ମେଟ୍ରୋ

ଆସିଲା ସାମ୍ବାଦିକା ମଧୁମିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏଥିରେ ରହିଛି…

ଭୁବନେଶ୍ୱର,୨୯।୭: ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଆସିଛି। ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି । ଟ୍ରେନ ଆଗକୁ ଡେଇଁବା ପରେ ସେ ଘୋଷାଡ଼ି ହୋଇ କିଛି ସମୟ ବଞ୍ଚିଥିଲେ । ଏକାଧିକ…

କଂଗ୍ରେସକୁ ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ନାଲିଆଖି କହିଲେ…

ଭୁବନେଶ୍ୱର,୨୯।୭: କଂଗ୍ରେସ ସଦସ୍ୟଙ୍କ ବିରୋଧରେ ପାଲଟା ସ୍ବାଧିକାର ନୋଟିସ ଆଣୁଛି ବୋଲି କହିଛନ୍ତି ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟ। ସେ କହିଛନ୍ତି କଂଗ୍ରେସ ସ୍ବାଧିକାର ନୋଟିସ ଆଣିବ କିପରି ଗଣମାଧ୍ୟମକୁ ଆସିଲା। ବାଚସ୍ପତିଙ୍କ ବିନା ଅନୁମତିରେ କିପରି ଏହା ପ୍ରକାଶ ପାଇଲା…

ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍‌ ବିଶ୍ୱନାଥ ଦେଲେ ଏହି ବଡ଼ ସୂଚନା, କହିଲେ ପ୍ରଥମେ…

ପୁରୀ,୨୯ା୭: ସୋମବାର ବସିଥିବା ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ୍‌ ବିଶ୍ବନାଥ ରଥ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ଏହା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ…

ବାଚସ୍ପତିଙ୍କ ବିବୃତି ପରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର,୨୯।୭: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ୪ଟା ଯାଏ ଗୃହ ମୁଲତବି ରହିଛି। ସବୁ ନୋଟିସ ଉପରେ ଆଲୋଚନା କରି କହିବି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଥିଲେ। ପରେ ବାଚସ୍ପତିଙ୍କ ଏହି ବିବୃତି ପରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ସୂଚନାଯେୋଗ୍ୟ,…

କାହିଁକି ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ନୋଟିସ, ଜାଣନ୍ତୁ ପୁରା ଘଟଣା

କଟକ,୨୯।୭: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି। ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ସୁକିନ୍ଦା ନର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ତେବେ ସେ ସତ୍ୟପାଠରେ ଅପରାଧିକ ତଥ୍ୟ…

ସାବଧାନ! ଆଜିଠୁ ପରିବହନ ବିଭାଗର ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍

ପୁରୀ,୨୯ା୭: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ଯଦି କେଉଁଠାରେ ନାବାଳକ ଗାଡ଼ି ଚଳାଇବା…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍‌

ଭୁବନେଶ୍ୱର,୨୯ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ…

ମନ୍ତ୍ରୀଙ୍କ ଏଭଳି ଉତ୍ତର ଶୁଣି ବିଧାୟକ କହିଲେ ଭୁଲ ତଥ୍ୟ ଦେଉଛନ୍ତି…

ଭୁବନେଶ୍ୱର,୨୯।୭: ବିଧାନସଭା ଅଧିବେଶନର ସୋମବାର ଷଷ୍ଠ ଦିନ। ତେବେ ପ୍ରଶ୍ନକାଳ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଥିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପକ୍ଷରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସିମୁଳିଆର ଦମକଳ…

ବିଭିନ୍ନ ବିଭାଗର ତଦାରଖ କରିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବା ଲାଗି ଏହି ୬ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର,୨୯।୭: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଭିନ୍ନ ବିଭାଗର ତଦାରଖ କରିବ । ଏ ନେଇ ସିଏମଓ ଅଧିକାରୀଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି। ୬ ଅଧିକାରୀଙ୍କ ମଧ୍ୟରେ ଏହି ଦାୟିତ୍ୱ ବଣ୍ଟନ କରାଯାଇଛି। ସେମାନେ ହେଲେ ନିକୁଞ୍ଜ ବିହାରୀ ଧଳ, ଅରିନ୍ଦମ ଡାକୁଆ, ଅନୁପମ…

କାଉଡ଼ିଆଙ୍କୁ ଅଟକାଇ ପାଦ ଧୋଇଦେଉଛନ୍ତି ମନ୍ତ୍ରୀ: ଯିଏ ଦେଖୁଛି, ସେ କହୁଛି

ଭୁବନେଶ୍ୱର,୨୯।୭: ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରତି ବର୍ଷ କାଉଡ଼ିଆଙ୍କ ସେବା କରୁଥିବା ଦେଖିବାକୁ ମିଳିଥାଏ। ଶ୍ରାବଣ ଆସିଲେ ପ୍ରତି ବର୍ଷ କାଉଡିଆ ପାଣିଭାର ନେଇ ଯାଆନ୍ତି ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସେମାନଙ୍କ ପାଦସେବା କରନ୍ତି। ସବୁ…

ଅବକାରୀ ଜଏଣ୍ଟ କମିଶନରଙ୍କ ଘରେ ରେଡ୍‌

ଭୁବନେଶ୍ୱର,୨୯ା୭: ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ଚାଲିଥିବା ଜଣାପଡ଼ିଛି। ଏକାସାଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…

ଚାରମାଳରେ ବଡ଼ଠାକୁର ପଡ଼ିଯିବା ଘଟଣା: ତଦନ୍ତ ଲାଗି ଗଠନ ହୋଇନାହିଁ କମିଟି

ପୁରୀ,୨୯ା୭: ପୁଣି ଭକ୍ତଙ୍କ ଭାବାବେଗ ସହିତ ଖେଳ। ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ବଡ଼ଠାକୁର ଚାରମାଳ ଉପରେ ପଡ଼ିଯିବା ଘଟଣା ଦେଶ ଦୁନିଆର ଅଗଣିତ ଶ୍ରଦ୍ଧାଳୁଙ୍କ ମନରେ କଷ୍ଟ ଦେଇଥିଲା। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri