ମେଟ୍ରୋ

କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ୩ ବରିଷ୍ଠ IPS ଙ୍କୁ ଗଲା ଚିଠି

ଭୁବନେଶ୍ୱର,୫।୮: ରାଜ୍ୟରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହିତ ଶେଷ ହୋଇଛି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି। ଏଥିପାଇଁ ଖୋଦ ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ପୋଲିସକୁ ପ୍ରଶଂସା କରିଛନ୍ତି। ତେବେ ଏହାରି ଭିତରେ ମୋହନ ମାଝି ସରକାର ପୋଲିସ ମହାନିର୍ଦ୍ଦେଶକ ଅରୁଣ…

ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର,୫।୮: ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏହାକୁ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଏକ ବିସ୍ଫୋରକ ମନ୍ତବ୍ୟ ନେଇଛନ୍ତି। ମମତା ମହନ୍ତ ଦଳ ଛାଡିବା ଏକ ଟ୍ରେଲର ଥିଲା, ଆଗକୁ ଲୋକ…

ଖୋଲୁଛି ସତ୍ୟଜିତଙ୍କ ପ୍ରେମପେଡ଼ି, ୪୯ ମହିଳାଙ୍କ ମଧ୍ୟରୁ ୧୧ ଜଣଙ୍କ ସହ ଯୋଗାଯୋଗ କଲା ପୋଲିସ

ଭୁବନେଶ୍ୱର,୫ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବିବାହ ଏଗ୍ରିମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା, ଗାଡି ଆଦି ଠକି ନେଇଥିବା ୫ ମହିଳାଙ୍କ ସ୍ବାମୀ ସତ୍ୟଜିତ୍‌ ସାମଲ ଏବେ ଜେଲରେ ଦିନ ଗଣୁଛନ୍ତି। ତାଙ୍କୁ ଜେଲ ପଠାଇବା ପରେ କମିଶନରେଟ ପୋଲିସ…

ବାରବାଟୀର ରୂପାନ୍ତରୀକରଣ ନେଇ ସରକାର ସ୍ପଷ୍ଟ କରନ୍ତୁ: ସୁବାସ ସିଂ

କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମର ରୂପାନ୍ତରୀକରଣ ହେବ କି ନାହିଁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। କଟକ ଗଡ଼ଖାଇସ୍ଥିତ ରେସିଡେଣ୍ଡଣ୍ଟଠାରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମେୟର…

ସାରସ୍ବତ ସୃଷ୍ଟିରେ ନନ୍ଦିନୀ ଶତପଥୀଙ୍କ ଭୂମିକା ଅତୁଳନୀୟ

ଭୁବନେଶ୍ୱର, ୫।୮ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦୃଢ଼ ପଦକ୍ଷେପ ନେଇଥିଲେ। ମା’ମାନେ ଯେତେବେଳେ ହାଣ୍ଡିଶାଳରୁ ବାହାରୁ ନ ଥିଲେ, ସେତେବେଳେ ନନ୍ଦିନୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଆନ୍ଦୋଳନ ଆରମ୍ଭ କରିଥିଲେ।…

୧୦୪୬ ରାଜସ୍ବ ଗ୍ରାମ ବଢ଼ିଲା

ଭୁବନେଶ୍ୱର, ୫।୮(ସୁନିତ୍‌ ମିଶ୍ର):ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍‌ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାର ପ୍ରସ୍ତାବ ମଞ୍ଜୁର କରିଛନ୍ତି। ୩୦ ଜିଲା ଲାଗି ଜିଲାପାଳମାନଙ୍କ ତରଫରୁ ମୋଟ୍‌ ୫୪୯୬ଟି ପଡ଼ା ଗ୍ରାମ ତାଲିକା ପ୍ରଦାନ କରାଯାଇଛି।…

ଆସନ୍ତା ୨ ଦିନରେ ବଦଳିବ ପାଗ

ଭୁବନେଶ୍ୱର,୪।୮:ରାଜ୍ୟରେ ୨ଦିନ ଧରି ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ ୨ଦିନରେ ପାଗ ବଦଳିବ। ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ…

ମେଟଲ୍‌ ମିଟ୍‌ ୨୦୨୪: ସିନିୟର ବିଭାଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ୍‌

ଭୁବନେଶ୍ୱର,୪ା୮(ଅସମାପିକା ସାହୁ) ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ‘ମେଟଲ୍‌ ମିଟ୍‌ ୨୦୨୪’ର ରବିବାର ଶେଷ ହୋଇଛି । ଗ୍ରାଣ୍ଡ ଫିନାଲେରେ ସିନିୟର ବିଭାଗର…

ଜୁନିୟର ଗ୍ରୁପ୍‌ରେ ବାଜି ମାରିଲା ଭୁବନେଶ୍ୱରର ଡିଏଭି

ଭୁବନେଶ୍ୱର,୪ା୮(ଅସମାପିକା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ ଇଭେଣ୍ଟ ‘ମେଟଲ ମିଟ-୨୦୨୪’ର ଗ୍ରାଣ୍ଡ ଫିନାଲେ ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ରେ ରବିବାର ଅନୁଷ୍ଠିତ ହୋଇଥିଲା। ଗ୍ରାଣ୍ଡ ଫିନାଲେରେ ଜୁନିୟର ଓ…

ଏହି ଦେଶର କୋଚ ହେବେ ରାହୁଲ ଦ୍ରାବିଡ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୪।୮: ରାହୁଲ ଦ୍ରାବିଡଙ୍କ କୋଚିଂର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଏବେ ଦ୍ରାବିଡ ଇଂଲଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ ହେବା ନେଇ ଗୁଜବ ଆରମ୍ଭ…

ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ,୪୯ ଜଣଙ୍କ ପ୍ରେମିକ: ଖୋଲିବ ଗୁମର

ଭୁବନେଶ୍ୱର,୪।୮: ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ କମିସନରେଟ ପୋଲିସ ରିମାଣ୍ଡରେ ନେବ। କମିସନରେଟ ପୋଲିସ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଉଥିବା ଜଣାପଡ଼ିଛି। ପରେ ଠକ ପ୍ରେମିକର କେଳେଙ୍କାରୀର ଗୁମର ଖୋଲିବ । ସୂଚନାଯୋଗ୍ୟ, ରାଜଧାନୀରେ ୫…

ମେଟଲ୍‌ ମିଟ୍‌-୨୦୨୪: ଆରମ୍ଭ ହେଲା ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୪ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୨୪’ର ଗ୍ରାଣ୍ଡ୍‌ ଫିନାଲେ ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ରେ ରବିବାର ଆରମ୍ଭ ହୋଇଛି। ଗ୍ରାଣ୍ଡ୍‌ ଫିନାଲେରେ ଜୁନିୟର ଓ ସିନିୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri