ମେଟ୍ରୋ

ରସୁଲଗଡରେ ହାଇଡ୍ରାମା, ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଟକାଇଲେ ମହିଳା

ଭୁବନେଶ୍ୱର,୭।୯: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଅଟକାଇଦେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ରସୁଲଗଡ ଛକରେ। ମହିଳା ଜଣକ ଆସି ମୁଖ୍ୟମନ୍ତ୍ରୀଙ୍କ କାର ସାମ୍ନାରେ ଠିଆ ହୋଇ ରହିବାରୁ କିଛି ସମୟ ପାଇଁ କାରକେଡ ଅଟକି ରହିଥିଲା।...

ରତ୍ନଭଣ୍ଡାର ନେଇ ବିଜୟଙ୍କ ତେରେଚ୍ଛା ବାଣ: କହୁକହୁ କହିଦେଲେ…

ଭୁବନେଶ୍ୱର,୯।୮: ରତ୍ନଭଣ୍ଡାରକୁ ନେଇ ତେରେଚ୍ଛା ବାଣ ମାରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ନେଇ ଗଠିତ ନୂଆ କମିଟିକୁ ସେ ସ୍ବାଗତ କରିଛନ୍ତି । ମାତ୍ର ପୁରୁଣା କମିଟି ଯେଉଁପରି ଭାଙ୍ଗିଦିଆଗଲା ତାହା...

ଇସ୍ତଫା ଦେଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୭।୯: ଇସ୍ତଫା ଦେଲେ ବିଜୁ ଜନତା ଦଳ ଏମପି ଦେବାଶିଷ ସାମନ୍ତରାୟ। FAO ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ। ଏନେଇ ସୋସିଆଲ ମିଡିଆ...

ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ଦାମଙ୍କ ପୁଅ ସମ୍ବିତ, କହିଲେ…

ଭୁବନେଶ୍ୱର,୯।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ଦାମୋଦର ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଏଥର ପତ୍ନୀ...

ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ରତ୍ନଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ

ପୁରୀ,୯।୭: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ...

ସବୁ ଜିଲାପାଳଙ୍କୁ ରାଜ୍ୟ ସାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର,୯।୭ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ ରହିଥିଲା ତାହାକୁ ଚିହ୍ନଟ କରି ମ୍ୟାପିଂ ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।...

ଏହି ଦିନ ଖୋଲିବ ରତ୍ନଭଣ୍ଡାର, ଜାଣନ୍ତୁ କଣ କହିଲେ ଜଷ୍ଟିସ ବିଶ୍ବନାଥ ରଥ

ପୁରୀ,୯।୭: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ...

ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର,୯।୭: ରତ୍ନଭଣ୍ଡାର ଖୋଲିବା ନେଇ ମଙ୍ଗଳବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବୈଠକରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ କମିଟି ନିଷ୍ପତ୍ତି ନେବ। କମିଟି ନିଷ୍ପତ୍ତିକୁ ପରିଚାଳନା କମିଟି ଅନୁମୋଦନ ପରେ ସରକାରଙ୍କୁ ପଠାଇବେ। ସୂଚନାଯୋଗ୍ୟ,...

ଭାଜପାକୁ ନେଇ ବଡ଼ ସଙ୍କେତ ଦେଲେ ମନମୋହନ, କହିଲେ ଆଗକୁ…

ଭୁବନେଶ୍ୱର,୯।୮: ରାଜ୍ୟରେ ଭାଜପା ପ୍ରଥମ ଥର ପାଇଁ ସରକାର ଗଢିଛି। ଆଉ ସରକାର ଗଢିବା ପରେ ରାଜ୍ୟରେ କିପରି ବହୁଦିନ କ୍ଷମତାରେ ରହିବ, ସେଥିପାଇଁ ଭାଜପା ପକ୍ଷରୁ ୨୦୨୯ ପାଇଁ ୨୦୨୪ରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମେ ତୃଣମୂଳ...

ରାଜଧାନୀରେ ଚାଞ୍ଚଲ୍ୟ ବାହାରେ ତାଲା, ଭିତରେ ଯୁବତୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୯।୭: ରାଜଧାନୀରେ ଏକ ଭଡ଼ା ଘରୁ ସନ୍ଦେହଜନକ ଭାବେ ଯୁବତୀଙ୍କୁ ଝୁଲନ୍ତା ମୃତଦେହ ଜବତ ହୋଇଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେସିଆଣି ନିକଟ ଶ୍ରୀରାମନଗର ବସ୍ତି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତ ଯୁବତୀଙ୍କ ନା କଶିସ ଓ ଘର...

ଛେନାପୋଡ଼, ଆରିସା ପିଠାକୁ ନେଇ ବିଭ୍ରାନ୍ତ ତଥ୍ୟ

ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପରିଚୟ ବହନ କରୁଥିବା ଅନେକ ଜିନିଷକୁ ନେଇ ବହୁ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ବିଶେଷକରି ଓଡ଼ିଶାର ଅନେକ ଖାଦ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତଥ୍ୟ ଘୂରି ବୁଲୁଛି। ରସଗୋଲାକୁ ନେଇ ବହୁ ତର୍କ ବିତର୍କ ପରେ...

ଭାରତୀୟ ରେଳ ପକ୍ଷରୁ ବଡ଼ ଘୋଷଣା: ଯାତ୍ରୀଙ୍କ ସୁବିଧା ପାଇଁ…

ଭୁବନେଶ୍ୱର,୯ା୭(ଅନୁରାଧା ମହାରଣା):ସାଧାରଣ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳପଥ ଆସନ୍ତା ଦୁଇ ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୧୦ ହଜାର ନନ୍‌-ଏସି କୋଚ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଫଳରେ ନନ୍‌-ଏସି କୋଚ୍‌ ସଂଖ୍ୟାରେ ୨୨% ବୃଦ୍ଧି ପାଇବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri