ମେଟ୍ରୋ

ଶୁଆ ଶାବକଙ୍କ ପ୍ରତି ବଢ଼ୁଛି ନିଷ୍ଠୁରତା, ଗଛ କୋରଡ଼ରୁ ଉଠାଇ ଆଣୁଛନ୍ତି ଶିକାରୀ

ଭୁବନେଶ୍ୱର,୩।୩(ବ୍ୟୁରୋ): ଆଖି ଠିକ୍‌ ଭାବେ ଫିଟି ନାହିଁ। ଦେହରେ ପର ବି ସମ୍ପୂର୍ଣ୍ଣ ଲାଗି ନାହିଁ। ଗୁରୁଣ୍ଡି ଗୁରୁଣ୍ଡି ମା’ ମୁହଁରୁ ଖାଦ୍ୟ, ଆଉ ସ୍ନେହକୁ ଅପେକ୍ଷା କରି ରହୁଥିବା ଶୁଆ ଶାବକଙ୍କୁ ଅତି ନିଷ୍ଠୁର ଭାବେ ଗଛ କୋରଡ଼ରୁ...

ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି। ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ନକାରାତ୍ମକ ରାଜନୀତି କରିଛନ୍ତି। ଓଡ଼ିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନାହାନ୍ତି। ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ...

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍‌ ନଂ ଜାରି କଲା ଭାଜପା

ଭୁବନେଶ୍ୱର, ୨ା୩(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଏହି କାରଣରୁ ବହୁ ସଂଖ୍ୟାରେ ଓଡ଼ିଆଙ୍କ ସମେତ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍‌ର ବିଭିନ୍ନ ସହରରେ ଫସି ରହିଛନ୍ତି । ଆକ୍ରମଣ ଯୋଗୁ ଭୟଭୀତ ହୋଇ ଭାରତୀୟମାନେ ବର୍ତ୍ତମାନ ସୀମା...

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଲା ଜାତୀୟ ବିଜ୍ଞାନ ପୁରସ୍କାର

ଭୁବନେଶ୍ୱର,୨ା୩,(ବ୍ୟୁରୋ): ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିିୟ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ପ୍ରଫେସର ଡ. ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଛି ଜାତୀୟ ପୁରସ୍କାର। ୨୦୨୧ ଲାଗି ନ୍ୟାଶନାଲ କାଉନସିଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ଆଓ୍ବାର୍ଡ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୩(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୪,୪୨୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

କୋଣାର୍କ ଏକ୍ସପ୍ରେସରୁ ଜବତ ହେଲା ୧୬ କୋଟିର ସୁନା, ୪ଟି ବ୍ୟାଗ୍‌ରେ ଥିଲା ୩୨ କେଜି

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଣାର୍କ ଏକ୍ସପ୍ରେସରୁ ୧୬ କୋଟି ଟଙ୍କାର ସୁନା ଜିଆର୍‌ପି ପୋଲିସ ଜବତ କରିଛି। ଜବତ ସୁନା ସହ ୪ ଜଣଙ୍କୁ ଅଟକ ରଖାଯାଇଛି। ଖବର ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ...

ଜୁଲାଇ ୩୧ ସୁଦ୍ଧା ୟୁଜି,ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୨।୩(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆସନ୍ତା ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛିି । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷା...

ରାଜଧାନୀରୁ ଜବତ ହେଲା ୭ଲକ୍ଷ ଟଙ୍କାର ନକଲି ନୋଟ

ଭୁବନେଶ୍ବର ୦୨।୦୩ : ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ତେବେ ଜାଲ ନୋଟ...

ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୦୮୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ...

ଜୁନିୟର ମହିଳା ହକି କୋର୍‌ ଗ୍ରୁପରେ ୫ ଓଡ଼ିଆ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭାରତୀୟ କନିଷ୍ଠ ମହିଳା ବର୍ଗର ହକି କୋର୍‌ ଗ୍ରୁପରେ ୫ ଓଡ଼ିଆ ସ୍ଥାନ ପାଇଛନ୍ତି। କୋର୍‌ ଗ୍ରୁପରେ ସ୍ଥାନ ପାଇବା ପରେ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଅଜମିନା କୁଜୁର, ଜ୍ୟୋତି ଛତ୍ରୀ, ଜୀବନ...

ନିରାଡ଼ମ୍ବରରେ ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆସନ୍ତା ୫ ତାରିଖରେ ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ବିଜେଡି...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୮୬ ଥିବା ବେଳେ ଲୋକାଲ କେସ ୫୭ ରହିଛି। ଏନେଇ ରାଜ୍ୟ ସୂଚନା ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri