ମେଟ୍ରୋ

ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ: ଏମିତି କହିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର,୧୪।୮: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପୁନଃ ତଦନ୍ତ କରାଯିବ ବୋଲି କହିଥିଲେ। ହେଲେ ବୁଧବାର ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ତଦନ୍ତ…

ଆସୁଛି ବଡ଼ ବର୍ଷା: ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୪।୮: ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ଘଡଘଡି ବିଜୁଳି ସହ ବର୍ଷା…

ଦଳ ବଦଳାଇ ପୁଣି ରାଜ୍ୟ ସଭାକୁ ଯିବେ କି ମମତା: ରେସ୍‌ରେ ରହିଛି …

ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟ ସଭାକୁ କିଏ ଯିବେ ସେ ନେଇ  ଚର୍ଚ୍ଚା ଜୋର ଧରିଛି। ଏହି ରେସ୍‌ରେ  ନିକଟରେ  ବିଜେଡି ଛାଡ଼ି ଭାଜପାରେ ମିଶିଥିବା ମମତା ମହନ୍ତଙ୍କ ନାଁ  ରହିଛି।…

ଓଡ଼ିଶାର ୧୫ ଜଣଙ୍କୁ ମିଳିବ ପୋଲିସ ମେଡାଲ୍‌

ଭୁବନେଶ୍ୱର,୧୪।୮: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସାହସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ ଦିଆଯିବ। ଏହାସହ ଉଲ୍ଲେଖନୀୟ ସେବା ପାଇଁ ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ…

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୯ ରାଜ୍ୟର ୧୨ ଆସନ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ…

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି: ଆଗରେ ରହିଛି ଏହି ଆଇପିଏସ୍‌ଙ୍କ ନାଁ

ନୂଆଦିଲ୍ଲୀ, ୧୪।୮: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) କିଏ ହେବେ ତାହାକୁ ନେଇ କସରତ ଆରମ୍ଭ ହୋଇଯାରଇଛି। ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ୱାଇବି ଖୁରାନିଆ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଖୁରାନିଆଙ୍କ…

ଉଦିତ୍‌ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି

ଭୁବନେଶ୍ୱର, ୧୪।୮(ସୁନିତ୍‌ ମିଶ୍ର):ଉଦିତ୍‌ ନାରାୟଣ ପ୍ରଧାନଙ୍କୁ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ୯ଟି ରାଜ୍ୟ ଲାଗି ଏଆଇସିସି ପକ୍ଷରୁ ଏନ୍‌ଏସ୍‌ୟୁଆଇ ୟୁନିଟ୍‌…

ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର, ୧୪।୮(ସୁନିତ୍‌ ମିଶ୍ର)ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା ଓ ସରକାରୀ ଅର୍ଥ ଲୁଟ୍‌କରି ସରକାରୀ ଅଧିକାରୀମାନେ କଳାଟଙ୍କା ଠୁଳ କରିଥିଲେ, ତାହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉରୁ ସାମ୍ନାକୁ ଆସୁଛି। ଆଗରୁ ନବୀନବାବୁ ମୁଖ୍ୟମନ୍ତ୍ରୀ…

‘ସୁଭଦ୍ରା’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା

ଭୁବନେଶ୍ୱର,୧୪।୮(ଅନିଲ ଦାସ):ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ଏସ୍‌ଓପି ପ୍ରକାଶ କରିବା ପୂର୍ବରୁ ଜିଲାପାଳମାନଙ୍କ ଦ୍ୱାରା ଜନସାଧାରଣଙ୍କଠାରୁ ଫିଡ୍‌ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟରୁ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିରୋଧୀ…

ରାଜ୍ୟ ସରକାରଙ୍କୁ ବଡ଼ ଅନୁରୋଧ କଲେ ନବୀନ; ପ୍ରକାଶ କଲେ ଦୁଃଖ

ଭୁବନେଶ୍ୱର,୧୩।୮: ବାଂଲାଦେଶରେ ଦେଖା ଦେଇଥିବା ଅଶାନ୍ତିକର ସ୍ଥିତି କାରଣରୁ ଏହାର ପ୍ରଭାବ ପଡୋଶୀ ଦେଶ ତଥା ଭାରତ ଉପରେ ପଡିଛି। ସେଠାରେ ବସବାସ କରୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ଆସିବା ମଧ୍ୟରେ ସେଠାରୁ ଅନେକ ବାଂଲାଦେଶୀ…

ମୋହନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର; ଦେଲେ ଏପରି ପରାମର୍ଶ

ଭୁବନେଶ୍ୱର,୧୩।୮: ଆଇନ ଓ ନିୟାମକ ଢାଞ୍ଚା ଅନୁଯାୟୀ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ୨୦୨୦ ରେ ଥିବା ଅସଙ୍ଗତିକୁ ଠିକ୍ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ମାଝୀଙ୍କୁ ଲେଖିଥିବା…

ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୧୩।୮(ସୁନିତ୍‌ ମିଶ୍ର): ଭୁବନେଶ୍ୱର ଓ ପୁରୀ ପର୍ଯ୍ୟନ୍ତ ୬୦ କି.ମି. ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଏଥିଲାଗି ଆନୁମାନିକ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଚଣ୍ଡିଖୋଲ-ବଡ଼ବିଲ ପର୍ଯ୍ୟନ୍ତ ୨୦୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri