ମେଟ୍ରୋ

‘ଜଳସାଥୀ’ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୯୩ଟଙ୍କା ଜଳକର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ତାଲିମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ରେଲଓ୍ବେ ଅଡିଟୋରିୟମ୍‌ରେ ଜଳସାଥୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଏହା କହିଛନ୍ତି। ଏହି...

ଆଇଆଇଟି ଭୁବନେଶ୍ୱରକୁ ନୂତନ ଦାୟିତ୍ୱ: ସଡ଼କ ସୁରକ୍ଷାର ଅଡିଟ୍‌ କରିବ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଯାନବାହନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ୍‌ କରିବ ଆଇଆଇଟି ଭୁବନେଶ୍ୱର । ସଂସ୍ଥା ୬ ମାସରେ ଅଡିଟ୍‌ କରି ରିପୋର୍ଟ ପ୍ରଦାନ କରିବ। ସଡ଼କ ଦୁର୍ଘଟଣା ସମୀକ୍ଷା ପରେ ବୁଧବାର ପରିବହନ ସଚିବ ଜି.ଶ୍ରୀନିବାସନ ଏହି...

ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ବିଶିଷ୍ଟ କଥାକାର ତଥା ପୂର୍ବତନ ଶାସନ ସଚିବ ତରୁଣକାନ୍ତି ମିଶ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଡବଲ୍‌ ଷ୍ଟାଣ୍ଡାର୍ଡ କହିଲେ ନିରଞ୍ଜନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ସମର୍ଥନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ନିରଞ୍ଜନ କହିଛନ୍ତି, ନବୀନ ୨୦...

ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ୫ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ବୁଧବାର ରେଡ୍‌ ଜାରି ରହିଛି। ଭୁବନେଶ୍ୱରର ଝାରପଡ଼ା, ଜିଜିପି କଲୋନୀସ୍ଥିତ...

ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ଏନ୍‌ଆର୍‌ସିକୁ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ଖବରଦାତାଙ୍କୁ ସୂଚନା ଦେଇ ସେ କହିଛନ୍ତି,...

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଲାଣି। ୨ ଦିନ ମଧ୍ୟରେ ୧୦ ଟଙ୍କା ବଢିଲାଣି।...

‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’:ରିୟୁନିୟନ୍‌ରୁ ଲକ୍‌ଜୁରିୟସ୍‌ ଷ୍ଟେ’

ସସ୍ମିତା ପାଇକରାୟଭୁବନେଶ୍ୱର,୧୭ା୧୨(ବ୍ୟୁରୋ):କାହାପାଇଁ ଏହା ବ୍ୟାଚ୍‌ ରିୟୁନିୟନ୍‌ ଲାଗି ଡେଷ୍ଟିନେଶନ ତ କାହାପାଇଁ ଲକ୍‌ଜୁରିୟସ୍‌ ହଲିଡେ’ ଡେଷ୍ଟିନେଶନ। ଫେଭରାଇଟ୍‌ କପୁଲ୍‌ ଗୋଲ୍‌ ସେଲ୍‌ଫି ହେଉ କି ଚନ୍ଦ୍ରଭାଗାର ଧଳାବାଲିରେ ରାତି ବିତାଇବାର ନିଆରା ଅନୁଭୂତି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ପ୍ରଥମଥର ପାଇଁ...

ଭୁବନେଶ୍ୱରର ସବୁଘରେ ହେବ ବର୍ଷାଜଳ ସଂଗ୍ରହଣ ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ (ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ) କାର୍ଯ୍ୟ ସରିବ। ନଚେତ୍‌ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମଙ୍ଗଳବାର ଏକ ବିବୃତ୍ତିରେ ପ୍ରକାଶ...

‘ଯୁବପିଢ଼ିଙ୍କ ହାତରେ ନୂତନ ଭାରତ’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଦେଶ ସ୍ବାଧୀନ ହେବା ସମୟରେ ଯେତିକି ଲୋକ ଥିଲେ, ବର୍ତ୍ତମାନ ତା’ର ବହୁ ଗୁଣା ଅଧିକ ଅଛନ୍ତି। ଏମାନଙ୍କ ମଧ୍ୟରେ ୬୦ପ୍ରତିଶତ ଲୋକ ୩୫ବର୍ଷରୁ କମ୍‌ ବୟସର ଅଛନ୍ତି। ତେଣୁ ନୂତନ ଭାରତ କିପରି ହେବାର ଆବଶ୍ୟକ ରହିଛି, ତାହା...

ଚତୁର୍ଦ୍ଦଶ ତୋଷାଳି ମେଳା:ଥିମ୍‌ ପାଭିଲିୟନ୍‌ରେ ‘କଳିଙ୍ଗ ତନ୍ତୁକୃତି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଟସର କୋଷାର ମୋଦଲ, ଡାବା, ବୁଗେ, ଫୁକି, ମଲ୍‌ବେରୀ, ଏରି ସୂତା ଓ ଟସର ଡେମ୍ଫର ସୂତା। କୁଟୀର ସୂତା, ରିଲ୍‌ ସୂତା, ଘିଚା ସୂତା ଓ ମଲ୍‌ବେରୀରେ ତିଆରି କାନଫୁଲ ଓ ହାର। ମଲ୍‌ବେରୀ ଖୋଳରେ ଖଞ୍ଜା ଯାଇଛି...

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ

ରାଜନଗର,୧୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଏହାର ଚାରିପାଖରେ ଥିବା ଆର୍ଦ୍ରଭୂମିରେ ବିଦେଶାଗତ ପକ୍ଷୀମାନେ ପାଦ ଥାପିଛନ୍ତି। ଅତିଥି ପକ୍ଷୀମାନଙ୍କ ଆଗମନ ଓ ସେମାନଙ୍କ କଳରବରେ ଭିତରକନିକା ମୁଖରିତ ହୋଇଉଠିଛି ା ଯୋଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri