ଡିସେମ୍ବର ସୁଦ୍ଧା ଟ୍ବିନ୍ସିଟିରେ ବାତ୍ୟା ନିରୋଧୀ ବିଦ୍ୟୁତ୍ ସେବା
ଭୁବନେଶ୍ୱର,୩।୭(ବ୍ୟୁରୋ): କଟକ ଓ ଭୁବେନଶ୍ୱର ଦ୍ୱୈତ ନଗରୀରେ ଖୁବ୍ଶୀଘ୍ର ବାତ୍ୟା ନିରୋଧୀ ଆଧୁନିକ ବିଦ୍ୟୁତ୍ ସେବା ମିଳିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକସେବା...
ରାଜ୍ୟ ବନ୍ଦରରୁ ବିଦେଶକୁ ମାଛ ରପ୍ତାନି ଯୋଜନା
ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଥିବା ବନ୍ଦର ବାଟ ଦେଇ ବିଦେଶକୁ ସାମୁଦ୍ରିକ ମାଛ ରପ୍ତାନି କରିବା ପାଇଁ ଯୋଜନା କରାଯାଉଛି। ଏନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ ବୋଲି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ...
ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଭବନକୁ ମନା
ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ମଧ୍ୟରେ ୩ଗୁଣ ବୃଦ୍ଧି ପାଇ ପାଖାପାଖି ୮ ହଜାରରେ ପହଞ୍ଚିଲାଣି। ସରକାରୀ କାର୍ଯ୍ୟାଳୟରେ ଯେପରି ସଂକ୍ରମଣ ନ ପହଞ୍ଚିବ ସେଥିପାଇଁ ସରକାର ଅଧିକ ଯତ୍ନବାନ ମଧ୍ୟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...
୧୭ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩।୭(ବ୍ୟୁରୋ): ଉପକୂଳ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୩.୬ କି.ମି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉତ୍ତର ପ୍ରଦେଶ ଉତ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଘେରି...
୭ ଜିଲାକୁ ସୁନାମି ଭୟ
ଭୁବନେଶ୍ୱର,୩।୭(ବ୍ୟୁରୋ):ରାଜ୍ୟକୁ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭାହେଲାଣି। କେଉଁ ସମୟରେ ସୁନାମି ଉପକୂଳକୁ କ୍ଷତି ପହଞ୍ଚାଇବ ତାହା ଆକଳନ କରିବା ମୁସ୍କିଲ। ତେବେ ଏହି ବିପଦରୁ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ରକ୍ଷା...
ରାଜଧାନୀରେ ମାତିଲେ ଲୁଟେରା: ଇନ୍ସପେକ୍ଟରଙ୍କଠାରୁ ଝାମ୍ପିନେଲେ ମୋବାଇଲ୍
ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରା ମାତିଛନ୍ତି। ନୟାପଲ୍ଲୀ ଓ ଖାରବେଳନଗର ଥାନା ଅଞ୍ଚଳରୁ ଲଗାତର ଦୁଇଜଣ ମହିଳା ଲୁଟ୍ର ଶିକାର ହୋଇଥିବାବେଳେ ବୁଧବାର ଲୁଟେରାଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ପୋଲିସ ଇନ୍ସପେକ୍ଟର। ସେ ହେଲେ କମିଶନରେଟ ପୋଲିସର ସିକ୍ୟୁରିଟି...
ରାଜଧାନୀରେ ଖୋଲିବ ମଲ
ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଆଗକୁ ଖୋଲିପାରେ ଶପିଂ ମଲ ଓ ମଲ୍ଟିପ୍ଲେକ୍ସ। ଏନେଇ ସମ୍ପୃକ୍ତ ମାଲିକଙ୍କ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ଆଲୋଚନା କରୁଥିବା ଜଣାପଡିଛି। ମଲ୍ଟି ବ୍ରାଣ୍ଡ୍ ମଲ ଖୋଲିବା ନେଇ ସ୍ବତନ୍ତ୍ର ଗାଇଡ୍ଲାଇନ ପ୍ରସ୍ତୁତ...
ଓଡ଼ିଶାର ଏକମାତ୍ର ସମ୍ ହସ୍ପିଟାଲରେ ହେବ କୋଭିଡ୍ ଭ୍ୟାକ୍ସିନ୍ ପରୀକ୍ଷଣ
ଭୁବନେଶ୍ୱର, ୨।୭(ବୁରୋ): ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷଣ ହେବ। ମଣିଷ ଉପରେ ପରୀକ୍ଷଣ ଲାଗି ଆଇସିଏମ୍ଆର୍ ଦ୍ୱାରା ଦେଶର ୧୩ଟି ହସ୍ପିଟାଲ ମନୋନିତ ହୋଇଛି। ୧୩ ହସ୍ପିଟାଲ ମଧ୍ୟରେ ଓଡ଼ିଶାର ଏକମାତ୍ର ସମ୍ ହସ୍ପିଟାଲ ରହିଛି। ଏ ନେଇ...
ଜୁଲାଇ ୧୩ରୁ ଅନ୍ଲାଇନରେ ପାଠ ପଢିବେ କଲେଜ ପିଲା
ଭୁବନେଶ୍ୱର,୨।୭(ବ୍ୟୁରୋ)- କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନଷ୍ଠାନରେ ପାଠ ପଢ଼ା ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳିସ୍ଥଳେ ପଛାଇ ଯାଉଥିବା ପାଠପଢା ଏବଂ ଉଚିତ୍ ସମୟରେ ପାଠ୍ୟକ୍ରମ ଶେଷ କରିବାକୁ...
ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ
ପୁରୀ ଅଫିସ, ୨।୭: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି। ପ୍ରାୟ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରେରେ ସଜ୍ଜିତ ହୋଇଛନ୍ତି ଦାରୁବିଗ୍ରହ। ବିଶ୍ୱନିଅନ୍ତାଙ୍କ ଏହି...
ବରମୁଣ୍ଡା ରୁଚିକା ନର୍ସିଂହୋମ୍ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଥିବା ଏକ ନର୍ସିଂହୋମ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଗୁରୁବାର ସିଲ୍ କରିଛି। ବରମୁଣ୍ଡା ଅଞ୍ଚଳରେ ଥିବା ରୁଚିକା ନର୍ସିଂହୋମ୍କୁ ସିଲ୍ କରାଯାଇଛି। ହସ୍ପିଟାଲରେ କରୋନା କଟକଣା ଠିକ୍ ଭାବେ ପାଳନ ନ ହେବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ...
ରାଜଧାନୀରେ ମାଡୁଛି କରୋନା: ଚିହ୍ନଟ ହେଲେ ଆଉ ୧୩ ଆକ୍ରାନ୍ତ
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଲୋକାଲ୍ କେସ୍ ରହିଥିବା ବେଳେ ୮ ହୋମ୍ କ୍ୱାରାଣ୍ଟାଇନ୍ କେସ୍ ରହିଛି। ଏହାଛଡ଼ା ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଅପରାହ୍ନରେ...
Archives


