କୋଲ୍କାତାରୁ ଆସିବ ସିବିଆଇ ଟିମ୍
ଭୁବନେଶ୍ୱର,୨୫।୨(ବ୍ୟୁରୋ):ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିବିଆଇ ଜୋରଦାର ପ୍ରୟାସ ଚଳାଇଛି। ଦିନେ କି ଦୁଇଦିନ ମଧ୍ୟରେ ବିବନଙ୍କୁ ରିମାଣ୍ଡରେ ନେଇ ସିବିଆଇ ମାରାଥନ ଜେରା ଆରମ୍ଭ କରିବ। ବିବନ...
କେନ୍ଦ୍ର ସରକାର ସ୍ବାମୀନାଥନ କମିଟି ସୁପାରିସ ଲାଗୁ କରନ୍ତୁ: କୃଷି ମନ୍ତ୍ରୀ
ଭୁବନେଶ୍ୱର,୨୫/୨(ବ୍ୟୁରୋ):ଏମ୍.ଏସ୍. ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ନିର୍ଦ୍ଧାରଣ କରିବା ଆବଶ୍ୟକ। ବୁଧବାର ବିଧାନସଭା ପ୍ରଶ୍ନ କାଳରେ ବିଜେଡି ସଭ୍ୟ ଅମର ଶତପଥୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ...
‘ଇସ୍ପାତ ଉତ୍ପାଦନରେ ପିଏଲ୍ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପ ସମୂହ’
ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା(ପିଏଲ୍ଆଇ) କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ବଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି ପ୍ରମୁଖ ସଂସ୍କାରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଶିଳ୍ପ ସମୂହଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
୧ରୁ ଯୁକ୍ତ୩ ପ୍ରଥମ ବର୍ଷ ଅନ୍ଲାଇନ ପାଠପଢ଼ା
ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧ରୁ ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ଅନ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ...
ମେ’ ପହିଲାରୁ ରବି ଧାନ ସଂଗ୍ରହ
ଭୁବନେଶ୍ୱର,୨୫ା୨(ବ୍ୟୁରୋ):ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ଚାଷୀ ପଞ୍ଜୀକରଣ କାର୍ଯ୍ୟ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ଜରିଆରେ କରିବା ପାଇଁ ଖାଦ୍ୟ ଯୋଗାଣ ଓ...
ବଉଳା ବଢ଼ିଲା, ମଗର କମିଲା
ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଜ୍ୟରେ ଚଳିତବର୍ଷ ବଉଳା ଓ ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସାତକୋଶିଆରେ ମଗର ପ୍ରଜାତି କୁମ୍ଭୀର ସଂଖ୍ୟା ହ୍ରାସ ପାଇଛି ବୋଲି ପିସିସିଏଫ୍ ଶଶୀ ପଲ୍ ସୂଚନା ଦେଇଛନ୍ତି। ବୁଧବାର ପ୍ରକାଶ ପାଇଥିବା କୁମ୍ଭୀର ଗଣନା ରିପୋର୍ଟ...
ସଂରକ୍ଷିତ ସିଟ୍ରେ ଅନ୍ଲାଇନ ନାମଲେଖା
ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଇଟ୍ ଟୁ ଏଜୁକେଶନ (ଆର୍ଟିଇ) ଅନ୍ଲାଇନ୍ ପୋର୍ଟାଲ ବୁଧବାର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓସେପା କାର୍ଯ୍ୟାଳୟରେ ଏହି ପୋର୍ଟାଲକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସମସ୍ତ ଘରୋଇ...
କାଳିଆରେ ୧.୦୪ ଲକ୍ଷ ଚାଷୀ ଅଯୋଗ୍ୟ
ଭୁବନେଶ୍ୱର, ୨୫ା୨(ବ୍ୟୁରୋ):ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆରେ ୫୬ ଲକ୍ଷ ୧୪ ହଜାର ୭୦୭ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୦ ହଜାର ୮୭୩...
୭ ଜିଲାରେ ସୀମା ବିବାଦ
ଭୁବନେଶ୍ୱର,୨୫ା୨(ବ୍ୟୁରୋ): କୋରାପୁଟ ଜିଲାର କୋଟିଆ ସମେତ ରାଜ୍ୟର ସୀମା ବିବାଦକୁ ନେଇ ବିରୋଧୀ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି। ସରକାରଙ୍କ ଅପରିଣାମଦର୍ଶିତା ପାଇଁ ରାଜ୍ୟର ଗୋଟିଏ ପରେ ଗୋଟିଏ ସୀମାବର୍ତ୍ତୀ ଗ୍ରାମ ହାତରୁ ଚାଲିଯାଉଛି। ସେହି ଗ୍ରାମଗୁଡିକ ଉପରେ ସରକାରଙ୍କ...
ମାର୍ଚ୍ଚରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ୱର,୨୪।୨(ବ୍ୟୁରୋ): ମାର୍ଚ୍ଚ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଆର୍ବିଆଇ ଗାଇଡ୍ଲାଇନ ଅନୁଯାୟୀ, ବ୍ୟାଙ୍କଗୁଡିକ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିଥାଏ। ଏହାଛଡା ମାର୍ଚ୍ଚ ମାସରେ ଅତିରିକ୍ତ ଛୁଟି ଏବଂ ପର୍ବପର୍ବାଣୀ...
୨ୟ ପର୍ଯ୍ୟାୟ ଟିକାକରଣ ନେଇ ଗାଇଡ୍ଲାଇନ ଜାରି
ଭୁବନେଶ୍ୱର,୨୪।୨(ବ୍ୟୁରୋ) : ମାର୍ଚ୍ଚ ୧ରୁ ବୟସ୍କମାନଙ୍କୁ ଟିକାକରଣ ନେଇ ଗାଇଡ୍ଲାଇନ ଜାରି କରାଯାଇଛି। ଏନେଇ ସମସ୍ତ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ଏସିଏସ୍ ଗାଇଡ୍ଲାଇନ ପଠାଇଛନ୍ତି। ରବିବାରକୁ ବାଦ୍ ଦେଇ ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଅତିରିକ୍ତ ଟିକା କର୍ମୀ...
ପ୍ରଦୀପଙ୍କୁ ମିଳିଲା ଜାମିନ୍
କଟକ ଅଫିସ,୨୪।୨: କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ ଜାମିନଦାରଙ୍କ ବଦଳରେ ବୁଧବାର ତାଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ଏଥିସହ ୨୪ ଲକ୍ଷ...
Archives


