ମେଟ୍ରୋ

ଅସହ୍ୟ ହେଲା ପରକୀୟା ପ୍ରୀତି:ସ୍ବାମୀଙ୍କ ପ୍ରେମିକା ଘର ଆଗରେ ସ୍ତ୍ରୀଙ୍କ ଧାରଣା

ଭୁବନେଶ୍ୱର,୨୬ା୮(ସତ୍ୟଜିତ୍‌ ରାଉତ):ସ୍ତ୍ରୀ ଓ ପରିବାରକୁ ଛାଡ଼ି ସ୍ବାମୀ ପ୍ରେମିକାଙ୍କ ପାଖରେ ରହୁଛନ୍ତି। ପ୍ରେମିକା ଜଣକ ମଧ୍ୟ ଆଗରୁ ବିବାହିତା। ତେବେ ସ୍ବାମୀଙ୍କ ଏହି ପରକୀୟା ପ୍ରୀତିରେ ଅତିଷ୍ଠ ହୋଇପଡିଛନ୍ତି ସ୍ତ୍ରୀ। ଶେଷରେ ସ୍ବାମୀର ପ୍ରେମିକାଙ୍କ ବାପଘର ଆଗରେ ସ୍ତ୍ରୀ ଧାରଣା ଦେଇଛନ୍ତି।…

ନବନିର୍ବାଚିତ ବିଧାୟକଙ୍କୁ ଏମିତି ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୮(ଅନିଲ ଦାସ):ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ରବିବାର ଶଙ୍ଖ ଭବନରେ ଆରମ୍ଭ ହୋଇଛି। ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଲଢ଼େଇ ଜାରିରଖିବାକୁ ଦଳର…

କ୍ଷୋଭ ଝାଡ଼ି ବଖାଣିଲେ ବ୍ୟଥା:ବିଜେଡି ବନ୍ଧୁମିଳନରେ ରୋଚକ ଦୃଶ୍ୟ

ଭୁବନେଶ୍ୱର,୨୬।୮(ଅନିଲଦାସ):ଦୀର୍ଘ ୨୦ରୁ ୨୫ ବର୍ଷ ଧରି ଦଳକୁ ଛିଡ଼ା କରିବାରେ ପ୍ରମୁଖ ଭୂମିକା ନେଇଥିବା ଯୁବ ନେତାଙ୍କୁ ଅବହେଳା କରାଗଲା। ଦଳ ପ୍ରତି ଆନୁଗତ୍ୟ ନ ଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେବାରୁ ଦଳକୁ ଏଭଳି ପରାଜୟର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି।…

ଲଘୁଚାପ ସୃଷ୍ଟି: ୨ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୬ା୮(ଅନୁରାଧା ମହାରଣା):ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଦେଇ ଗତି କରିବ। ସେହିପରି ମନସୁନ୍‌ ଟ୍ରପ୍‌ ଲାଇନ୍‌ ବଙ୍ଗୋସାଗରର…

ଓଡ଼ିଶାର ତନ୍‌ଭିଙ୍କୁ ବିରଳ ସଫଳତା:ଏସିଆନ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୬।୮ (ତପନ ସ୍ବାଇଁ):କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ ଏକାଡେମୀ ପ୍ରସ୍ତୁତ ହେଉଥିବାବେଳେ ଓଡ଼ିଶାର ତନଭି ପତ୍ରୀ ଏକ ବିରଳ ସଫଳତା ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ…

କାଲି ସୁଦ୍ଧା ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲାରେ ପ୍ରବଳ ବର୍ଷ ସମ୍ଭାବନା

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲାରେ ବର୍ଷାର ସମ୍ଭାବନା ଅଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

୧୭ରେ ଓଡ଼ିଶା ଆସିବେ ମୋଦି: ତାଙ୍କ ହାତରେ ହେବ ସୁଭଦ୍ରା ଶୁଭାରମ୍ଭ

ଭୁବନେଶ୍ୱର,୨୫।୮: ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନ ମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରୁ ସୂଚନା ଦେଇଛନ୍ତି। ମୋଦି ତାଙ୍କ ଜନ୍ମଦିନ…

ଶଙ୍ଖ ଭବନରେ ବିଜେଡି ବିଧାୟକ: ପାଠ ପଢ଼ାଉଛନ୍ତି ସୁପ୍ରିମୋ…

ଭୁବନେଶ୍ୱର,୨୪।୮: ଶଙ୍ଖ ଭବନରେ ଚାଲିଛି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର । ଏହି ଶିବିରକୁ ଉଦ୍‌ଘାଟନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆ ବିଧାୟକଙ୍କୁ ପାଠ ପଢ଼ାଇଛନ୍ତି ନବୀନ। ସକାଳ ୧୦ଟାରୁ ଏହା ଆରମ୍ଭ ହୋଇଛି । ଶଙ୍ଖ…

ଆଇଏଲ୍‌ଏସ୍‌ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୨୫ା୮: ଆଇଏଲ୍‌ଏସ୍‌ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି। ଏହା ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ…

ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ମିଛ କହୁଥିବା ଲୋକଙ୍କୁ…

ଭୁବନେଶ୍ୱର,୨୫ା୮: ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଭାଜପା ସରକାରକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଥିଲେ। ତେବେ ଏହି କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବୀନଙ୍କୁ କଡ଼ା କଟାକ୍ଷ କରିଛନ୍ତି। ପ୍ରଭାତୀ କହିଛନ୍ତି, କାଳିଆ ଯୋଜନା କଥା ଉଠାଇ,…

କାମୁଡ଼ିଦେଲା ନାଗ: ଅବହେଳାରୁ ଶିଶୁର ଜୀବନ ଗଲା

ଭୁବନେଶ୍ୱର, (ଅସମାପିକା ସାହୁ)/ ଖଲ୍ଲିକୋଟ,୨୫ା୮(ପ୍ରଶାନ୍ତ କୁମାର ମିଶ୍ର): ଡାକ୍ତରଙ୍କ ଅବହେଳା ପାଇଁ ସାପକାମୁଡ଼ିଥିବା ଜଣେ ଶିଶୁର ଜୀବନ ଯାଇଛି। ସାପ କାମୁଡ଼ା ରୋଗୀ ଡାକ୍ତରଖାନାରେ ପହଞ୍ଚତ୍ବା ମାତ୍ରେ ବା ଅନ୍ୟତ୍ର ରେଫର କରିବା ପୂର୍ବରୁ ପ୍ରୋଟୋକଲ ଅନୁଯାୟୀ ପ୍ରଥମ ଡୋଜ୍‌ ଅର୍ଥାତ…

କ୍ଷମତା ପାଇଁ ଅରାଜକତା କରିବାକୁ ପଛାଏ ନାହିଁ କଂଗ୍ରେସ, କାହିଁକି ମୁଖ୍ୟମନ୍ତ୍ରୀ କହିଲେ ଏମିତି

ଭୁବନେଶ୍ୱର,୨୫।୮(ଅନିଲଦାସ): କ୍ଷମତା ପାଇଁ କଂଗ୍ରେସ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଞ୍ଚା ଦିଏ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଂଗ୍ରେସକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶ ବିଭାଜନକାରୀ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri