ମେଟ୍ରୋ

ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ  ୯୧ତମ ଜନ୍ମ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ଏଲ୍‌ଆଇସି ଅଫିସ୍‌ ଛକସ୍ଥିତ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ…

୨୪ ଘଣ୍ଟାରେ ୩୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୧୩ ଲୋକାଲ କେସ୍‌ ରହିଛି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷ ବୟସର…

ଡ୍ରେନ୍‌ ପାଇଁ କଟାହେଲା ଗଛ

ଭୁବନେଶ୍ୱର,୯।୬(ବ୍ୟୁରୋ): ବିକାଶ ନାଁରେ ପରିବେଶ ସୁରକ୍ଷା କଥା ଭୁଲି ଯାଉଛନ୍ତି ଅଧିକାରୀ। ବିଭିନ୍ନ ନିର୍ମାଣ ପାଇଁ ରାଜଧାନୀ ଭୁବନେଶ୍ୱରରେ କଟା ଚାଲିଛି ଗଛ। ନିକଟରେ ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ଲାଗି ଗଛକଟାକୁ ତୀବ୍ର ବିରୋଧ ଜାରି ରହିଛି। ଆନ୍ଦୋଳନ ପରେ ଏଠାରେ…

ସମଲିଙ୍ଗୀ ଆପ୍‌ରେ ଫସିଲେ ନର୍ସିଂ ଅଫିସର

ଭୁବନେଶ୍ୱର, ୯।୬(ବ୍ୟୁରୋ) : ସାଇବର ଅପରାଧୀମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। କେତେବେଳେ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍‌ କରି ତ ପୁଣି ଆଉ କେତେବେଳେ ବିଭିନ୍ନ ପ୍ରକାର ମେସେଜ୍‌ ଓ ଫେକ୍‌ କଲ୍‌ କରି ଚତୁରତାର…

୪୪୫ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରୂପାନ୍ତରିତ ୪୪୫ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ବାଲେଶ୍ୱର ଜିଲାର ୧୩୫ ହାଇସ୍କୁଲ, ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁରର ୭୫ ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି।…

ଥୋମାସ କପ୍‌ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଥୋମାସ କପ୍‌ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହ ଥୋମାସ କପ୍‌ ଜିତିଥିବା ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି। ଥୋମାସ…

ଜଳୁଛି ଟିଟିଲାଗଡ଼, ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୮ା୬(ବ୍ୟୁରୋ): ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଏବଂ ନୂଆପଡ଼ାରେ ହିଟ୍‌…

ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ରାପିଡ୍‌ ଆକ୍ସନ ଫୋର୍ସର ମକ୍‌ଡ୍ରିଲ୍‌

ପୁରୀ ଅଫିସ,୮ା୬: ଆଉ ଦିନ କେତେଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ଜୋର୍‌ସୋର୍‌ରେ ଆଗେଇ ଚାଲିଛି କାମ। ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ହଜାର ହଜାର ଶ୍ରଦ୍ଧାଳୁ।…

ଜୁନ ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୮।୬(ବ୍ୟୁରୋ): ଆସନ୍ତା ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ। ଏଥିଲାଗି ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଖାଲି ପଡ଼ିଛି। ତେବେ ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ…

ଅସହାୟ ପ୍ରାଣୀଙ୍କ ପାଇଁ ଷ୍ଟେଟ ଆନିମଲ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୮।୬(ବ୍ୟୁରୋ): ବୁଲା, ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା ପ୍ରାଣୀମାନଙ୍କୁ ସହାୟତା ଲାଗି ଷ୍ଟେଟ ଆନିମଲ ହେଲ୍ପଲାଇନ ଟୋଲ ଫ୍ରି ନମ୍ବର ଜାରି ହୋଇଛି। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲପ୍ଲାଇନ ସହ ଅନେକ ନୂଆ ଯୋଜନାର…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୮।୬(ବ୍ୟୁରୋ): ନୂତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ଅଧିକାରୀଙ୍କୁ ଡକାଇ ଉଚ୍ଚଶିକ୍ଷା ବିଭାଗ ପାଇଁ ୫ଟି ଆକ୍ସନ୍‌ ପ୍ଲାନ୍‌ ଲାଗୁ କରିବା,…

ଚିଲିକାରେ ଚାଲିବ ଓଡ଼ିଶାର ପ୍ରଥମ କ୍ରୁଜ୍‌ ‘ଗରୁଡ଼’

ଭୁବନେଶ୍ୱର,୮।୬(ବ୍ୟୁରୋ): ଓଡ଼ିଶାରେ ପର୍ଯ୍ୟଟକମାନେ ପାଇବେ କ୍ରୁଜ୍‌ର ମଜା। ଚିଲିକା ହ୍ରଦରେ ପ୍ରଥମ ଥର ପାଇଁ କ୍ରୁଜ୍‌ (ବୋଟ୍‌) ଚାଲିବ। ଚିଲିକାର ବରକୂଳରେ ଥିବା ବିକାଶ ଇକୋ ରିସଟର୍‌ସ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି କ୍ରୁଜ୍‌ର ନାମ ‘ଗରୁଡ଼’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri