ରାଜନୀତି ସରଗରମ : ଆଜି ଆସିପାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର,୬।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛିି। ନାମାଙ୍କନ ପାଇଁ ଆଉ ଦୁଇ ଦିନ ସମୟ ରହିଥିବା ବେଳେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ। ଭୁବନେଶ୍ୱର, କଟକ ପାଇଁ ଭାଜପା ମେୟର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଯାଏ…
ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୦୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…
ଚତୁର୍ଥ ଦିନରେ ୩୭ଟି ନାମାଙ୍କନ ଦାଖଲ
ଭୁବନେଶ୍ୱର,୬।୩(ବ୍ୟୁରୋ): ନାମାଙ୍କନ ଦାଖଲର ଶନିବାର ଥିଲା ଚତୁର୍ଥ ଦିନ । ଓଡ଼ଶାରୁ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ୩୭ଟି ଏବଂ କାଉନସିଲର ଓ କର୍ପୋରେଟର ପାଇଁ ୨୭୫ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ସାମୁହିକ ଭାବେ ୭୧୩ଟି କର୍ପୋରେଟର…
ଖସୁଛି ସଂକ୍ରମଣ: ଆଜି ୧୨୯ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୫୪ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ…
ପାରାଦୀପ-ଭଦ୍ରସାହି ଅର୍ଥନୈତିକ କରିଡର ବିକାଶ ପାଇଁ ପ୍ରସ୍ତାବ ଦେଲା ରାଜ୍ୟ
ଭୁବନେଶ୍ୱର,୬।୩(ବ୍ୟୁରୋ): ପାରାଦୀପରୁ ଭଦ୍ରସାହି-ବଡ଼ବିଲ ଅର୍ଥନୈତିକ କରିଡର ବିକାଶ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର କେନ୍ଦ୍ର…
ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ
ଭୁବନେଶ୍ୱର,୬।୩(ବ୍ୟୁରୋ): ଖଣ୍ଡଗିରିରେ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜିତେନ୍ଦ୍ର ପ୍ରସାଦ ଦାସ (୪୨)। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧୀନ ଅନ୍ଦୁଳିରେ। ସେ ପ୍ରମେୟ ଖବରକାଗଜର ବରିଷ୍ଠ ସହ ସମ୍ପାଦକ…
ଖର୍ଚ୍ଚ ପାଇଁ ତରବର
ଭୁବନେଶ୍ୱର,୫ା୩(ବ୍ୟୁରୋ) ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ହେବାକୁ ବସିବସିଥିବାବେଳେ ଅନେକ ବିଭାଗ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇନାହାନ୍ତି। ଏପରି କି କେତେକ ବିଭାଗ ୪୦% ଅର୍ଥ ବି ଖର୍ଚ୍ଚ କରିପାରିନାହାନ୍ତି। ବିଭାଗଗୁଡ଼ିକ ବକେୟା ଅର୍ଥ ଖର୍ଚ୍ଚ ପାଇଁ ଏବେ…
ଟିକେଟକୁ ନେଇ କନ୍ଦଳ ତେଜୁଛି
ଭୁବନେଶ୍ୱର, ୬।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ମାତ୍ର ୨ଦିନ ସମୟ ରହିଛି। ତେବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ ଟିକେଟ ପାଇବାକୁ ଆଶାୟୀ ସଂଖ୍ୟା ଅଧିକ ରହୁଥିବାରୁ ପ୍ରାର୍ଥୀ ଚୟନ ବିଭିନ୍ନ ଦଳ…
ଗ୍ରାହକଙ୍କ ଚାହିଦା ସର୍ବୋଚ୍ଚ ପ୍ରାଥମିକତା
ଅନେକ ବାଧାବିଘ୍ନ ଅତିକ୍ରମ କରି ୯୦ ଦଶକରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଆରମ୍ଭ କରିଥିଲେ ‘ଗ୍ରୀନ୍ ଚିଲିଜ୍’। ଦୃଢ଼ ଇଚ୍ଛାଶକ୍ତି ତଥା ଅକ୍ଳାନ୍ତ ପରିଶ୍ରମ ବଳରେ ସେହି ଅନୁଷ୍ଠାନ ଆଜି ଏକ ଲୋକପ୍ରିୟ ଫୁଡ୍କୋର୍ଟ ଓ ଗ୍ରୀନ୍ ଚିଲିଜ୍ ଗ୍ରୁପ୍ରେ ପରିଗଣିତ…
ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଘୋଷଣାରେ ସୀମିତ
ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରତ୍ୟେକ ବର୍ଷ ଓଡ଼ିଶା ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ ୨ ବର୍ଷ ହେବ ସମଗ୍ର ବିଶ୍ୱ ସହିତ ଓଡ଼ିଶା କୋଭିଡ୍-୧୯ ମହାମାରୀ ସଂକ୍ରମଣରେ ଅଣନିଃଶ୍ୱାସୀ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟଠାରୁ ଏହି ମହାମାରୀର ପ୍ରକୋପ…
ଡ. ସୁନୀତି ମୁଣ୍ଡ୍ ଭାଜପାର ମେୟର ପ୍ରାର୍ଥୀ
ଭୁବନେଶ୍ୱର,୫ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି। ପୂର୍ବରୁ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏବେ ଭାଜପା ମଧ୍ୟ ତା’ର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ମହାନଗର ନିଗମ …
‘ବିଜୁବାବୁ ଆଙ୍କିଥିଲେ ବିକାଶର ନକ୍ସା’
ଭୁବନେଶ୍ୱର,୫।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶନିବାର ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଲୋକଙ୍କ କଲ୍ୟାଣ ଓ…
Archives


