ଆର୍ଥିକ ମାନ୍ଦାବସ୍ଥାର ପ୍ରତିବାଦ: ୨୦ରୁ ୨୩ କଂଗ୍ରେସର ଆନ୍ଦୋଳନ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ):ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି। ନେତୃତ୍ୱାଧୀନ କେନ୍ଦ୍ରର ଏନ୍ଡିଏ ସରକାରଙ୍କ ଜନବିରୋଧୀ ଆର୍ଥିକ ନୀତି ଏଥିପାଇଁ ଦାୟୀ ବୋଲି କଂଗ୍ରେସ କହିଛି। ଏହି କ୍ରମରେ ଦଳ ପକ୍ଷରୁ ସାରା ଦେଶରେ ଜନ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୨୦ରୁ ୨୩...
ବିରୋଧୀଙ୍କ ଅଭିଯୋଗ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ନୈରାଶ୍ୟଜନକ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ଅପେକ୍ଷାକୃତ ପଛୁଆ ଅଞ୍ଚଳ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସ୍ବତନ୍ତ୍ର ପରିଷଦ ଗଠନ କରାଯାଇଛି। ହେଲେ ଏହାର କାର୍ଯ୍ୟ ଆଶାନୁରୂପ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏ ନେଇ ଶନିବାର ବିଧାନସଭାରେ କଂଗ୍ରେସ ପକ୍ଷରୁ ନରସିଂହ...
ସବୁ ଜିଲାରେ ହେବ ବିଜ୍ଞାନ ପାର୍କ: ପ୍ରଥମ ପର୍ଯ୍ୟାୟରେ ୧୦ ଜିଲା, ଖର୍ଚ୍ଚ ହେବ ୬ କୋଟି
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର, ସୁନ୍ଦରଗଡ ଓ ଜଗତ୍ସିଂହପୁର। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୨୦ଟି ଜିଲାରେ ମଧ୍ୟ ପାର୍କ...
୧୭୫୩ କୋଟିର ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ: ୫୫୬୬ ନିଯୁକ୍ତି ଲକ୍ଷ୍ୟ, ମୋଟ ୬ ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ସରକାର ସମସ୍ତ ପ୍ରୟାସ ଜାରିରଖିଛନ୍ତି। ଉତ୍ତମ ନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ପ୍ରକ୍ରିୟା ଜାରି ରହିଛି, ସେହିକ୍ରମରେ ଶନିବାର ଓଡ଼ିଶା ସରକାର ୧୭୫୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ...
ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ-୨୦୧୯ ଗୃହୀତ: ଗୋବର୍ଦ୍ଧନ ପୀଠ ଦେବୋତ୍ତର ମୁକ୍ତ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରୁ ପୁରୀସ୍ଥିତ ଗୋବର୍ଦ୍ଧନ ପୀଠ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ-୧୯୫୧ର ପରିସରରୁ ବାଦ୍ ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା।...
ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୭-୧୧ (ବ୍ୟୁରୋ):କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ବଡ଼ଗଡ଼ ଥାନା ଅଧୀନ ଝରଣା ସାହିର ବିନୋଦ କୁମାର ବେହେରାଙ୍କୁ ଶନିବାର ପୋଲିସ ଗିରଫ କରିଛି। ତାଙ୍କୁ ପଚରାଉଚରା ପରେ...
ଦାରିଦ୍ର୍ୟରୁ ମୁକ୍ତି ପାଇଁ ବିଦ୍ୟା ଅଧ୍ୟୟନ ଦରକାର: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୭-୧୧(ବ୍ୟୁରୋ): ନିଜ ନିଷ୍ପତ୍ତିର ମାଲିକ ନିିଜେ ହେବା ଉଚିତ। ନିଜର ଇଚ୍ଛା ଅନୁଯାୟୀ କ୍ୟାରିୟର କରିବା ଦରକାର। କେବଳ ସାର୍ଟିଫିକେଟ୍ ପାଇଁ ପାଠ ନ ପଢି ରୁଚି ଓ ଇଚ୍ଛା ଅନୁଯାୟୀ ବିଦ୍ୟା ଅଧ୍ୟୟନ କରିବା ଦରକାର। ଦାରିଦ୍ର୍ୟରୁ ମୁକ୍ତି...
ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ‘ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି’
ଭୁବନେଶ୍ୱର, ୧୭-୧୧(ବ୍ୟୁରୋ) ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ ବଢ଼େ। ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ...
ସିପେଟ୍ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ) ସିପେଟ୍ ସିଏସ୍ଟିଏସ୍ ଭୁବନେଶ୍ୱର ଏବଂ ରାଉରକେଲାସ୍ଥିତ ଏନ୍ଏସ୍ପିସିଏଲ୍ର ମିଳିତ ସହଯୋଗରେ ଚତୁର୍ଥ ବର୍ଷ ଲାଗି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ବେକାର ଯୁବତୀଯୁବକଙ୍କୁ ଦକ୍ଷତା ତାଲିମ ଦ୍ୱାରା ନିଯୁକ୍ତି ସୃଷ୍ଟି...
ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜିଦ୍ରେ ଅଟଳ ଭାଜପା: ବେକରେ କଳା ଗାମୁଛା ପକାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଜପା ସିବିଆଇ ତଦନ୍ତ ଦାବି କରିିଆସୁଛି। ଲଗାତାର ତିନି ଦିନ ଧରି ଭାଜପା ବିଧାୟକମାନେ...
ଗଜପତି ମହାରାଜାଙ୍କ ଭ୍ରମଣ ପୁସ୍ତକ ‘ମାଜେଷ୍ଟିକ୍ ମାରା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଭ୍ରମଣ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। କେନିଆର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକର ଶୀର୍ଷକ ‘ମାଜେଷ୍ଟିକ୍ ମାରା’ ରଖାଯାଇଛି। ଉନ୍ମୋଚନ ସମୟରେ କେନିଆ ଜାତୀୟ...
ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଯିବା ଘଟଣା: ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ ଆକସ୍ମିକ ଦୁର୍ଘଟଣା ଦର୍ଶାଯିବା ଘଟଣାକୁ ନେଇ ଶନିବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ଦେଇଥିଲେ। ଏହାପରେ ଏବେ ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ବିଭାଗ ପକ୍ଷରୁ...
Archives


