନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଓ…

ନିର୍ଦ୍ଦେଶରେ ହେଲା ସଂଶୋଧନ: କର୍ମଚାରୀ ନେଇପାରିବେ ଛୁଟି, ଜରୁରୀ ହେଲେ…

ଭୁବନେଶ୍ୱର,୧୨।୬: ଜୁନ୍‌ ୩୦ ଯାଏ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ ନିର୍ଦ୍ଦେଶରେ ପ୍ରଶାସନ ବୁଧବାର ସଂଶୋଧନ କରିଛି। ମିଳିଥିବା ସୂଚନାନୁଯାୟୀ, ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ। କିନ୍ତୁ ଜରୁରୀ ହେଲେ ତତ୍କାଳ ଯୋଗଦେବେ। ଏପରିକି ଜରୁରୀ ଯୋଗାଯୋଗ ପାଇଁ ନିଜ…

ଟିଭିରୁ ବାପାଙ୍କ ମୁଖ୍ୟମନ୍ତ୍ରୀ ଖବର ଶୁଣି, ସାଙ୍ଗମାନେ ମାଗୁଛନ୍ତି ପାର୍ଟି: ମୋହନ ମାଝୀଙ୍କ ପୁଅ

ଭୁବନେଶ୍ୱର,୧୨।୬: ମୋହନ ଚରଣ ମାଝୀ ବୁଦବାର ଓଡିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏତେ ବଡ଼ ଖବର ମୋହନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ଚମତ୍କାର ଠାରୁ କମ ନୁହେଁ। କାରଣ ପରିବାରରେ କେହି କେବେ ଭାବି…

ମୋହନ ସରକାରରେ କିଏ ହେବେ ମନ୍ତ୍ରୀ; କାହାକୁ ମିଳିବ ସୁଯୋଗ? ରେସ୍‌ରେ ଅଛନ୍ତି ଏସବୁ ହେଭିଓ୍ବେଟ୍‌..

ଭୁବନେଶ୍ୱର,୧୨।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମୋହନ ମାଝୀ ଶପଥ ନେବେ। ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ମୋହନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ ସେନେଇ ଚର୍ଚ୍ଚା ଜୋର ଧରିଛି। ଆଶାୟୀ ବିଧାୟକମାନେ ଫୋନ…

ମୋହନଙ୍କ ନିମନ୍ତ୍ରଣ ପାଇବା ପରେ ଏମିତି କହିଲେ ନବୀନ

ଭୁବନେଶ୍ୱର,୧୨।୬: ଶପଥ ଗ୍ରହଣ ପୂର୍ବରୁ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏଥିସହ ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏଥିରେ ନବୀନ ସମ୍ମତି ଜଣାଇଥିବା ବେଳେ ଟୁଇଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri