IPS Reshuffle: କମିଶନରେଟ୍ ପୋଲିସରେ ୩ ଯୁବ IPS
ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା…
ଶନିବାରଠୁ ଛାଡ଼ ହେବ ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’
ଭୁବନେଶ୍ୱର, ୨୮ା୨(ସୁନିତ୍ ମିଶ୍ର): ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ କରିବା ନେଇ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟିକାକରଣ ବାବଦରେ ଜନସାଧାରଣଙ୍କୁ ଫି…
ଏକାସହ କୋଟିଏ ମହିଳା ପାଇବେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ…
ଭୁବନେଶ୍ୱର,୨୮ା୨(ସୁନିତ୍ ମିଶ୍ର): ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଅନ୍ତର୍ଜାତୀୟ ମହିଳା ଦିବସ ତଥା ଆସନ୍ତା ୮ ତାରିଖରେ ରାଜ୍ୟ ସରକାର ପ୍ରଦାନ କରିବେ। ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଏକାସଙ୍ଗେ ସୁଭଦ୍ରା ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ…
ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି
ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା)- ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ପୂର୍ବରୁ ଡହ ଡହ ଖରା ଡରାଉଛି। ଶୁକ୍ରବାର ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ସେହିଭଳି ୯ ସହରର ତାପମାତ୍ରା ୩୫ରୁ ୩୬ ଡିଗ୍ରୀ…
IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP
ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା…
ଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତି
ଭୁବନେଶ୍ୱର,୨୮।୨: ପଞ୍ଚଭୂତରେ ଲୀନ ହୋଇସାରିଲେଣି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ହେଲେ ଜେଜେଙ୍କୁ ଖୋଜୁଛନ୍ତି ନାତି ତଥା ବାବୁସାନ୍ଙ୍କ ପୁଅ ଗୁଆନ। ଘର ଆଗରେ ଏତେ ଲୋକ, ଟଙ୍ଗା ଯାଇଛି ଜେଜେଙ୍କ ବଡ଼ ଫଟୋ। ଆଉ ଫୁଲରେ ସଜେଇ ହୋଇ ଶୋଇଯାଇଛନ୍ତି…
ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ JP ନଡ୍ଡା: ଭାଜପା ଶିବିର ହଲ୍ଚଲ୍: ରାଜ୍ୟ ସଭାପତି ହେବେ…
ଭୁବନେଶ୍ୱର, ୨୮।୨: ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ସେ ଗୁରୁବାର ସାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ପରେ ଭାଜପା ପକ୍ଷରୁ…
Delimitation in Odisha: ଦିଲ୍ଲୀରେ ହେଉଛି ବଡ଼ ପ୍ଲାନିଂ, ଓଡ଼ିଶାର ଲୋକ ସଭାରେ ବଢିଯିବ ଆସନ!
ନୂଆଦିଲ୍ଲୀ,୨୮।୨: ଦେଶରେ ବଢ଼ିପାରେ ଲୋକ ସଭା ସିଟ। ସୀମା ର୍ନିଦ୍ଧାରଣ ପରେ ଲୋକ ସଭା ଆସନ ୮୪୮ ଆସନା ଛୁଇଁବା ସମ୍ଭାବନା। ଏନେଇ ବଡ଼ ଆକଳନ କରିଛନ୍ତି ଜାତୀୟ ଗଣମାଧ୍ୟମ। Delimitationକୁ ଚର୍ଚ୍ଚା ଜୋର ଧରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ…
ପଞ୍ଚଭୂତରେ ଲୀନହେଲେ ଉତ୍ତମ: ପୁତ୍ର ଧର୍ମ ପାଳନକରି ବାବୁସାନ୍ ଦେଲେ ମୁଖାଗ୍ନି
ଭୁବନେଶ୍ୱର,୨୮।୨: ପଞ୍ଚଭୂତରେ ଲୀନହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ସତ୍ୟନଗର ଶଶ୍ମାନରେ ପୁତ୍ର ଧର୍ମ ପାଳନକରି ବାବୁସାନ୍ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସେପଟେ ବୋହୂ ମଧ୍ୟ ଦୁଃଖରେ ଭାଙ୍ଗିପଡ଼ି ତାଙ୍କର ବୋହୂଧର୍ମ ପାଳନ କରିଛନ୍ତି। ଅନ୍ୟପଟେ ବନ୍ଧୁ ପରିଜନ, ଜ୍ଞାନ୍ତି…
ଦୁଃଖରେ ଭାଙ୍ଗିପଡ଼ି ବୋହୂ ଧର୍ମ ପାଳନ କଲେ ତୃପ୍ତି
ଭୁବନେଶ୍ୱର,୨୮।୨: ଶେଷ ଯାତ୍ରାରେ ଉତ୍ତମ ମହାନ୍ତି। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶଶ୍ମାନ ଅଭିମୁଖେ ନିଆଯାଉଛି ପାର୍ଥିବ । ଏହି ସମୟରେ ତାଙ୍କ ବୋହୂ ତୃପ୍ତି କୋକେଇ ଉଠିବା ପରେ ଗୋବର ପାଣି ପକାଇ ଝାଡ଼ୁ କଲେ କରିଛନ୍ତି । ତାଙ୍କ…
Odia Actor Uttam Mohanty: ଉତ୍ତମଙ୍କୁ ଗାର୍ଡ ଅଫ୍ ଅନର
ଭୁବନେଶ୍ୱର,୨୮ା୨: ଓଲିଉଡ୍ର ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଶୁକ୍ରବାର ଅପରାହ୍ନରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଅନ୍ତିମ ଯାତ୍ରାରେ ଉତ୍ତମ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୨: ଶେଷ ଯାତ୍ରାରେ ଉତ୍ତମ ମହାନ୍ତି। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶଶ୍ମାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର। ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ। ଅନ୍ୟପଟେ ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…
Archives


