ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୫: ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉକ୍ତ ଘଟଣାରେ ମୁଁ ଦୁଃଖ ପ୍ରକାଶ ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।…
ଆଇଟମ୍ ଗାର୍ଲରୁ ଯାତ୍ରା ମାଲିକାଣୀ ହେଲେ ରାଣୀ ପଣ୍ଡା
ଭୁବନେଶ୍ୱର,୨୯।୫: ଓଡ଼ିଶାର ଲୋକପ୍ରିୟ ଯାତ୍ରା ଅନୁଷ୍ଠାନ ‘ସ୍ବର୍ଣ୍ଣ ମନ୍ଦିର’ର ନୂଆ ମାଲିକାଣୀ ହୋଇଛନ୍ତି ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା। ଏହି ଖବର ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ସ୍ବର୍ଣ୍ଣ ମନ୍ଦିରର ଶୁଭ ମହୁରତ ଅବସରରେ ରାଣୀ…
ଆଜିଠୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ
ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଆଣ୍ଡ୍ ଇନୋଭେଶନ୍ ଫେଲୋଶିପ୍ ପ୍ରୋଗ୍ରାମ୍ ଅଧୀନରେ ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ ଆରମ୍ଭ ହେବ। ପିଏଚ୍ଡି ଆଶାୟୀମାନେ ସାମ୍ସ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍ ୨୪ ଆବେଦନର ଶେଷ ତାରିଖ ରହିଛି। ଆବେଦନରେ…
ସରକାରୀ ଚାକିରି ପାଇଁ ବଢିଲା ବୟସ ସୀମା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୨୯ା୫(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବା ସହିତ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇବା ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…
B.ed କଲେ ଚାକିରି! ମାସକୁ ଏତେ ଦରମା
ଓଡ଼ିଶାରେ ବି.ଏଡ (B.Ed) କଲେ ଶିକ୍ଷକଙ୍କୁ କେତେ ଦରମା ମିଳିଥାଏ। ଏ ପ୍ରଶ୍ନ ଆପଣଙ୍କ ମନରେ ନିହାତି ଆସୁଥିବ। କିଛିଦିନ ପରେ ବି.ଏଡର ଏଣ୍ଟ୍ରାନସ ପରୀକ୍ଷା ଥିବାବେଳେ ବହୁ ଛାତ୍ରୀଛାତ୍ର ଏନେଇ ପ୍ରସ୍ତୁତ ହେଉଛନ୍ତି। ତେବେ ଖଣ୍ଡେ ସରକାରୀ ଚାକିରି ପାଇଁ…
୨୪ଘଣ୍ଟାରେ ଅବପାତ, ୪ଉପକୂଳ ଜିଲାରେ ପ୍ରବଳ ଛେଚିବ, ଆଜି ରାତିରେ…
ଭୁବନେଶ୍ୱର,୨୮।୫: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ଲଘୁଚାପ ଘନୀଭୂତ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ। ଏବଂ ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ…
ବିଜେଡିକୁ ଶକ୍ତ ଝଟ୍କା: ଦଳ ଛାଡିଲେ…
ଭୁବନେଶ୍ୱର,୨୮।୫: ବିଜେଡିରେ ବଡ଼ ହଲଚଲ। ଦଳ ଛାଡିଛନ୍ତି ବଡ଼ ନେତା। ବିଜେଡିକୁ ଲାଗିଛି ବଡ଼ ଝଟକା। ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ଦଳ ଛାଡ଼ିଛନ୍ତି। ଓଡ଼ିଶାର ରାଜନୈତିକ ମହଲରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଜୁ ଜନତା…
ପାର୍ସଲ ବୋମା ଘଟଣାର ରାୟ ଆସିବା ପରେ ଏମିତି ବଡ଼କଥା କହିଦେଲେ ସୌମ୍ୟଙ୍କ ମା’
ବଲାଙ୍ଗୀର,୨୮॥୫: ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୁଞ୍ଜିଲାଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଏହି…
ପୁଣି ରାଜ୍ୟକୁ ଫେରିଲାଣି କରୋନା: ଆଜି ଜଣେ କି ଦୁଇ ଜଣ ନୁହନ୍ତି ଏକାବେଳକେ ୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୮।୫: ପୁଣି ଚିନ୍ତା ବଢ଼ାଇଲାଣି କରୋନା। ରାଜ୍ୟରେ ଚିହ୍ନଟ ହେଲେ ୫ କୋଭିଡ ପଜିଟିଭ୍। ଭୁବନେଶ୍ବରରୁ ୪ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି। ତିନି…
ମେ ୩୧ରେ ଶେଷ ହେବ ପିଏମ୍ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ
ଭୁବନେଶ୍ୱର, ୨୮ା୫(ସୁନିତ୍ ମିଶ୍ର):ରାଜ୍ୟରେ ଏପରି ପରିବାର ରହିଛନ୍ତି ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ। ସେଥିଲାଗି ସେମାନେ ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ) ପାଇବାକୁ ଯୋଗ୍ୟ ହୋଇପାରିନାହାନ୍ତି। ସେତେବେଳେ ସେମାନେ ଇନ୍ଦିରା ଆବାସ ଯୋଜନାରେ ୪୮ ହଜାର ଟଙ୍କା…
ପୁଣି ଆକାଶରେ ଡ୍ରୋନ୍: ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ , ଏବେ ସବୁ ଛାନିଆ
କଟକ,୨୮।୫: ପୁଣି ଆକାଶରେ ଡ୍ରୋନ୍। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ ଡ୍ରୋନ୍। ଯାହାକୁ ଦେଖି ଲୋକେ ଛାନିଆ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାରଙ୍ଗ ଥାନା ରତାଗଡ଼ ଗାଁରେ। ଡ୍ରୋନ ଆତଙ୍କରେ ପୁରା ଗାଁ…
ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ: ଜାଣନ୍ତୁ କେତେ ହେଲା
ଭୁବନେଶ୍ୱର,୨୮।୫: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଏକ ନୋଟିସ୍ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇ ଏହି ନିଷ୍ପତ୍ତି…
Archives


