ଲଘୁଚାପ ପ୍ରଭାବ: ଟ୍ବିନ୍ସିଟିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା
ଭୁବନେଶ୍ୱର,୧୦ା୧୨: ଦକ୍ଷିଣ: ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ଟ୍ବିନ୍ସିଟି ସହ ବିଭିନ୍ନ ଜିଲାରେ କୋହଲା ପାଗ ସାଙ୍ଗକୁ ଝିପିଝିପି…
ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଲେ ଘର ମାଲିକ
ଭୁବନେଶ୍ୱର,୧୦ା୧୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନା ଅଞ୍ଚଳରେ ଜଣେ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ଘଟଣା ଦେଖିବାକୁ ମିଳିଛି। ଘର ମାଲିକ ନିଜ ଘର ଖାଲି କରିବାକୁ ଆସିଥିବାବେଳେ ଭଡାଟିଆଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି…
ଆଜି ରାଜଧାନୀରେ ଶିକ୍ଷକ ସମାବେଶ
ଭୁବନେଶ୍ୱର,୧୦ା୧୨: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ମଙ୍ଗଳବାର ରାଜଧାନୀରେ ବଡ଼ଧରଣର ଶିକ୍ଷକ ସମାବେଶ ଅନୁଷ୍ଠିତ ହେବ। ବିଭିନ୍ନ ସମସ୍ୟା ଓ ଦାବି ନେଇ ହଜାର ହଜାର ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷା କର୍ମଚାରୀ ଏଥିରେ ସାମିଲ…
ଭୁବନେଶ୍ୱରରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ: ୯ରେ ଆସିବେ ପ୍ରଧାନମନ୍ତ୍ରୀ, ୧୦ରେ ରାଷ୍ଟ୍ରପତି
ଭୁବନେଶ୍ୱର,୧୦ା୧୨: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରକୁ ଆକର୍ଷଣୀୟ ରୂପ ଦେବାକୁ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ କରିବା ନିମନ୍ତେ ରାଜ୍ୟ ସରକାର…
ଜାଣନ୍ତୁ ରାଜ୍ୟରେ କେଉଁମାନଙ୍କୁ ମିଳୁଛି Z+ ସୁରକ୍ଷା? କେବଳ ନବୀନଙ୍କୁ ମିଳୁଛି ଏହି ସୁବିଧା
ଭୁବନେଶ୍ୱର,୯।୧୨: ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍+ ଶ୍ରଣୀ ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ+ ସୁରକ୍ଷା ମିଳୁଛି। ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କୌଣସ…
ଓଡ଼ିଶାରେ ୨ ରେଲ୍ ଫ୍ଲାଏଓଭର ପାଇଁ ରେଳ ମନ୍ତ୍ରଣାଳୟର ୫୦୯ କୋଟି ମଞ୍ଜୁରୀ
ଭୁବନେଶ୍ୱର,୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ରାଜଆଠଗଡ଼-ରାଧାକିଶୋରପୁର ଓ ମାଛପୁର ମଧ୍ୟରେ ହେବ ଫ୍ଲାଏଓଭର ଏବଂ ରାୟଗଡ଼ାର…
ଉତ୍ତରପ୍ରଦେଶରୁ ଆସିଲା ଆଳୁ: କେଜି ୩୦ ଟଙ୍କାରେ କିଣିଲେ ଖାଉଟି
ଭୁବନେଶ୍ୱର,୯।୧୨: ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ପଡକ୍ଲଃଏପି ନେଇଛନ୍ତି। ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେଉଛନ୍ତି । ଖାଉଟି…
ଓଡ଼ିଶାବାସୀଙ୍କୁ ବାୟା କଲାଣି ଅନଲାଇନ୍ ଟ୍ରେଡିଂ ନିଶା: ୧୧ ମାସରେ ୪୦ ହଜାର ମାମଲା
ଭୁବନେଶ୍ୱର,୯।୧୨: ଅଧିକ ଟଙ୍କା ପାଇବା ଆଶାରେ ଏବେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଟ୍ରେଡିଂ ପଛରେ ଧାଇଁଛନ୍ତି। କିନ୍ତୁ ଏହି ଅନଲାଇନ୍ ଟ୍ରେଡିଂରେ ସର୍ବସ୍ଵ ହରାଇ ଜୀବନ ହାରୁଛନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…
ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି, ରେଡ୍ ହ୍ୟାଣ୍ଡଡ ଧରିଲା ଭିଜିଲାନ୍ସ
ଭୁବନେଶ୍ୱର,୯।୧୨: ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି। ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଯାନୀ କରଙ୍କୁ ଲାଞ୍ଚ ନେବା ସମୟରେ ରେଡ୍ ହ୍ୟାଣ୍ଡଡ ଧରିଛି ଭିଜିଲାନ୍ସ। ସୂଚନା ଅନୁସାରେ ଜମି କାଗଜପତ୍ର ବାବଦକୁ ଦେବଯାନୀ ଜଣେ ବ୍ୟକ୍ତିଙ୍କୁ…
ସରକାରୀ କ୍ୱାର୍ଟର ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ: ଦେଖନ୍ତୁ ଲିଷ୍ଟ…
ଭୁବନେଶ୍ୱର,୯।୧୨: ଓଡିଶାର ୧୪ ଜଣ ପୂର୍ବତନ ବିଧାୟକ ଭୁବନେଶ୍ୱରରେ ଅନଧିକୃତ ଭାବରେ ସେମାନଙ୍କ ସରକାରୀ କ୍ୱାର୍ଟର୍ସ ଦଖଲ କରିଛନ୍ତି। ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ ବାଲେଶ୍ୱର ବିଧାୟକ ମାନସ…
ରାଜ୍ୟ ସଭା ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର
ଭୁବନେଶ୍ୱର,୯।୧୨: ଭାଜପାରୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୁଜିତ କୁମାର। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ୩୦ ଜଣ ବିଧାୟକ ପ୍ରସ୍ତାବକଙ୍କ ଉପସ୍ଥିତରେ…
ଆଶିଷଙ୍କ ପରେ ଡେପୁଟେଶନରେ ଯିବେ କୁଟ୍ଟେ
ଭୁବନେଶ୍ୱର,୯ା୧୨(ସୁନିତ୍ ମିଶ୍ର): ଆଇପିଏସ୍ ଅଫିସର ଡି.ଏସ୍ କୁଟ୍ଟେ କେନ୍ଦ୍ରୀୟ ଡେପୁଟେଶନରେ ଯିବାନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍ ଅଫିସର ଆଶିଷ ସିଂଙ୍କ ଡେପୁଟେଶନ ଯିବା ଘୋଷଣା ହେବା ପରେ ଡି.ଏସ୍. କୁଟ୍ଟେଙ୍କ ବିଜ୍ଞପ୍ତି ଜାରି ହୋଇଛି। ବିଏସ୍ଏଫ୍ ଆଇଜି ଭାବେ…
Archives


