ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା; ୪ଦିନ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ୱର,୧୩।୭: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୀ ସକ୍ରିୟ ରହିଥିବାରୁ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର…
ରବିବାର ୫ଟା ପରେ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ,୧୩।୭: ସୋମବାର ବାହୁଡା ଯାତ୍ରା ଥିବାରୁ ରବିବାର ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ ରହିବ। ୫ଟା ପରେ ଜନ୍ମବେଦୀରେ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ। ଏ ନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ।…
ଏଏସ୍ଓଙ୍କୁ ମାଡ଼ ନେଇ ତେଜିଲା ରାଜନୀତି: ଏମିତି କହିଲେ ପ୍ରତାପ ଦେବ୍
ଭୁବନେଶ୍ୱର,୧୩।୭: ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ଦାଦାଗିରିକୁ ନେଇ ତେଜିଲା ରାଜନୀତି । ଏ ଘଟଣା ନେଇ ବିଜେଡି ପ୍ରତିକ୍ରିୟା ରଖିଛି, ଖବରଦାତା ସମ୍ମିନୀକରି ପ୍ରତାପଦେବ କହିଛନ୍ତି, ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼…
କେମିତି ଖୋଲିବ ରତ୍ନଭଣ୍ଡାର, କେଉଁମାନଙ୍କୁ ମିଳିବ…
ଭୁବନେଶ୍ୱର,୧୩।୭: ରବିବାର ଖୋଲିପାରେ ରତ୍ନଭଣ୍ଡାର । ଏ ନେଇ ସରକାର ଆଜି ଏସ୍ଓପି ଜାରି କରିପାରନ୍ତି । ଏସ୍ଓପି ଜାରି ହେବା ପରେ କେମିତି ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପାଇଁ କେଉଁମାନଙ୍କୁ ଅନୁମତି ମିଳିବ ତାହା ସ୍ପଷ୍ଟ…
ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା: ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର,୧୩।୭: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ। ଘଟଣାକୁ ନେଇ ଶନିବାର ରାଜଭବନକୁ ଘେରାଉ କରିଛି କଂଗ୍ରେସ। ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଆରମ୍ଭ କରଛି କଂଗ୍ରେସ । ଏହା ସହିତ ଏଭଳି ଘଟଣା…
ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ, ଗୁଣ୍ଡିଚା ଦିନ ଉପାସ ଥିଲେ ବଡ଼ ଠାକୁର…
ଭୁବନେଶ୍ୱର,୧୩।୭: ଗୁଣ୍ଡିଚା ବିଜେ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡି ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ…
ରାଜ୍ୟପାଳଙ୍କ ପୁଅଙ୍କ ଦାଦାଗିରି: ଥାନାରେ ଅଭିଯୋଗ କଲେ ଏଏସଓ
ଭୁବନେଶ୍ୱର,୧୩।୭: ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ଦାଦାଗିରି। ରଥଯାତ୍ରା ସମୟରେ ରାଜ୍ୟାପାଳ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ବିଷୟରେ ବୈକୁଣ୍ଠ…
ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର! ଆଜି ଆସିବ ଏସଓପି
ପୁରୀ,୧୩।୭: ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ । ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ। ସୂଚନାଯୋଗ୍ୟ, ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ…
୧୪.୫ ଲକ୍ଷ ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀ ଚିହ୍ନଟ
ଭୁବନେଶ୍ୱର,୧୩ା୭(ଅନିଲ ଦାସ): ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ…
ଆସନ୍ତା ସୋମବାର ପୁଣି ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସକାଳ ୮ରୁ ପଞ୍ଜୀକରଣ
ଭୁବନେଶ୍ୱର,୧୨।୭(ଅସମାପିକା ସାହୁ) – ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୫ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେହିଦିନ ପୂର୍ବାହ୍ନ ୧୧ଟାରୁ ଶୁଣାଣି ହେବ। ଏଥିପାଇଁ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ…
ପୁରୀ ରାଜଭବନରେ ଅଭାବନୀୟ କାଣ୍ଡ, ଏଏସଓଙ୍କୁ ପିଟିଲେ ରାଜ୍ୟପାଳଙ୍କ ପୁଅ
(ଅସମାପିକା ସାହୁ)- ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଜଣେ ଏଏସ୍ଓ ଅଭିଯୋଗ ଆରିଛନ୍ତି। ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ…
ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ…
ଭୁବନେଶ୍ୱର,୧୨।୭: ରତ୍ନଭଣ୍ଡାରକୁ ନେଇ ବିଜୟ ମହାପାତ୍ରଙ୍କ ବୟାନ ରଖିବା ପରେ ତାଙ୍କୁ ବଡ଼ା ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଭାଜପା କହିଛି, ମାସକର ସରକାରଙ୍କୁ ବିଜୟ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ଭାଜପା ସରକାର ବାଟବଣା ହୋଇନି ନିଜେ ବିଜୟ…
Archives


