ମେଟ୍ରୋ

ଟୋକନ୍‌ ଅଛି, ଧାନ କିଣା ହେଉନି

ପୁରୀ ଅଫିସ,୧୨।୨: ଟୋକନ୍‌ ମିଳିସାରିଛି, ମାତ୍ର ଧାନ ବିକ୍ରି ହୋଇ ପାରୁନାହିଁ। ଏ ନେଇ ଗୁରୁବାର ଗୋପ ବ୍ଲକ୍‌ର ଛଇତନା ଓ ଇତିଭୂଆଁ ଗ୍ରାମପଞ୍ଚାୟତର ଚାଷୀମାନେ ଜିଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଛଇତନା ସମବାୟ ସମିତି...

୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ),୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନେ ହେଉଛନ୍ତି ଏ ଜାତିର ଏ ଦେଶର ଭବିଷ୍ୟତ। ଶିକ୍ଷା...

ଗହୀରମଥାରେ ୩୦୦ ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ରାଜନଗର,୧୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ୩୦୦ ଡଲ୍‌ଫିନ  ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ଏକଦା ଡଲ୍‌ଫିନଙ୍କ ଜଳକ୍ରୀଡ଼ା ସ୍ଥାନ ଭାବେ ଓଡ଼ିଶାର ଚିଲିକା ପରିଚିତ ଥିଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲ୍‌ଫିନଙ୍କ ସଂଖ୍ୟା ବୃଦ୍ଧି ପ୍ରାଣୀବିଜ୍ଞାନୀଙ୍କ...

ଇ-ବିଧାନସଭା ହେବ ଷଷ୍ଠ ଅଧିବେଶନ

ଭୁବନେଶ୍ୱର,୧୨।୨ (ବ୍ୟୁରୋ): ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ। ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମୀକ୍ଷା କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣଠାରୁ ଆରମ୍ଭକରି ବଜେଟ ଉପସ୍ଥାପନ, ବିଧାନସଭା...

ଭୁଜାଲି ଚୋଟରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧।୨(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣାସାହି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ଅଞ୍ଚଳର ଛୋଟୁଲାଲ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ପ୍ରଥମେ ମହିଳାଙ୍କ ପରିଚୟ ମିଳିବା ପରେ ଏବେ କଟା ମୁଣ୍ଡ ମିଳିଛି। ଏଥିସହ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ...

ଆଜି ରାଜ୍ୟରୁ ୯୫ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୯୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୯୮୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୬ ଜଣ...

ଧରମ ଭାଇ ସାଜି ୩୦ ହଜାର ଟଙ୍କା ଲୁଟିଲେ

ଭୁବନେଶ୍ୱର,୧୧।୨(ବ୍ୟୁରୋ):ରଙ୍ଗ୍‌ ନମ୍ବରରୁ ସମ୍ପର୍କ ଯୋଡ଼ିଲେ। ଧରମ ଭାଇ ହୋଇ ବିଶ୍ୱାସ ବଢ଼ାଇଲେ। ଶେଷରେ ଯୁବତୀ ଓ ତାଙ୍କ ମା’ଙ୍କୁ ଭୁବନେଶ୍ୱର ବୁଲାଇ ୩୦ ହଜାର ସହ ଏଟିଏମ୍‌ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଆଦି ଲୁଟିନେଲେ। ଲୁଟ୍‌ର ଶିକାର ମା’ଝିଅ ବୁଧବାର...

କଂଗ୍ରେସରେ ପୁଣି ପିସିସି ପରିବର୍ତ୍ତନ ମେଳି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତ୍ତନ ପାଇଁ ପୁଣିଥରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ ନେତା। ପିସିସିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ପୁଣିଥରେ ଅଣ୍ଟାଭିଡ଼ିଛି। ଗତ କିଛିଦିନ ତଳେ ଯେଉଁ ଗୋଷ୍ଠୀ ଦିଲ୍ଲୀ ଯାଇଥିଲା, ସେମାନଙ୍କ ନେତୃତ୍ୱରେ ବୁଧବାର...

୧୬ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୨(ବ୍ୟୁରୋ):ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଟପିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତ୍ରିର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ। ଓଡ଼ିଶା ଉପରେ ଏକ ଟ୍ରପଲାଇନ ରହିଛି। ଆସନ୍ତା ୧୬ ତାରିଖରେ...

ବନ ବିଭାଗ ମୁରବି ଶୂନ୍ୟ

ଭୁବନେଶ୍ୱର, ୧୧।୨(ବ୍ୟୁରୋ):ରାଜ୍ୟ ବନ ବିଭାଗ ଏବେ ଏକପ୍ରକାର ମୁରବୀ ଶୂନ୍ୟ ହେଇପଡ଼ିଛି। ପିସିସିଏଫ୍‌ (ଜେନେରାଲ) ଏବଂ ପିସିସିଏଫ୍‌ (ବନ୍ୟପ୍ରାଣୀ) ଭଳି ଦୁଇଟି ମୁଖ୍ୟ ପଦବୀ ଖାଲିପଡ଼ିଛି। ଗତ ଜାନୁୟାରୀ ୩୧ରେ ପିସିସିଏଫ୍‌ ଜେନେରାଲ ତଥା ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ...

ମୁଣ୍ଡବିହୀନ ମହିଳାଙ୍କ ମିଳିଲା ପରିଚୟ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଭୁବନେଶ୍ୱର ବହୁଚର୍ଚ୍ଚିତ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା ନେଇ ଏବେ ଖୋଳତାଡ ହେଉଛି। ମୃତ ମହିଳାଙ୍କ ପରିବଚୟ ମିଳିଥିବା ସୂଚନା ଦେଇଛି କମିଶନରେଟ୍‌ ପୋଲିସ। ତେବେ ଏପର୍ଯ୍ୟନ୍ତ ମହିଳାଙ୍କ ମୁଣ୍ଡ ମିଳିପାରି ନାହିଁ। ଏବେ ମହିଳାଙ୍କ ପରିଚୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri