ସଂସଦରେ ନବୀନ ପଟ୍ଟନାୟକଙ୍କ କଥା ଉଠାଇ ପ୍ରଶଂସା କଲେ ଅମିତ ଶାହା: ଜାଣନ୍ତୁ କେଉଁ ପ୍ରସଙ୍ଗରେ…
ନୂଆଦିଲ୍ଲୀ,୩୧।୭: କେରଳର ଓୟନାଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମାଟି ତଳେ ୪୦୦ରୁ ଅଧିକ ପରିବାର ଫଶି ରହିଥିବା ସୂଚନା ମିଳିଛି। ଆଗକୁ…
କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧ା୭: କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜଙ୍କ ମଧ୍ୟରୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସ୍ବର୍ଗତ ଚିନାରାଙ୍କ ପରିବାରବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି।…
ଓ୍ବାୟନାଡ ଭୂସ୍ଖଳନ: ଡାକ୍ତର ବିଷ୍ଣୁଙ୍କ ମିଳିଲା ମୃତଦେହ
ଭୁବେନେଶ୍ୱର,୩୧।୭: କେରଳ ଓ୍ବାୟନାଡରେ ହୋଇଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୫୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ମଙ୍ଗଳବାର ୨ ଓଡ଼ିଆ ପୁଅ ନିଖୋଜ ହୋଇଯାଇଥିଲେ। ତନ୍ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…
ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୩୧।୭: ଆଜି ସପ୍ତମ ଦିନରେ ସ୍ବାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ ଲୋକଙ୍କୁ ପିଡିଏସ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ…
୨ ଡାକ୍ତରଙ୍କ ଉଦ୍ଧାର ପାଇଁ କଥାହେଲେ ରାଜ୍ୟସରକାର, ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୩୧।୭: କେରଳର ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ୨ ଓଡ଼ିଆ ଡାକ୍ତର ନିଖୋଜ ଅଛନ୍ତିି। ୨ ଡାକ୍ତରଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର କଥାହୋଇଛନ୍ତି। କେରଳ ସ୍ବତନ୍ତ୍ର ରିଲିଫ କମିଶନର ଓ ଓଡ଼ିଆ ଅଧିକାରୀଙ୍କ ସହ ଏସଆର୍ସି କଥା ହୋଇଥିବା…
ବର୍ଷାରେ କ୍ଷତି ହୋଇଛି କି ଫସଲ, ମିଳିବ ସହାୟତା, ଜାଣନ୍ତୁ କ’ଣ କହିଲେ କୃଷି ମନ୍ତ୍ରୀ
ଭୁବନେଶ୍ୱର,୩୧।୭: ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ଆର୍ଆଇଙ୍କ ରିପୋର୍ଟ ପରେ କ୍ଷତିପୂରଣ ମିଳିବ ବୋଲି ବୁଧବାର ଗୃହରେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷାରେ ଯଦି ଫସଲ କ୍ଷତି ହୋଇଛି, ତା’ହେଲେ ତାହାର କ୍ଷତିପୂରଣ କୃଷକଙ୍କୁ…
ରାଶନ କାର୍ଡ କାହାର ରହିବ , କାହାର କଟିବ: ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୩୧।୭: ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଛି। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬ ଲକ୍ଷ ୧୯ ହଜାର ୮୩୬…
ବ୍ରିଜ୍ ଉପରେ ଥୁଆ ହୋଇଛି ସ୍କୁଟି, କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ
କଟକ,୩୧।୭: (କାର୍ତ୍ତିକ ସାହୁ): କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ହେଲେ ଚାଳକଙ୍କ ପତ୍ତା ମିଳୁନି । ତେବେ ସେ ନଦୀକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।…
ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କଲେ ହରିଚନ୍ଦନ
ଭୁବନେଶ୍ୱର, ୩୧।୭(ସୁନିତ୍ ମିଶ୍ର): ବିଧାନସଭାରେ ସାଧାରଣ ବଜେଟ ନେଇ ମଙ୍ଗଳବାର ଅପରାହ୍ନରେ ଚାଲିଥିବା ଆଲୋଚନା ସମୟରେ ପଏଣ୍ଟ ଅଫ୍ ଅର୍ଡର ଆଣି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୪ ବର୍ଷ ସରକାର ପରେ ମାତ୍ର ୨ ମାସ ଧରି ବିରୋଧୀ…
ଓଡ଼ିଶାବାସୀ କାହିଁକି ସରକାର ପରିର୍ତ୍ତନ କଲେ: ସିଧା ସିଧା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ
ଭୁବନେଶ୍ୱର, ୩୧।୭(ସୁନିତ୍ ମିଶ୍ର): ବିଧାନସଭାରେ ଗତ ୨୫ ତାରିଖରେ ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି। ୨୯ତାରିଖଠାରୁ ଏହି ବଜେଟ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ…
ମାଟି ତଳୁ ନବଘନଙ୍କ ମୃତଦେହ କାଢ଼ି ତଦନ୍ତ
ଭୁବନେଶ୍ୱର(ସତ୍ୟଜିତ୍ ରାଉତ)/କଣ୍ଟାପଡ଼ା,(ସୁରନାରାୟଣ ସାହୁ)୩୧ା୭: ଭୁବନେଶ୍ୱର ବରମୁଣ୍ଡାରୁ ନିଖୋଜ ଥିବା ନବଘନ ପାଟ୍ଟଶାଣୀ (୪୫) ଓରଫ ବଙ୍ଗାଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗିରହିଛି। ଗତ ଜୁଲାଇ ୨୦ରେ କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ କନ୍ଦଳ ନଦୀ ଉରାଢ଼ ଗ୍ରାମ ନିକଟ ତେଲିଯୋଡ଼ି…
ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଫେରିଗଲା ୬ ଲକ୍ଷ ୫୬ ହଜାର ପକ୍କା ଘର
ଭୁବନେଶ୍ୱର,୩୧।୭(ଅନିଲ ଦାସ): ପୂର୍ବର ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଲୋକେ ଘର ପାଇଲେନି। ବେପରୁଆ କାମ ଯୋଗୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରବି ନାଏକ ସୂଚନା…
Archives


