ନବୀନ ନେଲେ ବଡ଼ ନିଷ୍ପତ୍ତି: ଜନ୍ମଦିନଠାରୁ କରିବେ ଏହି କାମ…
ଭୁବନେଶ୍ୱର,୧୩।୧୦: ଭୁବନେଶ୍ବର ଜିଲା ବିଜେଡି ସଭାପତି ଅଶୋକ ପଣ୍ଡାଙ୍କ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଅକ୍ଟୋବର ୧୬ ତାରିଖ ଜନ୍ମଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରା କରିବେ ବୋଲି ସଭାପତି ପଣ୍ଡା କହିଛନ୍ତି। ଏହି ଅବସରରେ ନବୀନ ଭୁବନେଶ୍ବର…
ଭାଜପାରେ ମିଶିବେ କି ପ୍ରତାପ ଜେନା: ଜୟନାରାୟଣ କହିଲେ…
ଭୁବନେଶ୍ୱର,୧୩।୧୦: ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି। ବିଜେଡ଼ି ବିଧାୟକ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଭାଜପାରେ ମିଶିବା ପରେ ବିଜେଡି ନେତାଙ୍କୁ ତାଙ୍କୁ ଟାର୍ଗେଟ୍ କରୁଥିବା ଦେଖାଯାଉଛି। ବିଜେଡି ଉପସଭାପତି ପ୍ରତାପ ଜେନା ମଧ୍ୟ…
ନୂଆପଡ଼ା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୧ରେ ଭୋଟ, ୧୪ରେ ଫଳାଫଳ
ଭୁବନେଶ୍ୱର,୧୩।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର…
ଭାଜପା କୋର୍ କମିଟି ବୈଠକ: ଧର୍ମେନ୍ଦ୍ର ପ୍ରଧାନ ଅନୁପସ୍ଥିତ, ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୧୩ା୧୦(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାର କିଭଳି ଅଧିକ ସଶକ୍ତ ହେବ ଏବଂ ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରିବ ସେନେଇ ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକରେ ମାନସମନ୍ଥନ ହୋଇଛି। ନୂଆପଡ଼ା ଉପନିର୍ବାଚନ ବିଷୟରୁ ଆରମ୍ଭ ହୋଇ…
ବର୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଜାଣନ୍ତୁ କେମିତି ରହିବ ପାଗ
ଭୁବନେଶ୍ୱର, ୧୩ା୧୦ (ବନ୍ଦନା ସେଠୀ):ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିବା ପ୍ରକ୍ରିୟା ଆରମ୍ଭ କରିବ। ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ସାଧାରଣତଃ ବର୍ଷା…
ମାମଲା ସମାଧାନରେ ଦେଶରେ ଏହି ସ୍ଥାନରେ ଅଛି ଓଡ଼ିଶା: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୁବନେଶ୍ୱର,୧୩ା୧୦(ରବିନାରାୟଣ ଜେନା):ଦେଶରେ ସୂଚନା ଅଧିକାର ଆଇନ-୨୦୦୫କୁ କେଉଁ ରାଜ୍ୟ କିଭଳି ଭାବେ କାର୍ଯ୍ୟ କରୁଛନ୍ତି ସେନେଇ ସତର୍କ ନାଗରିକ ସଙ୍ଗଠନ ପକ୍ଷରୁ ଏକ ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ସୂଚନା ଅଧିକାର ଆଇନ ଅନୁଯାୟୀ, ଆପତ୍ତି-ଅଭିଯୋଗ ସମାଧାନ କରିବାରେ ମହାରାଷ୍ଟ୍ର…
ହଠାତ୍ କାହିଁକି ନବୀନ ନିବାସରେ ପହଞ୍ଚିଲେ ଅପରାଜିତା ? ନେଲେ ଆଶୀର୍ବାଦ, ସବୁଠି ଚର୍ଚ୍ଚା
ଭୁବନେଶ୍ୱର,୧୨।୧୦: ଭୁବନେଶ୍ୱର ସାଂସଦ ତଥା ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଛନ୍ତି। ଏହି ଭେଟାକୁ ଅପରାଜିତା “ସୁନ୍ଦର ଭେଟା” ବୋଲି ବର୍ଣ୍ଣନା କରି ସୋସିଆଲ ମିଡିଆରେ ପୋଷ୍ଟ…
ଓଡ଼ିଶାରେ ବର୍ଷା ପରେ ଲମ୍ବା ଆସୁଛି ଅସମ୍ଭାଳ ଶୀତ: ମୌସୁମୀ ବାୟୁ ପ୍ରତ୍ୟାହାର ଆରମ୍ଭ
ଭୁବନେଶ୍ୱର,୧୨।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଓ ତେଲେଙ୍ଗାନାର କିଛି ଅଞ୍ଚଳରୁ ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ପ୍ରତ୍ୟାହାର ହେବାର ଅନୁକୂଳ ପରିସ୍ଥିତି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ରବିବାର ଜଣାଇଛି। ଅକ୍ଟୋବର ଆରମ୍ଭରେ ଡିପ୍ରେସନ୍ ପ୍ରଭାବରେ…
ଢୋଲକିଆଙ୍କ ରକ୍ତ ନେଇ ଶ୍ରୀମୟୀଙ୍କ ପ୍ରତାପଙ୍କୁ ଟାର୍ଗେଟ: ଭଣ୍ଡ ସନ୍ନ୍ୟାସୀଙ୍କୁ ମାରିଲେ ତେରଛା ବାଣ
ଭୁବନେଶ୍ୱର,୧୨।୧୦: ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ।ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ’ର ଜବାବ ଦେଲେ ଶ୍ରୀମୟୀ। ତେବେ ସେ କହିଛନ୍ତି, ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି। କାହାକୁ ଅନୁଭବ କରି…
ରାତାରାତି ପଲଟିଗଲା ଗେମ୍: ବସନ୍ତ ପଣ୍ଡାଘରୁ ପ୍ରାର୍ଥୀ କରିବ ବିଜେଡ଼ି!
ନୂଆପଡା,୧୨।୧୦(ମକାରୁ ବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପ ନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ…
ଏଥର ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୪୦ ଲକ୍ଷ: କାହିଁକି ଖୋଲିବେ ନୂଆ ଆକାଉଣ୍ଟ
ନୂଆପଡ଼ା,୧୧ା୧୦ (ମକାରୁ ବେମାଲ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲାପାଳ…
ବିଜେଡିକୁ ନେଇ ଆସିଲା ବଡ଼ ଖବର, ରାଜନୀତିରେ ଚହଳ
ଭୁବନେଶ୍ୱର, ୧୨।୧୦ (ସୁନିତ୍ ମିଶ୍ର): ୨୦୨୬ ଏପ୍ରିଲରେ ଓଡିଶାରୁ ୪ ରାଜ୍ୟ ସଭା ଆସନ ଖାଲି ହେବ। ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ(ମୁନା), ନିରଞ୍ଜନ ବିଶି, ସୁଜିତ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ତେଣୁ ଏହି…
Archives


